ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଦେଇଛି ଯାତ୍ରା ଅଭିନେତ୍ରୀ ରାଣୀଙ୍କ ବି-ବାଦ । କିପରି ଯାତ୍ରା ଚାଲିଥିବା ସମୟରେ ଜଣେ ମହିଳା ତାଙ୍କ ଉପରକୁ ଚପଲ ଫୋ-ପାଡ଼ି ଦେଇଥିଲେ ଆଉ ଯାହା ଫଳରେ ଅତ୍ୟନ୍ତ କ୍ରୋ-ଧିତ ହୋଇ ଯାଇଥିଲେ ରାଣୀ । ତେବେ ଏହାପରେ ଏହାକୁ ନେଇ ବି-ବାଦ ସୃଷ୍ଟି ହୋଇଥିଲା । ତାଙ୍କ ନାଚକୁ ନେଇ ଆଉ ତାଙ୍କ ପୋଷାକକୁ ନେଇ ସେଠାରେ ଉପସ୍ଥିତ ରହିଥିବା ଜଣେ ମହିଳା ଆଙ୍ଗୁଠି ଉଠାଇଥିଲେ ଆଉ ତାପରେ ତାଙ୍କ ଉପରକୁ ସିଧାସଳଖ ଚପଲ ଫୋ-ପାଡ଼ି ଦେଇଥିଲେ ।
ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି । ଅଭିନେତ୍ରୀ ରାଣୀ ଏହାକୁ ଅତ୍ୟନ୍ତ ନି-ନ୍ଦା କରିଛନ୍ତି ଆଉ ଏହାକୁ ନେଇ ନିଶ୍ଚିତ ଭାବରେ ସେ ଥା-ନାର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି । ସେ ଜଣେ ସମାଜ ସେବୀ ତଥା ଯାତ୍ରା ଅଭିନେତ୍ରୀ କିନ୍ତୁ ତାଙ୍କୁ ଏତେ ଅପ-ମାନ ସେ ସହି ପାରି ନାହାଁନ୍ତି । ଜଣେ ମହିଳା ତାଙ୍କ କଳାକୁ ଅପ-ମାନ କରିଛନ୍ତି , ଯାହା ଅତ୍ୟନ୍ତ ନିନ୍ଦ-ନୀୟ ଅଟେ । ତେଣୁ ଏହାକୁ ସେ ନିଶ୍ଚିତ କୋର୍ଟରେ ପହଞ୍ଚାଇବେ ବୋଲି କହିଛନ୍ତି ।
ଅନ୍ୟ ପକ୍ଷରେ ରାଣୀ ଏପରି ଏକ କଥା କହିଛନ୍ତି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରାଣୀ କହିଛନ୍ତି କି , ମହିଳା ଜଣକ ଏପରି କରିବାର ନିହାତି କାରଣ ଅଛି । ବୋଧହୁଏ ମହିଳାଙ୍କ ସ୍ବାମୀ ରାଣୀଙ୍କ ପ୍ରେମରେ ପଡି ଯାଇଥିବେ ଆଉ ତାଙ୍କୁ ଦେଖି ନିଜକୁ ସମ୍ଭାଳି ପାରି ନଥିବେ । ତେଣୁ ମହିଳା କ୍ରୋ-ଧିତ ହୋଇ ଏପରି କା-ଣ୍ଡ ଘଟାଇ ଥିବେ । ଅନ୍ୟ ପକ୍ଷରେ ମହିଳା ଜଣକ କହିଛନ୍ତି କି , ସମାଜରେ ତାଙ୍କୁ ନେଇ କାହିଁକି ଏପରି କା-ଣ୍ଡ ଘଟିଲା ।
ଆଜିର ଦୁନିଆଁରେ ଅନେକ ପୁରୁଷ , ମହିଳା , କଲେଜ ଛାତ୍ରୀ ଏବଂ ଆହୁରି ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଏପରି ପୋଷାକ ପିନ୍ଧି , ଦୁନିଆଁ ଆଗରେ ଚାଲି ଯାଉଛନ୍ତି କିନ୍ତୁ ସେମାନଙ୍କୁ କହିବା ପାଇଁ କେହି ନାହାଁନ୍ତି । ଆଜି କାହିଁକି ରାଣୀଙ୍କ ପୋଷାକକୁ ନେଇ ବି-ବାଦ ଉଠିଲା । ଆଉ ଆଜି କାହିଁକି ସମସ୍ତେ ଏହାକୁ ନେଇ ଆଙ୍ଗୁଠି ଉଠାଇଲେ । ଆଜି କାହିଁକି ଏତେ ସମସ୍ତେ କ୍ରୋ-ଧିତ ହେଲେ । ତେଣୁ ରାଣୀ ନିଶ୍ଚିତ ଭାବରେ ଏହା ଉପରେ ଏକ ପଦକ୍ଷେପ ଗ୍ରହଣ କରିବେ ଆଉ ସେହି ମହିଳାଙ୍କୁ ଜେ-ଲ ପଠାଇବେ ।