ଦେଢ଼ ବର୍ଷର ଝିଅକୁ କବାଟ ଦେଇ ପର ପୁରୁଷ ସହ ଫେ-ରାର ହେଲା ମାଆ, ଝିଅ ରାତି ସାରା କା-ନ୍ଦି କା-ନ୍ଦି ମାଆକୁ ଖୋଜୁଛି।

ହାଇ କୋର୍ଟର ନିୟମ ଅନୁସାରେ ପରକ୍ରୀୟା ପ୍ରୀତି ବେଆ-ଇନ ନୁହେଁ। ଜଣେ ବିବାହିତ ବା ଅବିବାହିତ ସ୍ତ୍ରୀ କିମ୍ୱା ସ୍ବାମୀ ଚାହିଁଲେ ନିଜ ଇଚ୍ଛାରେ ଆଉ କାହା ସହିତ ଶାରି-ରୀକ ସମ୍ପ-ର୍କ ରଖିପାରିବେ ଏବଂ ସାଙ୍ଗ ହେଇ ରହି ପାରିବେ। କିନ୍ତୁ ପର-କ୍ରୀୟା ପ୍ରୀତି ପାଇଁ ନିଜ ଜନ୍ମ କଲା ପିଲାଙ୍କୁ ଛାଡ଼ି ଆଉ କାହା ସହ ପଳେଇବା ଭୁଲ। ହଁ ଆଜ୍ଞା କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡେଇରେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡେଇର ଔପଦା ଗାଆଁର ଶିବାନନ୍ଦ ୨୦୧୫ରେ ଗଜରାଜ୍ ପୁରୁର ସସ୍ମିତାଙ୍କୁ ବିବାହ କରିଥିଲେ। ବିବାହର ୫-୬ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା। ତାଙ୍କର ୬ ବର୍ଷର ପୁଅ ଏବଂ କୁନି ଝିଅ ସହ ଦୁହେଁ ବହୁତ୍ ଖୁସିରେ ଥିଲେ। କିଛି ଦିନ ଯିବା ପରେ ଶିବାନନ୍ଦ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଗୁଜୁରାଟ ପଳେଇଲେ। ଗୁଜୁରାଟ ଯିବାପରେ ସବୁ କିଛି ଓଲଟ ପାଲଟ ହେଇ ଗଲା।

ଗଞ୍ଜାମର ବେଗୁନିଆ ପଡ଼ାର ସାଗର ପ୍ରସାଦ ଗୁଜୁରାଟରେ ଶିବାନନ୍ଦଙ୍କ କାମ କରନ୍ତି। ନିଜ କାମ ପାଇଁ ସେ ଶିବାନନ୍ଦଙ୍କ ଭଡ଼ା ଘରକୁ ମଧ୍ୟ ଆସନ୍ତି। ଏମିତି ଯିବା ଆସିବା ଭିତରେ ସସ୍ମିତା ଏବଂ ସାଗର କେତେବେଳେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ କେହି ଜାଣିପାରିଲେ। ତାପରେ ସସ୍ମିତା ଆଉ ପିଲାଙ୍କ ଯତ୍ନ ନେଲେନି କି ସ୍ବାମୀଙ୍କୁ ମଧ୍ୟ ଆଉ ଆଗଭଳି ଭଲ ପଇଲେନି।

ସହି ପଡିଶା ଲୋକ ଶିବାନନ୍ଦଙ୍କୁ ସବୁକଥା କହିଲେ କିନ୍ତୁ ସେ କିଛି ବିଶ୍ଵାସ କରୁନଥିଲେ। କିନ୍ତୁ ଦିନେ ସସ୍ମିତା ଦେଢ଼ ବର୍ଷର ଝିଅକୁ ବାହାର ପଟୁ କବାଟ ଦେଇ ନିଜ ଧରମ ବାପା ଚନ୍ଦ୍ରକାନ୍ତଙ୍କ ସାହାଯ୍ୟ ନେଇ ସାଗର ସହ କୁଆଡେ ପଳେଇଲେ। ଏବେ ଶିବାନନ୍ଦ ନିଜ ଦେଢ଼ ବର୍ଷର ଝିଅ ଏବଂ ୬ ବର୍ଷର ପୁଅକୁ ଧରି ଓଡ଼ିଶାରେ ରହୁଛନ୍ତି। ଝିଅର ମାଆ ମାଆ କହି କାନ୍ଦିବା ଶୁଣିଲେ ତାଙ୍କ ଆଖିରୁ ଲୁ-ହ ଝରି ପଡୁଛି।

Leave a Reply

Your email address will not be published. Required fields are marked *