ମାମୁଁ କ-ଣ୍ଡ-ମ ନେଇ ଯାଇଥିଲା ଭାଣିଜୀ ପାଖକୁ ଆଉ ତା ପରେ କଣ ହେଲା ନଜର ପକାନ୍ତୁ।

ମାମୁଁ ଭାଣିଜୀଙ୍କ ଅଲ-ଜ୍ୟା ପ୍ରେମ ରାସ୍ତାରେ ପଡି ଦାଣ୍ଡରେ ଗଡୁଛି। ବିବାହିତା ଭାଣିଜୀକୁ ମାମୁ ଦେଉଛି ମ-ନ୍ତ୍ର-ଣା। କେବଳ ସେତିକି ନୁହେଁ ମାମୁଁ ଭାଣିଜୀ ପାଖକୁ କ-ଣ୍ଡମ ନେଇକି ବି ଯାଇଥିଲା ହେଲେ ପରିସ୍ଥିତି ପାଇଁ ମାମୁ ଓ ଭାଣିଜୀଙ୍କ ଉଦ୍ୟଶ ପୂରଣ ହୋଇ ପାରିନଥିଲା। ମାମୁଁ କହୁଛନ୍ତି କି ମୁଁ କେତେ ଭାବି ଭାବି ଯାଇଥିଲି କଣ୍ଡ-ମକୁ ନେଇକି ସାଥିରେ ଯାଇଥିଲି ଭାବିଥିଲି ତୁ ମୋ ପାଖକୁ ଆସିବୁ। ଆଉ ଭାଣିଜୀ ମାମୁଁ ପାଖକୁ ଯାଇନଥିବାରୁ ଅବଶୋଷରେ କହୁଛି ମତେ ସେ ଦିନ ପ୍ରବଳ ନିଦ ହୋଇଯାଇଥିଲା ମୁଁ ସୋଇପଡିଥିଲି। ହେଲେ ତୁମେ ମୋ ସହ ଯେତିକି କରିଛ ମୋ ସ୍ୱାମୀବି ସେତିକି କରିନି। ମାମୁଁ ଭାଣିଜୀ ସ-ମ୍ପର୍କ ହେଉଛି ପବିତ୍ର ସ-ମ୍ପର୍କ। ମାମୁଁ ଭାଣିଜୀ ସମ୍ପ-ର୍କକୁ ଲୋକେ ବାପା ଝିଅର ସମ୍ପ-ର୍କ ବୋଲି ମାନି ନେଇ ଥାନ୍ତି। ହେଲେ ଏଇ ଭଳି କିଛି କଳ-ଙ୍କିତ ଲୋକଙ୍କ ପାଇଁ ଧୀରେ ଧୀରେ ସମାଜ ନ-ଷ୍ଟ ହେବାରେ ଲାଗିଛି।

ବୁଢା ବୟସରେ ମାମୁଁର ପ୍ରେମ ଏମିତି ଉଛୁଳୁଛି ଯେ କହିବାର କଥା ନାହିଁ। ଆଉ ମାମୁଁର ଉଛୁଲୁଲା ପ୍ରେମରେ ଭାଣିଜୀ ବୁଡି ବୁଡି ରହିଛି। ଦର୍ଶକ ବନ୍ଧୁ ଭାଇରାଲ ହେଉଛି ମାମୁଁ ଭାଣିଜୀଙ୍କ କଳ-ଙ୍କିତ ପ୍ରେମ କାହାଣୀ। ଆଉ ମାମୁଁ ଭାଣିଜୀଙ୍କ ଏହି କଳ-ଙ୍କିତ ପ୍ରେମ କାହାଣୀର ଅଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି।ଯିଏ ମାମୁଁ ଭାଣିଜୀଙ୍କ ଏହି ଲୁ-ଚା ଛ-ପା ପ୍ରେମ ଶୁଣୁଛନ୍ତି ସେ ବି ଏକ ଦମ ଆଷ୍ଟର୍ଯ୍ୟ ହୋଇଯାଉଛନ୍ତି। ଅଡିଓ ରେକ-ର୍ଡ଼ରେ ମାମୁଁ କହୁଛି ମୁଁ ସେ ଦିନ ତୋ ପାଖକୁ ଯିବା ବେଳେ କ-ଣ୍ଡ-ମ ନେଇ ଯାଇଥିଲି ଭାବିଥିଲି ରାତିରେ ସମସ୍ତେ ସୋଇପଡିବା ପରେ ତୁ ମୋ ପାଖକୁ ଆସିବୁ।

ହେଲେ ତୁ ତ ମୋ ପାଖକୁ ଆସିଲୁନି। ମୁଁ ଯିବା ବେଳେ କେତେ କଣ ଭାବି ଭାବି ଯାଇଥିଲି କେମିତି କି-ସ କରିବି କେମିତି କଣ କରିବି ସବୁ ଭାବିକି ଯାଇଥିଲି ହେଲେ ତୁ ଆସିଲୁନି ମତେ ଭଲ ଲାଗିଲାନି। ମୁଁ ଯାଇ ତୋ ରୁମରେ ଦେଖିଲି ଯେ ଏତେ ଲୋକେ ଥିଲେ ତେଣୁ ତତେ ଆଉ ଉଠେଇଲିଣି। ମାମୁଁ ଭାଣିଜୀକୁ ଏମିତି କହୁଥିବା ବେଳେ ଭାଣିଜୀ ଦୁଃ-ଖର ସହ କହୁଛି କି ତୁମେ ମୋ ସହ ଯେତିକି ବି କରିଛ ସେତିକି ମୋ ସ୍ୱାମୀ କରିନି। ମାମୁଁ ପୁଣି କହୁଛି ହଉ ମୁଁ କିନ୍ତୁ ସେ ଦିନ ବହୁତ ଭାବିକି ଯାଇଥିଲି ହଉ ଯାହା ହେଲା ହେଲା ଆଉ କେବେ ମଉକା ଦେଖି ଚଉକା ମା-ରିଦେବା।

କେବଳ ଏତିକିରେ ମାମୁଁ ଭାଣିଜୀଙ୍କ ପ୍ରେମ ଆ-ଳାପ ସରିନଥିଲା ମାମୁ ଭାଣିଜୀକୁ କହୁଥିଲା ତୁ ବହୁତ ସୁନ୍ଦର। ତୋ ଶଶୁର ଆଦୌ ଭଲ ଲୋକ ନୁହେଁ ତାର ନିଶ୍ଚିତ ଉଦ୍ୟଶ ଖରାପ ଥିବ। ତୁ ତାକୁ ତୋ ରୁମ ଭିତରକୁ ଆସିବାକୁ ମନା କରିବୁ ତା ହାଭ ଭାବ ମତେ ଭଲ ଲାଗୁନି। ତୁ ସେଇଠି ଥା ଆଉ କେବେ ସମୟ ସୁବିଧା ଦେଖି ମୁଁ ଯିବି ଏଥର କିନ୍ତୁ ବି-ଫଳ ନୁହେଁ ସଫଳ ହେଇକି ଆସିବି। ମାମୁଁ ଭାଣିଜୀଙ୍କ ଏହି ଅସ-ଭ୍ୟ ଅଡିଓ ରେ-କର୍ଡ କିଏ ରେ-କର୍ଡ କଲା ଓ କିଏ ଭାଇରାଲ କଲା ତାହା ଜଣା ପଡିନଥିବା ବେଳେ ଏ ଅଡିଓ କ୍ଲିପଟି ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଆଉ ଯିଏ ଏହି ଅଡିଓ ରେ-କର୍ଡ ଶୁଣୁଛନ୍ତି ସେ କହୁଛନ୍ତି ରାମ ରାମ ଘୋର କ-ଳିକା-ର ହୋଇଗଲା। ଏ ପୃଥିବୀରେ ଯଦି ଏପରି ଲୋକେ ରହିବେ ତେବେ ଫା-ଟିଯିବ ବସୁଦ୍ଧା।

Leave a Reply

Your email address will not be published. Required fields are marked *