ଭାଉଜ ସହ ରଖିବାକୁ ଚାହୁଁଥିଲା ଖରପ ସମ୍ପର୍କ ତେଣୁ ଭାଉଜଙ୍କୁ ମା-ରିଦେଲା ଦିଅର , କା-ନ୍ଦି କା-ନ୍ଦି କହୁଛନ୍ତି ଝିଅର ମାଆ

ଭାଉଜ ଆଉ ଦିଅରର ସ-ମ୍ପର୍କ ପୁରା ମାଆ ଆଉ ପୁଅର ସ-ମ୍ପର୍କ । ଯେଉଁ କଥା ପୁଅଟିଏ ତାର ମାଆକୁ କହି ପାରେ ନାହିଁ , ସେହି କଥା ସେ ଭାଉଜକୁ କହି ଦେଇଥାଏ । ଆଉ ଭାଉଜ ହିଁ ତାର ସମସ୍ୟାକୁ ଦୂରେଇ ପାରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଦ୍ଵିତୀୟ ମାଆର ଆଖ୍ୟା ଭାଉଜଟିଏ ତାର ଦିଅର ପାଖରୁ ପାଇଥାଏ । ଆଉ ତାର ସବୁ ସୁଖ ଦୁଃ-ଖରେ ବି ସାଥ ଦେଇଥାଏ।

କିନ୍ତୁ ସେହି ଦିଅର କେତେବେଳେ ବଦଳି ଯାଏ , ସେ କଥା କେହି ଜାଣି ପାରନ୍ତି ନାହିଁ। ହଠାତ ସେ ସାଜିଯାଏ ପିଶାଚ ଆଉ ଖରାପ ନଜରରେ ଦେଖି ଥାଏ ନିଜ ମାଆ ସମାନ ଭାଉଜକୁ । ତେବେ ଏପରି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି । ଭାଉଜର ଜୀବନ ନେଇ ଯାଇଛି ଦିଅର । ଆଉ ଏହି ଖବରକୁ ନେଇ ବର୍ତ୍ତମାନ ଆଲୋଚନା ହେବାରେ ଲାଗିଛି ।

ତେବେ ଘରେ କେହି ନଥିଲେ ଆଉ ଥିଲେ କେବଳ ଭାଉଜ ଆଉ ଦିଅର। ସେପଟେ ତାଙ୍କ ସ୍ବାମୀ ବଜାରକୁ ଖାଇବା ଆଣିବା ପାଇଁ ଯାଇଥିଲେ । ଆଉ ଝିଅ ତାଙ୍କ ମାଆଙ୍କ ସହିତ କଥା ମଧ୍ୟ ହେଉଥିଲେ । ହେଲେ ହଠାତ୍ ସବୁକିଛି ବଦଳି ଯାଇଥିଲା । ମାଆ ଫୋନ୍ ରଖିବା ଆଉ ସ୍ଵାମୀ ବଜାରରୁ ଫେରିବା ଭିତରେ ସବୁକିଛି ଓଲଟା ପାଲଟା ହୋଇ ଯାଇଥିଲା ।

ଘର ଭିତରେ ଚାରିଆଡ଼େ କବାଟ ବନ୍ଦ ହୋଇ ଯାଇଥିଲା ଆଉ ଭିତରେ ଜୀବନ ଚାଲି ଯାଇଥିଲା ବିଚରା ଭାଉଜଙ୍କର । ତେବେ ତାଙ୍କ ସ୍ବାମୀ ଘରକୁ ଫେରି ଦେଖିଲା ବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ଦିଅରକୁ ସ-ନ୍ଦେହ କରାଯାଉଛି । କାହିଁକି ନା ବୋଧ ହୁଏ ଦିଅର ଆଉ ଭାଉଜ ମଧ୍ୟରେ କିଛି କଥାକୁ ନେଇ ଝଗଡା ହୋଇଥିବ ଆଉ ତାପରେ ଏପରି ହୋଇଥିବ।

Leave a Reply

Your email address will not be published. Required fields are marked *