ରା-ଗ ସାଜିଲା କାଳ, ରା-ଗରେ ସାନ ଭାଇ ବଡ଼ ଭାଇକୁ ହ-ତ୍ୟା କରି ନିଜର ରା-ଗ ଶାନ୍ତ କରିଛି।

ମଣିଷର ରା-ଗ ତାର ସବୁଠୁ ବଡ଼ ଶତ୍ରୁ। ଥରେ ମଣିଷ ରାଗି ଗଲାପରେ ସେ କଣ କରିଦିଅ ସେ କିଛି ଜାଣିପାରେନି। ଆଉ ତା ରା-ଗ ଶାନ୍ତ ହେଲା ବେଳକୁ ଆଉକିଛି ବାକି ନଥାଏ। କେତେବେଳେ ରା-ଗରେ ମଣିଷ କାହାକୁ ଗା-ଳି ଗୁ-ଲଜ କରିଦିଏ ତ କେତେବେଳେ କାହାର ଜୀବନ ନେଇ ଯାଏ। ସାମାନ୍ୟ କିଛି ଟଙ୍କା ଏବଂ ଜାଗା ପାଇଁ ମଣିଷ ରା-ଗରେ ନିଜ ର-କ୍ତର ଭାଇକୁ ମଧ୍ୟ ମା-ରିବାକୁ ପଛ ଘୁଞ୍ଚା ଦିଏନି। ହଁ ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇ ଥା-ନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗାଆଁର ସନାତନ ବେହେରା ରା-ଗି ଯାଇ ନିଜ ବଡ଼ ଭାଇ ଅନୁପମ ବେହେରାଙ୍କୁ କଟୁରିରେ ହା-ଣି ହ-ତ୍ୟା କରି ଦେଇଛନ୍ତି। ଷଣ୍ଢପଲ୍ଲୀ ଗାଆଁରେ ଅନୁପମ ତାଙ୍କ ସ୍ତ୍ରୀ ସୀମାରାଣୀ ଏବଂ ସାନ ଭାଇ ସନାତନ ଗୋଟେ ଘରେ ରୁହନ୍ତି। କିନ୍ତୁ ଗତ କିଛି ବର୍ଷ ହେବ ଜମି ବାଡ଼ି କାଗଜ ପତ୍ରକୁ ନେଇ ଦୁଇ ଭାଇଙ୍କ ଭିତରେ ସବୁବେଳେ କ-ଳି ଝ-ଗଡା ଲାଗି ରହିଥିଲା। କିନ୍ତୁ ଗତକାଲି ସକାଳୁ ସକାଳୁ ସନାତନ ରା-ଗି ଯାଇ ଅନୁପମଙ୍କୁ ହା-ଣି ଦେଲେ।

ପତ୍ନୀ ସୀମାରାଣୀଙ୍କ କହିବା ଅନୁସାରେ ସକାଳୁ ସକାଳୁ ସନାତନ ଘର କରିବା ପାଇଁ ମାଟି ହାଣୁ ଥିଲେ । ଅନୁପମ ତାଙ୍କ କହିଲେ ଆରେ ସେଠି କାଇଁ ମାଟି ହାଣୁଛୁ ଯଦି ଘର କରିବୁ ତେବେ କାନ୍ତକୁ ଲଗେଇ ଘର କର। ଏଇ କଥାକୁ ନେଇ ସନାତନ ରା-ଗି ଯାଇ ପଛପଟୁ ଗୋଟେ କଟୁରୀ ଆଣି ଅନୁପମଙ୍କୁ ହା-ଣି ଦେଲେ। ତାପରେ ଅନୁପମ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡେଇ ସରକାରୀ ଚିକିତ୍ସାଳୟ କୁ ନିଆଯାଇଥିଲା କିନ୍ତୁ ଡ଼ାକ୍ତର ସେଠି ଅନୁପମଙ୍କୁ ମୃ-ତ ଘୋଷଣା କଲେ। ସନାତନ ଏବେ କୁଆଡେ ଫେ-ରାର ହେଇ ଯାଇଛନ୍ତି। ପୋ-ଲିସ୍ ତାଙ୍କୁ ସବୁ ଆଡେ ଖୋଜୁଛି।

Leave a Reply

Your email address will not be published. Required fields are marked *