କିଆ ବୁଦା ମୂଳେ କରୁଥିଲେ ଖେଳ ,ଅସଂ-ଜତ ଅବସ୍ଥାରେ ଧରିଲେ ଗ୍ରାମବାସୀ।

କିଆ ବୁଦା,ବାଉଁଶ ମୂଳରେ ପ୍ରେମ କରୁଥିବା ପ୍ରେମୀ ଯୁଗଳ ମାନେ ଏବେ ହୋଇଯାଆନ୍ତୁ ସାବଧାନ। ନହେଲେ ଆପଣଙ୍କ ସହ ମଧ୍ୟ ଘ-ଟିପାରେ କିଛି ଏମିତି। ହଁ ଆଜ୍ଞା ଚୋ-ରା ପୀ-ରତି ଏବେ ମ-ହଙ୍ଗା ପଡିଛି ପ୍ରେମୀ ଯୁଗଳଙ୍କ ପାଇଁ। ଅସଂ-ଜତ ଅବସ୍ଥାରେ ପ୍ରେମିକାକୁ ଧରି କିଆ ବୁଦାରେ ସୋଇଥିବା ବେଳେ ପ୍ରେମିକ ଓ ପ୍ରେମିକାଙ୍କୁ ଟେକି ନେଇ ଗ୍ରାମବାସୀ ସିଧା ବିବାହ କରିଦେଇଥିଲେ। କିଆ ବୁଦାରୁ ହୋମ ନି-ଆଁ। କିଆ ବୁଦାରୁ ଆରମ୍ଭ ହୋଇଥିବା ପ୍ରେମ ହୋମ ନି-ଆଁ ପାଖରେ ଶେଷ ହୋଇଗଲା।

ହଁ ବନ୍ଧୁଗଣ ଜଣେ ଯୁବତୀ ଆଉ ଜଣେ ଯୁବକ ମାନେ ପ୍ରେମିକ ପ୍ରେମିକାଙ୍କୁ ପ୍ରେମ କରିବାକୁ ଆଉ କେଉଁଠି ଜାଗା ମିଳିଲାନି ଯେ ସେମାନେ ସିଧା କିଆ ବୁଦା ମୂଳକୁ ଯାଇ ପ୍ରେମ କରିବାରେ ବେସ୍ତ ଥିଲେ। ଏପରିକି ପ୍ରେମକାକୁ କୁଣ୍ଡାଇ ସୋଇଥିଲା ପ୍ରେମିକ ସତେ ଯେପରି କିଆ ବୁଦା ଏମାନଙ୍କ ପାଇଁ ଥିଲା ବେଡ଼ ରୁମ। ଆଉ ବେଡ଼ ରୁମରେ ଯେପରି ରୋ-ମାନ୍ସ କରନ୍ତି ସେହି ଭଳି ଏହି ପ୍ରେମୀ ଯୁଗଳ କିଆ ବୁଦା ମୂଳେ କରୁଥିଲେ ରୋ-ମାନ୍ସ। ଶେଷରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଯାଇ କିଆ ବୁଦା ପ୍ରେମ ବିବାହର ରୂପ ନେଲା।

ଯେତେବେଳେ ଦୁହେଁ କିଆ ବୁଦା ମୂଳରେ ଖେଳ କରୁଥିଲେ ବା ଅସଂ-ଜତ ଅବସ୍ଥାରେ ଥିଲେ ସେତେବେଳେ କୌଣସି କାରଣରୁ ଧରିନେଇଥିଲେ ଗ୍ରାମବାସୀ। ଯେତେବେଳେ ସମସ୍ତ ଗ୍ରାମବାସୀ ଗୋଟିଏ ଜାଗାରେ ଏକାଠି ହୋଇଗଲେ ସେତେବେଳେ ଉଭୟଙ୍କୁ ଧରି ମନ୍ଦିରକୁ ନେଇଯାଇଥିଲେ ଆଉ ମନ୍ଦିରରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି କିଆ ବୁଦା ମୂଳର ପ୍ରେମକୁ ଶେଷ କରିବା ପାଇଁ ଉଭୟଙ୍କୁ ମନ୍ଦିରରେ ବିବାହ କରିଦେଇଥିଲେ ଗ୍ରାମବାସୀ।

କାରଣ ଗ୍ରାମର ପିଲାମାନେ ଏହି ପ୍ରେମିକ ପ୍ରେମିକାଙ୍କ ଠୁ କଣା ଶିଖିବେ ଭାବି। ସେମାନଙ୍କୁ ଗ୍ରାମବାସୀ ବିବାହ କରିଦେଇଥିଲେ। ଏଥର ଆଉ କିଆ ବୁଦା ମୂଳ ନୁହେଁ କି ବାଉଁଶ ବୁଦା ମୂଳ ନୁହେଁ କି ଲୁଚି ଛପି ଦେଖା କରିବା ନୁହେଁ ଏଥର ସ୍ୱାମୀ ସ୍ତ୍ରୀ ଭାବେ ଗୋଟିଏ ଘରେ ଖେଳ କରିବାକୁ ଅନୁମତି ଦେଇଦେଇଥିଲେ। ଆଉ ତା ପରେ ଏହି ଘ-ଟଣା ପୁରା ଅଞ୍ଚଳରେ ପବନ ବେଗରେ ବ୍ୟାପି ଯାଇଥିଲା। ଆଉ ସମସ୍ତେ କହୁଥିଲେ ଏଥର କିଆ ବୁଦା ଯାଇକି ସମାଜକୁ ଖରାପ କର ନାହିଁ।

ଏଥର ପାର୍କ ଯାଅ କି ହୋଟେଲ ଯାଅ,ସିନେମା ହଲ ଯାଅ କି ଲ-ଜ କୁ ଯାଅ ଏବେ ସାଥି ହୋଇ ଯୁଆଡେ ଚାହିଁବ ତୁମେ ଯାଇ ପାରିବ। ଆଉ ତୁମକୁ କେହି ଧରିବେ ନାହିଁ କି ଆଉ ଗ୍ରାମବାସୀ ମାନେ ତୁମକୁ ନେଇ ଏକାଠି ହେବେ ନାହିଁ ଏବେ ଯେଉଁଠି ଯେମିତି ରହିବା କଥା ରୁହ। ସ୍ୱାମୀ ସ୍ତ୍ରୀ ଙ୍କ ଭଳି ରୁହ। ଏବେ ହାତରେ ହାତକୁ ଧରି ସାରା ଦୁନିଆ ବୁଲି ଆସିଲେ ବି କେହି ହେଲେ ଜଣେ ମଧ୍ୟ ତୁମକୁ ବାରଣ କରିବେ ନାହିଁ।

ସେପଟେ ବିବାହ ବେଳେ ସେମାନଙ୍କ ଲୋକେ କହୁଥିଲେ ତୁମେ ଯଦି ଏମିତି କିଆ ବୁଦା ମୂଳେ ଲୁ-ଚିକି ପ୍ରେମ କରିବ ତେବେ ତୁମଠୁ ଆମ ଗ୍ରାମର ଯୁବ ପିଢ଼ି ଆଉ କଣ ଶିଖିବେ ତେଣୁ ତୁମକୁ ସ୍ୱୀକୃତି ଦିଆଗଲା ଏବେ ଯେତେବେଳେ ଇଛା ହେବ ସେତେବେଳେ ରୋ-ମାନ୍ସ କରିବ।ତୁମେ ଏବେ ସ୍ୱାମୀ ସ୍ତ୍ରୀ ହୋଇଯାଇଛ। ଆଉ ତୁମକୁ କେହି କିଛି କହିବେ ନାହିଁ।

ବନ୍ଧୁଗଣ ପ୍ରେମୀ ଯୁଗଳଙ୍କୁ ଲୁ-ଚା ଛପା କିଆ ବୁଦା ମୂଳ ପ୍ରେମ ପଡିଛି ମ-ହଙ୍ଗା। ଆଉ ଗ୍ରାମବାସୀ ମାନେ ମିଶି ଏହି ପ୍ରେମୀ ଯୁଗଳଙ୍କୁ ଏମିତି ନାମ ଦେଇଛନ୍ତି ଆଗକୁ ଏମିତି କିଆ ବୁଦା ମୂଳେ ପ୍ରେମ କରିବା ପୂର୍ବରୁ ପ୍ରେମୀ ଯୁଗଳ ଥରେ ନୁହେଁ ଶହେ ଥର ଚିନ୍ତା କରିବେ ଆଗକୁ ପ୍ରେମୀ ଯୁଗଳ କିଆ ବୁଦା ମୂଳେ ପ୍ରେମ କରିବା ପୂର୍ବରୁ ପ୍ରେମୀ ଯୁଗଳ ଭାବିବେ ଏଇ ଦୁଇ ପ୍ରେମୀ ଯୁଗଳଙ୍କୁ କଥା। ଗାଁର ସମ୍ମାନ ଓ ଆଗାମୀ ପିଢୀର ଭବିଷ୍ୟତ ଏବଂ ଦୁହିଁଙ୍କ ଭଲ ପାଇଁ ଗ୍ରାମବାସୀ ଦୁହିଁଙ୍କୁ ବିବାହ କରିଦେଇଥିଲେ। ଏବେ ଗ୍ରାମରେ ଆଲୋଚନା ହେଉଛି କି ଆଉ କେହି ହେଲେ ଜଣେ ସୁଦ୍ଧା ପ୍ରେମୀ ଯୁଗଳ ଏପରି କିଆ ବୁଦାରେ ପ୍ରେମ କରିବାକୁ ସାହସ କରିବେ ନାହିଁ।

Leave a Reply

Your email address will not be published. Required fields are marked *