ଆଖିରୁ ସବୁ ବନ୍ଧ ବାଡ଼ ଭା-ଙ୍ଗି ଝରି ଆସୁଛି ଲୁହ ଛାତିଟା ସତେ ଯେମିତି ଫାଟି ପଡୁଛି। ଏପଟେ ମାର ଗ-ର୍ଭ ଯ-ନ୍ତ୍ରଣା ହେଉଛି। ମା ବୁଝି ପାରୁନି ଖୁସି ହେବି ନା ଦୁଃ-ଖରେ ଭା-ଙ୍ଗି ପଡିବି ଓଠରେ ହସ ପୁଣି ସେହି ଓଠରେ ଲୁ-ହ। ଆଖିରେ ପୁଅ ଜନ୍ମ ହେବାର ଖୁସି ପୁଣି ସେହି ଆଖିରେ ପୁଅକୁ ହରାଇବାର ଦୁଃ-ଖ। ଏ କି ସମୟ ହେ ଭଗବାନ ତୁମର ଏ କି ଲୀଳା। ଘରେ କୁନି ଛୁଆର କୁଆଁ କୁଆଁ ରାବରେ ସାରା ଘରଟା ଫା-ଟି ପଡୁଛି ଆଉ ସେପଟେ ପେଟେ ପାଣି ପିଇ ବୁଡି ବୁଡି ସବୁଦିନ ପାଇଁ ସୋଇ ଯାଇଛି ବଡ଼ ପୁଅ। କୁନି ପୁଅର ଜନ୍ମ ଯେତିକି ଖୁସି ଦେଉଛି ବଡ଼ ପୁଅର ମୃ-ତ କଥା ଭାବିଲେ ବଡ଼ ପୁଅ ଆଉ ନାହିଁ ମା ଶୁଣିଲେ ମାର ହୃଦୟାଟା ସତେ ଯେମିତି କୋରି ହେଇ ଯାଉଛି।
ବନ୍ଧୁଗଣ ଏକ ଦୁଃ-ଖଦ ହୃଦୟ ବିଦା-ରକ ଘ-ଟଣା ଘ-ଟିଛି। ଯାହା ଶୁଣିଲେ ଆପଣ ବି କହିବେ ବିଧାତାର ଏ କି ଲୀଳା। ପୁରା ଘ-ଟଣା ଜାଣିଲେ ଆପଣଙ୍କ ହୃଦୟ ମଧ୍ୟ କା-ନ୍ଦି ଉଠିବ। ହଁ ଆଜ୍ଞା ସାନ ପୁଅ ଜନ୍ମ ନେଉଛି ମାର ଗ-ର୍ଭ ଯନ୍ତ୍ର-ଣା ହେଉଛି ଆଉ ମା ଶୁଣିବାକୁ ପାଉଛି ତା ବଡ଼ ପୁଅ ଆଉ ଏ ଦୁନିଆରେ ନାହିଁ ଟିକେ ଭାବିଲେ ଟିକେ ଚିନ୍ତାକଲେ ସେହି ମାର ଛାତିଟା ଫାଟି ପଡୁଥିବ ନା। ସେ ସାନ ପୁଅର ଖୁସିରେ ଖୁସି ହେବ ନା ବଡ଼ ପୁଅର ମୃ-ତ୍ୟୁରେ କା-ନ୍ଦି ପକାଇବ। ହେଲେ ସେ ପରା ମା ତା ପାଇଁ ପରା ଦୁଇ ଛୁଆ ସମାନ।
ତା ଦୁଇଟି ଆଖିର ଦୁଇଟି ତାରା ହୋଇଥାନ୍ତେ ଦୁଇ ଛୁଆ। ହେଲେ ଭଗବାନଙ୍କର ଏ ଅ-ଦ୍ଭୁତ ଲୀଳା ପାଖରେ ସବୁକିଛି ହାର ପାଣି ଫୋଟକା ପରି ମିଳେଇ ଗଲା। ମା ଭାବିଥିଲା ଘରକୁ ଆଉ ଏକ କୁନି ଅତିଥି ଆସିବ। ବଡ଼ ପୁଅ ତା ଭାଇ ସହ ଖେଳିବ ଦୁଇ ଭାବି କାନ୍ଧରେ କାନ୍ଧ ମିଶାଇ ଏ ଦୁନିଆ ସହ ଲଢ଼ିବେ। ହେଲେ ଏତେ ସ୍ୱପ୍ନକୁ ସତେ ଯେପରି ରାତି କମ ଥିଲା। ରାତି ପାହିନୀ କିନ୍ତୁ ସ୍ୱପ୍ନ ଭା-ଙ୍ଗିଗଲା।
ଘର ଭିତରେ ଜଳୁଥିଲା ସାନ ପୁଅର ଏନ୍ତୁଡ଼ି ଆଉ ସ୍ମ-ଶାନ ରେ ଜଳୁଥିଲା ବଡ଼ ପୁଅର ଜୁଇ। ଗୋଟିଏ ଦିନରେ ବଡ଼ ପୁଅର ମୃ-ତ୍ୟୁ ଆଉ ସାନ ପୁଅର ଜନ୍ମ ପୁରା ଗାଁ ଟାକୁ ଦୁଃ-ଖ ସୁଖରେ ହଜାଇ ଦେଇଛି। ଏହି ଘଟ-ଣାକୁ ନେଇ ପୁରା ଗ୍ରାମବାସୀ ପୁଅ ପଞ୍ଚାୟତଟା ସ୍ତବ୍ଧ ହୋଇଯାଇଛନ୍ତି। ଗୋଟିଏ ସମୟରେ ସେହି ମାକୁ ହେଉଥିଲା ଦୁଇଟି କ-ଷ୍ଟ। ପୁଅକୁ ହରାଇବାର କ-ଷ୍ଟ ଆଉ ସାନ ପୁଅକୁ ଜନ୍ମ ଦେବାର ଗ-ର୍ଭ ଯ-ତ୍ନଣା। ଏ ଦୁଇ ଦୁଇଟି କ-ଷ୍ଟକୁ ଗୋଟିଏ ମା କିପରି ସହିବ ଟିକେ ଭାବନ୍ତୁ ତ।
ସାନ ପୁଅ ଜନ୍ମ ହୋଇଛି ସତ ହେଲେ ବଡ଼ ପୁଅର ସ୍ଥାନ ନେଇ ପାରିନି। କୁହାଯାଏ ପରା କେହି କାହା ସ୍ଥାନ ନେଇ ପାରନ୍ତି ନାହିଁ ତେଣୁ ମା ଏବେ ବି ତା ବଡ଼ ପୁଅକୁ ଝୁରି ହେଉଛି। କୁଆଡେ ଯାଇଛି ମୋ ଧ-ନ ବୋଲି ପ୍ରଶ୍ନ କରୁଛି ଆଉ କହୁଛି ମୋ ଧନକୁ ଡାକ ତାକୁ କୁହ ତା ସାନ ଭାଇ ଦୁନିଆକୁ ଆସିଛି ତା ସହ ଖେଳିବ ବୋଲି ମୋ ଧନକୁ ଡାକ। ମା ଜାଣିଛି ତା ବଡ଼ ପୁଅ ଆଉ ଏ ଦୁନିଆରେ ନାହିଁ। ଅଥଲ ପାଣିରେ ବୁଡି ଯାଇ ସେ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି। ହେଲେ ବି ମାର ମନ ବୁଝିନି।
ବୁଝିବ ବା କେମିତି ସେ ପରା ମା। ସେ ପରା ଅନେକ କ-ଷ୍ଟ ଯ-ନ୍ତ୍ରଣା ସହି ମମତାର ବିନ୍ଦୁ ନିଗାଡି ଛୁଆକୁ ଜନ୍ମ ଦେଇଥିଲା କେମିତି ସେ ମା ସହିବ ଏ ଅସମ୍ଭାଳ କ-ଷ୍ଟକୁ। ବନ୍ଧୁଗଣ ଏ ଦୁଃ-ଖଦ ଘ-ଟଣା ସାମ୍ନାକୁ ଆସିଛି ଡେରାବିଷ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ବାର ବୋଡିଆ ଗ୍ରାମରେ। ଏହି ଘଟ-ଣାରେ ସାରା ଅଞ୍ଚଳରେ ଖେଳି ଯାଇଛି ଶୋ-କର ଛା-ୟା। ସମସ୍ତେ ଖାଲି ଭାବୁଛନ୍ତି ସେହି ମାର ହୃଦୟର କଥା। କଣ ହେଉଥିବ ମାର ହୃଦୟ ବୋଲି ଘରେ ଘରେ ଆଲୋଚନା ହେଉଛି। ହେଲେ କେହି ମଧ୍ୟ ମାକୁ ତା ବଡ଼ ପୁଅକୁ ଫେରାଇ ଦେଇ ପାରୁନାହାନ୍ତି। ସମସ୍ତେ କହୁଛନ୍ତି ସୁଖ ଆସିବା ପୂର୍ବରୁ ଦୁଃ-ଖ ଦେଲେ ଭଗବାନ।