ଷଣ୍ଢ ଭଳି ବୁଲି ବାହାରେ ଖାଉଥିଲା,ଆଉ ଏବେ ପିଲା ହେଲାପରେ ସେ ଝିଅ ଖାଇବାକୁ ମାଗୁଛି

କିଛିଦିନ ହେବ ଗୋଟିଏ କଥାକୁ ନେଇ ବହୁତ ଚର୍ଚ୍ଚା ହେଉଛି ଆଉ ସେ କଥା ବିଷୟରେ ଆପଣ ସମସ୍ତେ ଜାଣିଥିବେ । କିପରି ଜଣେ ମହିଳା ନ୍ୟା-ୟ ପାଇବା ପାଇଁ ନିଜ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି ଆଉ କହୁଛନ୍ତି କି , ତାଙ୍କୁ ସ୍ତ୍ରୀର ପରିଚୟ ମିଳୁ ଆଉ ତାଙ୍କ ପିଲାକୁ ବାପାର ପରିଚୟ ମିଳୁ । ଦୁଇ ଦିନ ହେଲାଣି ସେ ନିଜ ଶାଶୁ ଘର ଆଗରେ ଧାରଣା ଦେବାରେ ଲାଗିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କୁ କୌଣସି ଭାବରେ ସୁଫଳ ମିଳି ପାରିନାହିଁ । ଏଭଳି କଥାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଅଛି । କାରଣ କିଛିଦିନ ପୂର୍ବରୁ ସେହି ଗଞ୍ଜାମର ହିଁ ଗୋଟିଏ ବି-ବା-ଦ ଉଠିଥିଲା ଆଉ ତାହା ହେଉଛି ତପସ୍ୱିନୀ ଏବଂ ସୁମିତ ବି-ବା-ଦ । ବର୍ତ୍ତମାନ କେ ଦୀପିକାଙ୍କ ବିଷୟରେ ଆଲୋଚନା ହେଉଅଛି । ତେବେ ଏ ବିଷୟରେ ଜଣେ ମହିଳା ଗଣମାଧ୍ୟମ ଆଗରେ ସଫେଇ ଦେଇଛନ୍ତି ।

ତାଙ୍କ କହିବା ଅନୁଯାୟୀ , ଦୀପିକାଙ୍କୁ ଗର୍ଭ-ବତୀ କରିଥିବା ପୁଅ ଜଣକ ବାପା ମାଆଙ୍କର ବିଶିକେଶନ ହୋଇଥିବେ । ଯାହା ଭୁଲ୍ କଲେ ବି ବାପା ମାଆ ତାଙ୍କୁ କିଛି କହୁନଥିବେ । ତେଣୁ ସେ ଆଜି ଏତେ ଆଗକୁ ଯାଇଛନ୍ତି ଆଉ ଗୋଟିଏ ଝିଅକୁ ବିବାହ ନ କରି ସେ ଗର୍ଭ-ବତୀ କରାଇ ଦେଇଛନ୍ତି । ଆହୁରିମଧ୍ୟ ଆଶ୍ଚର୍ଯ୍ୟର କଥା ଏହା ଯେ , ସେମାନେ କୋର୍ଟ ମ୍ୟା-ରେଜ ମଧ୍ୟ କରି ନାହାଁନ୍ତି ଆଉ ଏଭଳି କାମ କରିଛନ୍ତି ।

ତେବେ ନିଶ୍ଚିତ ଭାବରେ ଦୀପିକାଙ୍କୁ ନ୍ୟା-ୟ ମିଳୁ ବୋଲି ସେ କହିଛନ୍ତି କାରଣ ବର୍ତ୍ତମାନ ପରିସ୍ଥିତିରେ ଦୀପିକା ଯିବେ କୁଆଡ଼େ । ସେ ନିଜର ସବୁକିଛି ହରାଇ ଦେଇଛନ୍ତି ଆଉ ତାଙ୍କ ପାଖରେ କୁଆଡ଼େ ଯିବାର ବାଟ ବି ନାହିଁ । ତେଣୁ ନିଜ ଶାଶୁ ଘର ଲୋକେ ତାଙ୍କୁ ଗ୍ରହଣ କରିବା ନିହାତି ଦରକାର । ଆଉ ସେ ପୁଅ ବିରୁ-ଦ୍ଧରେ ନିଶ୍ଚିତ ଭାବରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ଦରକାର । ନଚେତ ସେ ଗୋଟିଏ ପରେ ଗୋଟିଏ ଭୁଲ୍ କରିଚାଲିବେ ।

Leave a Reply

Your email address will not be published. Required fields are marked *