କମେଣ୍ଟ ନେଇଗଲା ଜୀବନ। ମା କା-ନ୍ଦୁଛନ୍ତି ଆଉ କା-ନ୍ଦି କା-ନ୍ଦି କହୁଛନ୍ତି ମୋ ଝିଅ ମରିନି ତାକୁ ମା-ରି ଦେଇଛନ୍ତି ମୋ ଝିଅ କାହିଁକି ମ-ରିବ ସେ ତ ପାଠ ପଢୁଥିଲା ଭବିଷ୍ୟତ କୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲା ଭଲ ପାଠ ପଢିବ ବଡ଼ ମଣିଷ ହେବ ଭଲ ଚାକିରୀ କରିବ ତା ଆଖିରେ ତ ଅସୁମାରୀ ସ୍ୱପ୍ନ ଥିଲା ମୋ ଝିଅ ତା ସ୍ୱପ୍ନକୁ ପୂରଣ ନକରି ସେ କଣ କେବେ ମ-ରିପାରିବ ? ନାଇଁ ମୋ ଝିଅ ଆଦୌ ମ-ରିନି ତାକୁ ଜୋ-ର ଜବ-ରଦସ୍ତ ମା-ରି ଦିଆଯାଇଛି। ଆଉ ତାକୁ ସେହି ମାନେ ହିଁ ମା-ରିଛନ୍ତି ଯେଉଁ ମାନେ ତାକୁ କ-ମେଣ୍ଟ କରୁଥିଲେ। ମୋ ଝିଅକୁ କେବଳ ମା-ରି ନାହାଁନ୍ତି ମୋ ଝିଅ ସହ ତା ସ୍ୱପ୍ନକୁ ବି ମା-ରି ଦେଇଛନ୍ତି। ଛୋଟ ଦିନରୁ ତା ମନରେ ତା ଆଖିରେ ସେ ଅସୁମାରୀ ସ୍ୱପ୍ନ ନେଇ ପାଠ ପଢୁଥିଲା ସ୍ୱପ୍ନ ସତ ହେବା ଆଗରୁ ସବୁକିଛି ଓଲଟ ପାଲଟ ହୋଇଗଲା। ମୋ ଝିଅକୁ ମା-ରି ସବୁଦିନ ପାଇଁ ଆଖିବୁଝିଦେଲେ।
ଏଭଳି ଦୁଃ-ଖଦ ଘ-ଟଣା ହେଉଛି ଯାଜପୁର ଜିଲ୍ଲାର। ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଅମ୍ରିତା ସବୁ ଦିନ ଭଳି ସେଦିନ ବି ସାଇକେଲ ଧରି ଯାଇଥିଲେ ଟିୟୁସନ ହେଲେ ଅମ୍ରିତା କିନ୍ତୁ ସବୁଦିନ ଭଳି ପାଠ ପଢି ଘରକୁ ଫେରୁଥିଲେ ହେଲେ ଘରେ ପହଞ୍ଚି ପାରିନଥିଲେ। ଅମ୍ରିତାଙ୍କ ଆସିବା ବିଳମ୍ବ ହେବାରୁ ଘର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ଅମ୍ରିତା କେଉଁ ଆଡେ ଗଲେ ଚାରି ଆଡ଼େ ଖୋ-ଜା ଖୋ-ଜି କରିବା ଆରମ୍ଭ ବି କରିଦେଲେ ହେଲେ ଅମ୍ରିତାଙ୍କୁ କେଉଁଠି ହେଲେ ମଧ୍ୟ ପାଇଲେ ନାହିଁ। ସଞ୍ଜ ନଇଁ ନଇଁ ଆସୁଥିଲା ଆଉ ଘଟ ଲୋକଙ୍କ ମନରେ ଡର ବଢି ବଢି ଚାଲୁଥିଲା ଶେଷରେ ସେଇଆ ହେଲା ଯାହା କେହି ଭାବିନଥିଲେ ଅମ୍ରିତାଙ୍କ ବ୍ୟାଗ ଭାଷୁଥିଲା ଏକ ବଡ଼ ପୋଖରୀରେ ବ୍ୟାଗକୁ ଦେଖି ପରିବାର ଲୋକେ ଯେତେବେଳେ ପୋଖରୀ ନିକଟକୁ ଗଲେ ସମସ୍ତଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା କାରଣ ପୋଖରୀରେ ଭାଷୁଥିଲା ଅମ୍ରିତାଙ୍କ ମୃ-ତ ଦେହ।
ଗାଁରେ ପଡିଗଲା କା-ନ୍ଦ ବୋବାଳି। ସାରା ଗାଁର ଲୋକେ ଚାଲି ଆସିଲେ ପୋଖରୀ ନିକଟକୁ ଅମ୍ରିତାଙ୍କୁ ସଙ୍ଗେ ସଙ୍ଗେ ନେଇଗଲେ ନିକଟସ୍ଥ ଡାକ୍ତରଖାନାକୁ ହେଲେ ଅମ୍ରିତାଙ୍କୁ ଡାକ୍ତର ମୃ-ତ ଘୋଷଣା କଲେ। କିଏ ମା-ରିଲା ଅମ୍ରିତାଙ୍କୁ ଏନେଇ ପୋଲି-ସରେ ପରିବାର ତରଫରୁ ଅଭି-ଯୋଗ କରାଗଲା। ହେଲେ ଦୁଃ-ଖର କଥା ଅମ୍ରିତାଙ୍କ ମୃ-ତ୍ୟୁ କୁ ଦୀର୍ଘ ପାଞ୍ଚ ଦିନ ବିତିଯାଇଥିଲେ ବି ପୋଲିସ ଏପର୍ଯ୍ୟନ୍ତ ଅମ୍ରିତାଙ୍କ ମୃ-ତ୍ୟୁ ଉପରୁ ପରଦା ହଟାଇ ପାରିନି। ଏବେ ବି ପରିବାର ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ଓ କାହିଁକି ଅମ୍ରିତାଙ୍କୁ ମା-ରିଲା।
ସେପଟେ ପରିବାର ଲୋକେ କହିଛନ୍ତି କି ଅମ୍ରିତାଙ୍କୁ ଯେଉଁ ମାନେ କ-ମେଣ୍ଟ ମା-ରୁଥିଲେ ସେହି ମାନେ ହିଁ ଅମ୍ରିତାଙ୍କୁ ମା-ରିଛନ୍ତି। ହେଲେ ଅମ୍ରିତାଙ୍କ ମା କହିଛନ୍ତି ଝିଅର ମୃ-ତ ଦେହ ମିଳିଲା,ଝିଅର ବ୍ୟାଗ ମିଳିଲା,ଝିଅ ସାଇକେଲ ମିଳିଲା ହେଲେ ଝିଅର ଓଢଣୀ ମାନେ ଝିଅ ପିନ୍ଧିଥିବା ଡ୍ରେସର ଓନି କୁଆଡେ ଗଲା। କିଏ ମୋ ଝିଅର ଓନି ନେଇଗଲା। କାହିଁକି ପୋ-ଲିସ ପାଞ୍ଚ ଦିନ ହେଲାଣି ଅଭି-ଯୁକ୍ତଙ୍କୁ ଧରି-ବାରେ ବି-ଫଳ। କାହିଁକି ମୋ ଝିଅର ମୃ-ତ୍ୟୁ ର ପ୍ରକୃତ କାରଣ ଖୋ-ଜି ପାଇବାରେ ପୋ-ଲିସ ବି-ଫଳ। କେବେ ଧରିବ ମୋ ଝିଅକୁ ମା-ରିଥିବା ହ-ତ୍ୟାକା-ରୀ ମାନଙ୍କୁ କେବେ ମୋ ଝିଅକୁ ନ୍ୟା-ୟ ମିଳିବ କେବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି ମୃ-ତ ଅମ୍ରିତାଙ୍କ ମା। ତେବେ ଦେଖିବାକୁ ବାକି ରହିଲା ଅମ୍ରିତାଙ୍କ ମୃ-ତ୍ୟୁ ପ୍ରକୃତ କାରଣ କେବେ ସାମ୍ନାକୁ ଆସୁଛି। ଆଉ ଅମ୍ରିତାଙ୍କ ଓଢଣୀ କେବେ ମିଳୁଛି।