ଆଜିକାର ଦୁନିଆଁରେ ଏଭଳି କିଛି ଲୋକ ଅଛନ୍ତି , ଯେଉଁମାନଙ୍କ ବିଷୟରେ କହିବା ଅତ୍ୟନ୍ତ କଷ୍ଟକର । ଯେଉଁ ମାନଙ୍କର ଦୁଇଟି ମୁଣ୍ଡ ରହିଥାଏ । ସେମାନେ ଆଗକୁ ଗୋଟିଏ ମୁଣ୍ଡ ଦେଖାଇଥାନ୍ତି ଆଉ ପଛକୁ ଗୋଟିଏ ରଖିଥାନ୍ତି । ଆଜିକାର ଲୋକମାନେ ଅନ୍ୟ ଠାରୁ ଫାଇଦା ଉଠାଇବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି ଆଉ ଲୋକଙ୍କ ଠାରୁ ଲାଭ ଉଠାଇଥାନ୍ତି ।
ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରୁ । ଗାଡିର ଓନରସିପ ଟ୍ରାନ୍ସଫର କରିବେ କହି ଲୁ-ଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ଆଉ ଏବେ ହୋଇ ଯାଇଛନ୍ତି ଫେ-ରାର । କିନ୍ତୁ ସୌଭାଗ୍ୟବଶତଃ ସେହି ବ୍ୟକ୍ତି ଜଣକ ଧ-ରା ପଡି ଯାଇଛନ୍ତି । ତେବେ ସୂଚନା ମୁତାବିକ , ଭୁବନେଶ୍ବରରେ ରହୁଥିବା ଜଣେ ଦମ୍ପତି ଏକ ନୂଆ ଗାଡି କିଣିବା ପାଇଁ ଯାଇଥିଲେ କିନ୍ତୁ ସେଠାରେ ଜଣେ ଲୋକ ତାଙ୍କୁ କହିଥିଲେ କି , ଗୋଟିଏ ନୂଆ ଗାଡି ତାଙ୍କ ପାଖରେ ଅଛି ଆଉ ଏହାକୁ କିଣନ୍ତୁ ନାହିଁ ।
ଏହାପରେ ଦମ୍ପତି ଜଣକ ଓନରସିପ ଟ୍ରାନ୍ସଫର କରିବାପାଇଁ ସେହି ଲୋକଙ୍କୁ କହିଥିଲେ ଆଉ ଏ ବାବଦରେ ଯୁବକ ଜଣକ ତାଙ୍କୁ ଟଙ୍କା ମାଗିଥିଲେ । ତେବେ ଦମ୍ପତି ଜଣକ ତାଙ୍କୁ ୪ ଲକ୍ଷ ପାଖାପାଖି ଟଙ୍କା ଦେଇଛନ୍ତି ଓନରସିପ ଟ୍ରାନ୍ସଫର ପାଇଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଓନରସିପ ଟ୍ରାନ୍ସଫର ହୋଇ ପାରିନାହିଁ । ଆଉ ଏଇ ବାହାନାରେ ଯୁବକ ଜଣକ ଟଙ୍କା ପରେ ଟଙ୍କା ଲୁ-ଟି ଚାଲିଥିଲେ ଆଉ ଗାଡିର ଓନରସିପ ତାଙ୍କ ଭଉଣୀଙ୍କୁ ଦେଇ ଦେଇଥିଲେ
ତେବେ ଏ କଥା ଜାଣିବା ପରେ ଦମ୍ପତି ତାଙ୍କୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଉଠାଇ କହିଥିଲେ କି , ସେ କୋରାପୁଟରେ ଅଛନ୍ତି ଆଉ ଏହାପରେ ଫୋନ ବନ୍ଦ କରି ଦେଇଥିଲେ । ତେବେ ଏହା ପରେ ଦେଖିଲା ବେଳକୁ ବ୍ୟକ୍ତି ଜଣକ ଭୁବନେଶ୍ବରରେ ମ-ଦ ପିଉଛନ୍ତି । ଏହାପରେ ତାଙ୍କୁ ଧରି ଦମ୍ପତି ଜଣକ ଥା-ନାରେ ପହଞ୍ଚିଛନ୍ତି ଆଉ ଏ-ତ-ଲା ଦେଇଛନ୍ତି । ଆଉ ନିଜ ଟଙ୍କା ଫେରିପାଇବା ଆଶାରେ ରହିଛନ୍ତି ।