ରା-କ୍ଷସ ସାଜିଲା ମଣିଷ , ସ୍ଵାମୀ ଆଗରେ ସ୍ତ୍ରୀକୁ ଟାଣି ନେଇ କଲେ ଦୁ-ଷ୍କର୍ମ

ମଣିଷ ବାସ୍ତବରେ କେତେ ଯେ ତଳକୁ ଖସି ଯାଇଛି , ତାର କୌଣସି ଧାରଣା ନାହିଁ । ଟିକିଏ ଦେହ ସୁଖ ପାଇଁ କଣ ଯେ କରୁଛି , ସେ କଥା ବର୍ଣ୍ଣନା କରି ହେବ ନାହିଁ । ପ୍ରତିଦିନ ଏପରି ଅନେକ ଖବର ସାମ୍ନାକୁ ଆସୁଛି , ଯାହା କାନରେ ଶୁଣି ହେବ ନାହିଁ କି , କାହାକୁ କହି ହେବ ନାହିଁ । ଏପରି ମଣିଷ ସମାଜକୁ ଛି ଛି କହିବା ହିଁ ସଠିକ୍ ହେବ ।

ତେବେ ବର୍ତ୍ତମାନ ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି , ଯାହା ଅତ୍ୟନ୍ତ ଲଜ୍ଜାକର ଅଟେ ଆଉ ଅତ୍ୟନ୍ତ ହୃ-ଦୟ ବିଦା-ରକ ବି ଅଟେ । ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ଆଗରେ ମଣିଷ ରୂପୀ ରା-କ୍ଷସ ମାନେ ଦୁ-ଷ୍କର୍ମ କରି ଚାଲିଥିଲେ କିନ୍ତୁ ସ୍ଵାମୀ କିଛି ବି କରି ପାରୁନଥିଲେ । କେବଳ ଆଖିରୁ ଲୁ-ହ ଝରାଇବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା ।

ବାସ୍ତବରେ ବାଲେଶ୍ଵର ଜିଲ୍ଲା ଉଦଳା ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସିଛି । ଜଣେ ମହିଳା ଆଉ ତାଙ୍କ ସ୍ଵାମୀ ଉଦଳାରେ ଏକ ଭଡ଼ା ଘରେ ରହୁଥିଲେ । ତେବେ ଗତକାଲି ସେମାନେ ନିଜ ସମ୍ପ-ର୍କିୟଙ୍କୁ ଛାଡ଼ିବା ପାଇଁ ଷ୍ଟେ-ସନ ଯାଇଥିଲେ ଆଉ ରାତିରେ ଘରକୁ ଫେରୁଥିଲେ । ତେବେ ବାଟରେ ଛକି ବସିଥିଲେ ନର ରା-କ୍ଷସ । ଆଉ ଏ କଥା ସେମାନେ ଜମା ଜାଣି ନଥିଲେ ।

ତେବେ ବାଟରେ ସ୍ବାମୀଙ୍କୁ ଠାରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଇ ଦୁଇ ଜଣ ଯୁବକ ଦୁ-ଷ୍କର୍ମ କରି ଚାଲିଥିଲେ । ଆଉ ସ୍ତ୍ରୀଙ୍କ କ-ଷ୍ଟକୁ ଦେଖି ସ୍ଵାମୀ କିଛି କରି ପାରୁନଥିଲେ । ବାସ୍ ଆଖିରୁ ଲୁ-ହ ଝରାଇ ଚାଲିଥିଲେ । ତେବେ ବର୍ତ୍ତମାନ ସେହି ଦୁଇ ନର ରା-କ୍ଷସ ମାନଙ୍କ ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇଛି । ଆଉ ସେମାନଙ୍କୁ ସହଦେବଖୁଣ୍ଟା ପୋ-ଲିସ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *