ଜଣେ ମହିଳା ବିବାହର କିଛି ଦିନ ପରେ ଦେଖାଇ ଦେଇଛନ୍ତି ନିଜର ଅସଲ ରୂପ ଆଉ ବଡ ବଡ ପାଟିରେ କଥାବାର୍ତ୍ତା କରି କହୁଛନ୍ତି ନିଜ ଭଲ ପାଇବାର କାହାଣୀ । କାହାକୁ ଭ-ୟ ନାହିଁ କି କାହାକୁ ଡ-ର ବି ନାହିଁ । କହୁଛନ୍ତି ଆଉ ସେ ଏହି ନୂଆ ସ-ମ୍ପର୍କ ଭିତରେ ରହି ପାରିବେ ନାହିଁ କାରଣ ସେ ଆଗରୁ ବାହା ହୋଇଛନ୍ତି ଆଉ ତାଙ୍କୁ ଆଉ ଥରେ ବାଧ୍ୟ କରି ବିବାହ କରାଯାଇଛି ।
ତେବେ ବର୍ତ୍ତମାନ ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ଘର ଲୋକଙ୍କ ଆଗରେ ପ୍ରେମ କାହାଣୀ ପାଟି କରି କରି କହୁଛନ୍ତି ଆଉ ଘର ଲୋକ ତାଙ୍କୁ ଗା-ଳି ଗୁ-ଳଜ କରିବାରେ ଲାଗିଛନ୍ତି । ତେବେ ମହିଳା ଜଣକ କହିଛନ୍ତି କି , ସେ ତାଙ୍କ ନୂଆ ସ୍ଵାମୀଙ୍କ ସହ ରହିପାରିବେ ନାହିଁ କାରଣ ସେ ଭଲ ଲୋକ ନୁହଁନ୍ତି । ସେ ତାଙ୍କୁ ମା-ର୍ ପି-ଟ କରୁଛନ୍ତି ଆଉ ଅନ୍ୟ ପକ୍ଷରେ ସେ ପୂର୍ବରୁ ବିବାହ କରିଥିଲେ।
ଆଉ ଜଣେ ପୁରୁଷଙ୍କୁ ସେ ପୂର୍ବରୁ ମନ୍ଦିରରେ ବିବାହ କରିଥିଲେ । ତେଣୁ ସେ ତାଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି । ସେ ବହୁତ ଭଲ ଆଉ ତାଙ୍କୁ ମଧ୍ୟ ଭଲ ପାଉଥିଲେ । କିନ୍ତୁ ବାଧ୍ୟ କରି ତାଙ୍କୁ ବାହା କରାଇ ଦିଆ ଯାଇଛି । ତେଣୁ ତାଙ୍କର ସେଠାରେ ମନ ଲାଗୁ ନାହିଁ କି ସେ ସେହି ଶାଶୁ ଘରେ ରହିପାରିବେ ନାହିଁ । କେହି ବି ଭଲ ନୁହେଁ ତାଙ୍କ ଶାଶୁ ଘରେ । ତାଙ୍କ ସ୍ଵାମୀ ତାଙ୍କୁ ଭଲ ପାଉ ନାହାଁନ୍ତି ।
ତେବେ ବର୍ତ୍ତମାନ ମହିଳାଙ୍କ ଏପରି କାର-ନାମା ପରେ ପରିବାର ଲୋକ ପୁରାପୁରି ଡରି ଯାଇଛନ୍ତି । ମହିଳା ଜଣକ ଆଉ ଜଣଙ୍କୁ ଭଲ ପାଇବା କଥା ଶୁଣି ଘର ଲୋକ ଆଉ କଣ କରିବେ ଜାଣି ପାରୁ ନାହାଁନ୍ତି । ବର୍ତ୍ତମାନ ଏପରି କାର-ନାମା ଦୁଇ ପରିବାରକୁ ନ-ଷ୍ଟ କରି ଦେଲା । ନା ସେ ଏ କୁଳର ହେଲେ ନା ସେ କୁଳର । ବର୍ତ୍ତମାନ ଦୁଇ ଦୁଇଟି ପରିବାର ଛାରଖାର ହୋଇଯାଇଛି ।