ଲିପିରୁ ଆରମ୍ଭ ପ୍ରେମ କାହାଣୀ ଲିପିଷ୍ଟିକରେ ଶେଷ,ମହିଳା କଲେ ଆ-ତ୍ମହ-ତ୍ୟା।

ସରିଗଲା ସବୁକିଛି। ସରିଗଲା ପ୍ରେମ। ଯୌତୁକ ପାଇଁ ପ୍ରେମ ହେଲା ପ୍ରତା-ରଣା। ପ୍ରତି-ଶ୍ରୁତି ସାଜିଲା ପାଣିର ଗାର। ଯେଉଁ ସ୍ୱାମୀ ମତେ ଦିନେ ଭଲ ପାଉଥିଲେ କହୁଥିଲେ ମୋର କିଛି ଦରକାର ନାହିଁ କେବଳ ତୁମେ ଦରକାର ସେହି ସ୍ୱାମୀ ମତେ ଆଜି କହିଲେ ମୋର ତୁ ଦରକାର ନାହୁଁ ଯୌ-ତୁକ ଦରକାର। ଯେଉଁ ସ୍ୱାମୀ ମତେ ପ୍ରେମ ବିବାହ କରିଥିଲେ ସବୁବେଳେ ମିଠା ମିଠା କଥା କହି ମୋ ଜିଣୁଥିଲେ ଆଜି ସେ ମତେ ଯୌ-ତୁକ ପାଇଁ ଅସଭ୍ୟ ଭାଷାରେ ଗା-ଳି ଗୁ-ଲଜ କରେ।

ତୁମେ କଣ ଜାଣିନଥିଲ ନା ମୁଁ ତୁମକୁ ଜଣେଇ ନଥିଲି ? ମୁଁ କହିଥିଲି ପରା ପ୍ରେମ ବିବାହ କଲେ ଆମ ଘରେ ଲୋକେ କିଛି ଯୌ-ତୁକ ଦେବେ ନାହିଁ ବୋଲି। ହେଲେ କିନ୍ତୁ ତୁମେ ମତେ କହିଥିଲ ତୁମର କେବଳ ମୁଁ ଦରକାର। ହେଲେ ବିବାହର ଏତେ ବର୍ଷ ପରେ ମୁଁ ତୁମକୁ ଦୁଇଟି ସନ୍ତାନ ଦେବା ପରେ ତୁମ ମୁଣ୍ଡକୁ ଆସିଲା ଯୌ-ତୁକ ରୂପୀ ରାକ୍ଷାସର କଥା। ଆଉ ତୁମେ ଦେଇ ଚାଲିଲ ଅକଥନିୟ ନିର୍ଯା-ତନା। ଥରେ ଚିନ୍ତା କଲନି ବିବାହ ପୂର୍ବରୁ ମତେ ଦେଇଥିବା ପ୍ରତି-ଶ୍ରୁତିର କଥା।

ମତେ ତୁମେ କହିଥିଲ ନା ମୋ ହାତ ଧରି ସବୁଦିନ ବାଟ ଚାଲିବ, ମୋ ସହ ହାତ ଧରି ସବୁ ଝଡ଼ ଝଞ୍ଜାକୁ ସାମ୍ନା କରିବ। ହେଲେ ଏବେ କେମିତି ଭୁଲିଗଲ ସବୁ ପ୍ରତି-ଶ୍ରୁତି କୁ।

ଶୁଣ ମୁଁ ଆଉ ସହିପାରୁନି ତୁମର ଓ ତୁମ ପରିବାରର ନିର୍ଯା-ତନା। ଏ ନିର୍ଯାତନା ମତେ ଭାରି କ-ଷ୍ଟ ଦେଉଛି। ଯଦି ମୁଁ ଜାଣିଥାନ୍ତି ମତେ ବିବାହ କରିବା ପରେ ତୁମେ ଆଉ ତୁମ ପରିବାର ଲୋକେ ଏମିତି ନିର୍ଯ୍ୟା-ତନା ଦେବ ତେବେ ମୁଁ କେବେ ହେଲେ ତୁମ ହାତ ଧରି ତୁମ ଉପରେ ବିଶ୍ୱାସ କରି ମୋ ପରିବାରକୁ ଛାଡି ତୁମ ସହ ଚାଲି ଆସି ନଥାନ୍ତି।

ଏମିତି କିଛି ଘରର କାଂଥରେ ଲିପିଷ୍ଟିକ ରେ ନିଜର କୋହ ଓ ଲୁହ ମିଶା ମନର କଥା ଲେଖି ମହିଳା କରିଛନ୍ତି ଆ-ତ୍ମହ-ତ୍ୟା। ଘ-ଟଣା ହେଉଛି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ।

ମହିଳା ଜଣଙ୍କ ନିଜ ଦୁଇ ସନ୍ତାନଙ୍କ ଆଗରେ ଫ୍ୟାନରେ ଝୁ-ଲିପଡି ଆ-ତ୍ମହ-ତ୍ୟା କରିଛନ୍ତି। ନିଜର ଦୁଇ ପିଲାଙ୍କୁ ମଧ୍ୟ ମା-ରିବାକୁ ଚେଷ୍ଟା କରିଥିବା ବେଳେ କୌଣସି କାରଣରୁ ଦୁଇ ପିଲା ବଞ୍ଚି ଯାଇଥିଲେ। ଆ-ତ୍ମହ-ତ୍ୟା କରିଥିବା ମହିଳାଙ୍କ ନାମ ହେଉଛି ଚନ୍ଦା ଦେବୀ , ଚନ୍ଦା ଦେବୀ ୨୦୧୯ ମସିହାରେ ଭଲ ପାଇ ବିବାହ କରିଥିଲେ ଦିଲୀପ ଚୌହାନ ନାମକ ଏକ ଯୁବକଙ୍କୁ।

ତେବେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିଥିବା ବେଳେ ଦୁହିଁଙ୍କ ବିବାହର କିଛି ଦିନ ବେଶ ହସ ଖୁସିରେ କ-ଟିଥିଲା ମାତ୍ର ବିବାହର କିଛି ଦିନ ପରେ ପରିବାର ଲୋକେ ଯୌ-ତୁକ ପାଇଁ ମହିଳାଙ୍କ ଉପରେ ଆରମ୍ଭ କରିଦେଇଥିଲେ ନିର୍ଯ୍ୟା-ତନା। ଯାହା ମହିଳାଙ୍କୁ ସହିବା ବେଶ କଷ୍ଟ ହୋଇ ପଡ଼ିଥିଲା। ଏମିତିକି ମହିଳାଙ୍କ ସ୍ୱାମୀ ମଧ୍ୟ ମହିଳାଙ୍କୁ ନିର୍ଯ୍ୟା-ତନା ଦେଉଥିଲେ।

ଶେଷରେ ନିଜ ମନର କଥାକୁ ଲିପିଷ୍ଟିକ ମାଧ୍ୟମରେ ଘର କାଂଥରେ ଲେଖି ସବୁଦିନ ପାଇଁ ମହିଳା ବେକରେ ର-ଶି ଲଗାଇ କରିଥିଲେ ଆ-ତ୍ମହ-ତ୍ୟା ଓ ଚାଲିଯାଇଥିଲେ ଅ-ଫେରା ରାଇଜକୁ।

Leave a Reply

Your email address will not be published. Required fields are marked *