ଘରେ କେହି ନାହାଁନ୍ତି ଆସ ମନ ଇଚ୍ଛା ଯାହା କରିବ ମୋର କେବଳ ମାର୍କ ଦରକାର….

ଏକ ଶିକ୍ଷକ ଓ ଛାତ୍ରୀଙ୍କ ବାର୍ତାଆଳପର ଏକ ଅଡିଓ ବେଶ ଭାଇରାଲ ହେବାରେ ଲାଗିଛି ଆଉ ଗୁରୁ ଶିଷ୍ୟଙ୍କ ପ୍ରେମ ଆଳାପର କଥା ଶୁଣିଲେ ଯେ କେହି ମଧ୍ୟ ମୁଣ୍ଡରେ ହାତ ଦେବ। ମନରେ ପ୍ରଶ୍ନ ଉଠିବ ଧୀରେ ଧୀରେ ସମାଜ କେଉଁ ଆଡକୁ ଗତି କରୁଛି। ଗୁରୁ ଶିଷ୍ୟଙ୍କ ସମ୍ପର୍କରେ ଲାଗିଲା କଳଙ୍କ। ସାମାନ୍ୟ ମାର୍କ ବଢାଇବା ପାଇଁ ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ କହୁଛନ୍ତି ସାର ଏବେ ଘରେ କେହି ନାହାଁନ୍ତି ଏବେ ଆସନ୍ତୁ ଆପଣଙ୍କ ଇଛା ଯାହା ହେବ ତାହା କରିବେ। କେବଳ ମୋର ମାର୍କ ବଢିବା ଦରକାର। ଶିକ୍ଷକବି ନିଜକୁ ସମ୍ଭାଳି ନପାରି ଛାତ୍ରୀଙ୍କ କଥା ଶୁଣି ଏକ ଦମ ପାଗଳ। କେମିତି ଶିକ୍ଷକ ଆସିବେ ଆଉ ଛାତ୍ରୀଙ୍କ ଅଫରର ଭରପୁର ଫାଇଦା ଉଠାଇବେ ସେ ପାଇଁ ମଧ୍ୟ ବେଶ ତତ୍ପର।

ଅଡିଓରେ ଯାହା ଶୁଣିବାକୁ ମିଳୁଛି କି ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ କଲ କଲେ ବ୍ୟସ୍ତ ବିବ୍ରତ ହୋଇ କଥା ହେବାକୁ ଲାଗିଲେ। ଆଉ କଥା ଆରମ୍ଭରେ ଛାତ୍ରୀ ଜଣଙ୍କ କହିଲେ ସାର ମୁଁ କହିବାକୁ ଚାହୁଁଥିଲି କି ମୋର ବାୟୋରେ ଟିକେ ଡାଉଟ ଅଛି ମୁଁ ବାୟୋରେ ସବୁ ପ୍ରଶ୍ନର ଉତ୍ତର ଲେଖିଛି ହେଲେ କିନ୍ତୁ ମାର୍କ କୁ ନେଇ ଡର ଲାଗୁଛି କାଳେ କମ ମାର୍କ ଆସିବ ଆଉ ବାପା ମୋ ଉପରେ ରାଗିବେ। ତା ପରେ ଶିକ୍ଷକ ପଚାରୁଛନ୍ତି ରେଜଲ୍ଟ ବହାରିନି ଏତେ ବ୍ୟସ୍ତ ହେବା ଦରକାର। ଛାତ୍ରୀ ଜଣଙ୍କ ପୁଣିଥରେ କହୁଛନ୍ତି କି ନାଇଁ ସାର ବ୍ୟସ୍ତ ଲାଗୁଛି କି ଯଦି କମ ମାର୍କ ଆସିଯିବ। ତା ପରେ ଛାତ୍ରୀ ଜଣଙ୍କ ନିଜ କଥା ହେବା ଭିତରେ ଶିକ୍ଷକଙ୍କୁ ପଟାଇବାକୁ ଚେଷ୍ଟା କରୁଛନ୍ତି। ଘିଅ ଯଦି ନିଆଁ ପାଖେ ରହିବ ତାହା ତରଳିବା ସ୍ବଭାବିକ କଥା।

ଏଥର ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ ନିଜ କଥାର ଯାଦୁରେ ଆଉ ପ୍ରତ୍ୟକ୍ଷ ରେ ନହେଲେ ବି ପରୋକ୍ଷରେ ଅନେକ ଇସାରା ଦେଉଥିଲେ। ମାର୍କ ବଢ଼େଇ ଦେଲେ ଛାତ୍ରୀ ଶିକ୍ଷକଙ୍କ ସହ ମିଶି ଶିକ୍ଷକ ଯାହା ଚାହିଁବେ ଛାତ୍ରୀ ତାହା କରିବେ ବୋଲି ଏକ ଦମ ରାଜି ଅଛନ୍ତି। ଶିକ୍ଷକ ଛାତ୍ରୀଙ୍କ ପାଖରୁ ଏପରି କଥା ଶୁଣି ଆଉ କି ଧର୍ଯ୍ୟ ଧରି ରହିପାରୁଛନ୍ତି। ଶିକ୍ଷକ ଜଣଙ୍କ କହୁଛନ୍ତି ଠିକ ଅଛି ତାହାଲେ ତୁମେ ଗୋଟେ କାମ କର କାଲି ଆସ ଆମେ ଦୁହେଁ କିଛି ସମୟ ଏକାଠି ବିତାଇବା ତା ପରେ ତୁମେ ତୁମ ବିଷୟରେ କହିବ ଆଉ ମୁ ମୋ ବିଷୟରେ ମଧ୍ୟ ତୁମକୁ କହିବି। ଦୁହେଁ ମିଶି କିଛି ସମୟ ଏକାଠି ସମୟ ଅତିବାହିତ କରିବା। ହେଲେ ଛାତ୍ରୀ କହୁଛନ୍ତି ଆପଣ ଏବେ ଚାହିଁଲେ ଏବେ ମଧ୍ୟ ଆସି ପାରିବେ। ଏବେ ଘରେ ମା ବାପା କେହି ନାହାଁନ୍ତି ଏମିତିରେ ବି ରାତି ଅଧିକ ହେଇନି ମାତ୍ର 9 ଟା ବାଜିଛି ଆପଣ ଏବେ ଚାହିଁଲେ ଏବେ ଆସନ୍ତୁ।

ଛାତ୍ରୀଙ୍କ ଠାରୁ ଏପରି କଥା ଶୁଣି ନାଇଁ ନାଇଁ କରୁଥିବା ଶିକ୍ଷକ ବି ଶେଷରେ ରାଜି ହୋଇଗଲେ। ଆଉ ତା ପରେ କହିଲେ ମୋ ସ୍ତ୍ରୀ ଅଛି ଆଉ ମୁ ବିବାହିତା ତ ଏତେ ରାତିରେ ସ୍ତ୍ରୀକୁ ଲୁଚି ଯିବା ସମ୍ଭବ ନୁହେଁ ହେଲେ ଗୋଟେ କାମ କର ତୁମେ ତୁମ ଘରର ଲୋକେସନ ମତେ ପଠାଓ ମୁଁ ଚେଷ୍ଟା କରୁଛି ତୁମ ଘରକୁ ଯିବା ପାଇଁ । ବାସ ତା ପରେ ଛାତ୍ରୀ ଜଣଙ୍କ ଖୁସିରେ ଫାଟି ପଡିଲେ। ତେବେ ଶିକ୍ଷକ ଓ ଗୁରୁଙ୍କ ଏହି ବାର୍ତାଆଳପର ଅଡିଓ ଯିଏ ଶୁଣୁଛି ସିଏ କହିଛନ୍ତି କି ସାମାନ୍ୟ ମାର୍କ ପାଇଁ ଛାତ୍ରୀ କେତେ ତଳକୁ ଖୁସୀ ଯାଉଛନ୍ତି। ଆଉ ସେ ଶିକ୍ଷକଙ୍କୁ ବି ମାନିବାକୁ ପଡିବ ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରୁଥିବା ବେଳେ ଏମିତି ଗୁରୁ ଆଜିକା ସମାଜ ପାଇଁ କଳଙ୍କ ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *