ସେ-କ୍ସ ଟଙ୍କାରେ ଧଳା ଘୋଡା ଦାମୀ ଗାଡି ବିଳାସ ପୂର୍ଣ୍ଣ ଜୀବନ ଜିଉଁଥିଲେ ସୁନ୍ଦରୀ ଅର୍ଚ୍ଚନା ।

କେବେଳ ଶାରୀ-ରିକ ସମ୍ପର୍କ ରଖି ଅର୍ଚ୍ଚନା ହୋଇଥିଲେ କୋଟିପତି। କୋଟିପତି ହେବାର ନି-ଶା ସୁନ୍ଦରୀ ଅର୍ଚ୍ଚନାଙ୍କୁ କରିଥିଲା ବାୟାନି ନିଜର ଆଶାକୁ ପୂରଣ କରିବା ପାଇଁ ସୁନ୍ଦରୀ ଅର୍ଚ୍ଚନା ତାଙ୍କ ରୂପର ଜା-ଲରେ ଫସା-ଉଥିଲେ ଧନୀ ବ୍ୟକ୍ତି ମାନଙ୍କୁ। ଆଉ ତାଙ୍କ ସହ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ କା-ଟୁଥିଲେ ଅନ୍ତ-ରଙ୍ଗ ମୁହୂର୍ତ୍ତ ଆଉ ସେହି ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ କ୍ୟାମେରାରେ କ-ଏଦ କରୁଥିଲେ ସୁନ୍ଦରୀ ଅର୍ଚ୍ଚନା। ଯେତେବେଳେ ନିଜର ଉଦ୍ୟଶ ପୂରଣ ହୋଇଯାଉଥିଲା ସେତେବେଳେ ସୁନ୍ଦରୀ ଅର୍ଚ୍ଚନା କରୁଥିଲେ ବ୍ଲା-କମେ-ଲ ହଜାରେ ନୁହେଁ କି ଦୁଇ ହଜାର ନୁହେଁ ମାଗୁଥିଲେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ତେବେ ବର୍ତ୍ତମାନ ଅର୍ଚ୍ଚନାଙ୍କୁ ପୋ-ଲିସ ଗି-ରଫ କରିବା ପରେ ଏବେ ଏନେଇ ଚର୍ଚ୍ଚା ଜୋର ଧରିଛି।

ସମସ୍ତେ କହୁଛନ୍ତି କି ସୁନ୍ଦରୀଙ୍କ କା-ଣ୍ଡ କାର-ନାମା ଏବେ ଶେଷ ହେବ। ଧନୀ ହେବାର ନି-ଶା ଆଉ ବିଳାସ ପୂର୍ଣ୍ଣ ଜୀବନ ଜୀଇଁବାର ସ୍ୱପ୍ନ ଏବେ ଜେ-ଲର ଚାରି କାନ୍ଥ ଭିତରେ ସ୍ୱପ୍ନ ହୋଇ ରହିଯିବ। ହଁ ଆଜ୍ଞା ନେତା ମନ୍ତ୍ରୀ ବଡ଼ ବଡ଼ ପୋ-ଲିସ ଅଫିସର ଆଉ ବଡ଼ ବଡ଼ ସିନେ ପ୍ରଯୋଜକଙ୍କୁ ଫ-ସାଇ ଦେହ ବିକ୍ରି କରି ବିନା ପତିଶ୍ରମରେ କଳା ଟଙ୍କାରେ କୋଟି ପତି ହେବାକୁ ଆଶା ରଖିଥିବା ଅର୍ଚ୍ଚନାଙ୍କ ବିଷୟରେ ପୁରା ଘ-ଟଣା ଜାଣିଲେ ଆପଣ କହିବେ ଏ 420 ମହିଳା ଜଣଙ୍କ ଆଦୌ ସାଧାରଣ ନୁହଁନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ନଜର ପକାଇବା ଅର୍ଚ୍ଚନାଙ୍କ ପୁରା କା-ଣ୍ଡ କାରନାମା ଉପରେ।

ସୁନ୍ଦରୀ ଅର୍ଚ୍ଚନାଙ୍କର ଦାମୀ ଗାଡି,ଧଳା ଘୋଡା,ବିରାଟ ମହଲ ସହିତ ଆହୁରି ଅନେକ ସ୍ୱପ୍ନ ଥିଲା ଧନି ହେବାର। ଆଉ ଏମିତିକି ବର୍ତ୍ତମାନ ମଧ୍ୟ ଅର୍ଚ୍ଚନାଙ୍କ ପାଖରେ ଏକ ଧଳା ଘୋଡ଼ା ଥିବା କୁହାଯାଉଛି ଆଉ ସେହି ଘୋଡାକୁ କୁଆଡେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଦୁହେଁ ମିଶି ଆଣିଥିଲେ। ଅର୍ଚ୍ଚନା ଆଉ ଜଗବନ୍ଧୁ ସେହି ଦୁଇ ବ୍ୟକ୍ତି ଯାହାଙ୍କ ନାମରେ ଆସିଛି ସଙ୍ଗୀନ ଅଭି-ଯୋଗ। ନେତାଙ୍କ ଠୁ ଆରମ୍ଭ କରି ପୋ-ଲିସ ଅଫିସର,ବ୍ୟବସାୟୀ,ସିନେ ପ୍ରଯୋଜକ ମାନଙ୍କୁ ଏହି ଦୁହେଁ ମିଶି ନିଜର ବୁଢିଆଣି ଜା-ଲ ବିଛାଇ ଲୁ-ଟୁଥିଲେ ଟଙ୍କା।

ଆଉ ସେହି ଟଙ୍କାରେ କା-ଟୁଥିଲେ ଲଗଜୁରୀଅସ ଲାଇଫ। ଅର୍ଚ୍ଚନାଙ୍କର ଧନୀ ବ୍ୟକ୍ତିଙ୍କୁ ଫ-ସାଇବା ତରିକା ଟିକେ ଭିନ୍ନ ପ୍ରକାରର ଥିଲା ଯେମିତିକି ଅର୍ଚ୍ଚନା ଆଉ ତାଙ୍କ ସ୍ୱାମୀ ମିଶି କରିଥିଲେ ଏକ ନୂଆ ଯୋଜନା। ଏମିତି ବୁଢିଆଣି ଜା-ଲ ଦୁହେଁ ମିଶି କରିଥିଲେ ଯେ ଯିଏ ଅର୍ଚ୍ଚନାଙ୍କ ସହ ସମୟ କା-ଟିବାକୁ ଯାଉଥିଲେ ସେ ବହେ ନାମ ନେଉଥିଲେ।

ଲୋକ ଲ-ଜ୍ୟାକୁ ଡ-ରି ଆତ୍ମସମ୍ମାନକୁ ଭ-ୟ କରି ଶେଷରେ ଅର୍ଚ୍ଚନାଙ୍କ ମାୟା ଜା-ଲରେ ଫ-ସିଯିବା ପରେ ଚୁପ ଚାପ ପୂରଣ କରୁଥିଲେ ଅର୍ଚ୍ଚନାଙ୍କ ଡିମାଣ୍ଡ ଏମିତି କି ଅର୍ଚ୍ଚନା ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରୁଥିବା କୁହାଯାଉଛି। ଆଉ ଯିଏ କହୁଥିଲେ ମୁଁ ଟଙ୍କା ଦେଇ ପାରିବି ନାହିଁ ତାଙ୍କୁ ଭିଡିଓ ପଠାଇ ବ୍ଲା-କମେ-ଲ କରୁଥିଲେ। ହେଲେ କାହାକୁ ବା ନିଜ ଆତ୍ମସମ୍ମାନ କୁ ଭ-ୟ ନାହିଁ କିଏ ଚାହେଁ କଲଙ୍କର ଭାର ମୁଣ୍ଡାଇବାକୁ। ଶେଷରେ ଧନୀ ବ୍ୟକ୍ତି ମାନେ ଅର୍ଚ୍ଚନାଙ୍କ ଡିମାଣ୍ଡ ପୂରଣ କରୁଥିଲେ।

ସେତେବେଳେ ଅର୍ଚ୍ଚନା ଆଉ ଏକ ନୂଆ ବ୍ୟକ୍ତିଙ୍କୁ ଦେଖି ନିଜ ରୂପର ଜା-ଲରେ ପୁଣି ଫସା-ଉଥିଲେ। ପୁଣି ଫେସବୁକରେ ଖୋଜି ବୁଲୁଥିଲେ ଧନୀ ବ୍ୟକ୍ତିଙ୍କ ତାଲିକା ଆଉ ଧନୀ ବ୍ୟକ୍ତିଙ୍କୁ ପାଇଯିବା ପରେ ବନ୍ଧୁତା ପାଇଁ ନିବେଦନ କରୁଥିଲେ ବନ୍ଧୁ ହେବା ପରେ ଗୋଟେ ସୁନା ଝିଅ ଭଳି ମିଠା ମିଠା କଥା କହି ସାମ୍ନା ଲୋକର ମନ ବି କିଣୁଥିଲେ।

ତା ପରେ ବଢ଼ୁଥିଲା କଥା ବାର୍ତା ଅର୍ଚ୍ଚନା ନିବିଡ଼ କରୁଥିଲେ ସ-ମ୍ପର୍କ କୁ ଆଉ ଯେତେବେଳେ ସମ୍ପ-ର୍କ ନିବିଡ଼ ହେଉଥିଲା ସେତେବେଳେ ଅର୍ଚ୍ଚନା ଅଫର କରୁଥିଲେ ଘରକୁ ଆଉ ତା ପରେ ଧନୀ ବ୍ୟକ୍ତି ଘରକୁ ଆସିବା ପରେ ଅର୍ଚ୍ଚନା ସେମାନଙ୍କ ସହ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ। ଆଉ ତା ପରେ ସେହି ଅନ୍ଧାର ଗୁପ୍ତ କୋଠରୀରେ ଯେଉଁଠି ଅର୍ଚ୍ଚନା ଶାରୀ-ରିକ ସ-ମ୍ପର୍କ ରଖୁଥିଲେ ସେହିଠାରେ ଲଗାଇ ଦେଉଥିଲେ ପୂର୍ବରୁ ଗୁପ୍ତ କ୍ୟା-ମେରା ବାସ ତା ପରେ ଅର୍ଚ୍ଚନାଙ୍କ ଉ-ଦ୍ୟଶ ପୂରଣ ହୋଇ ଯାଉଥିଲା। ସେହି ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ପର ମୁହୂର୍ତ୍ତରେ ଦେଖାଇ କରୁଥିଲେ ବ୍ଲା-କମେ-ଲ। ସେହି ଟଙ୍କାରେ ହିଁ ସେମାନେ ଜିଉଁଥିଲେ ବିଳାସ ପୂର୍ଣ୍ଣ ଜୀବନ। ଏବେ କମିସନରେଟ ପୋ-ଲିସ ଅର୍ଚ୍ଚନାଙ୍କୁ ଗି-ରଫ କରିବା ପରେ ଗୋଟି ଗୋଟି ସତ ବାହାର କରୁଛି।

Leave a Reply

Your email address will not be published. Required fields are marked *