ଚତୁର୍ଥୀ ଦିନ ମୋ ସହ ଯାହା କରିବା କଥା ମୋ ସ୍ୱାମୀ ତା ଭାଉଜ ସହ କଲା।

ମୋ ଆଗରେ ତା ଭାଉଜ ସହ ସେଇଆ କଲା ଯାହା ମୋ ସହ କରିଥାନ୍ତା। ମୁଁ ଗୋଟେ ସ୍ତ୍ରୀ ନୂଆ ନୂଆ ବିବାହ କରିଛି କେମିତି ସହିଥାନ୍ତି। ସବୁ ଝିଅଙ୍କର ସ୍ୱପ୍ନ ଥାଏ ତା ସ୍ବାମୀ ତାକୁ କେବଳ ଭଲ ପାଉ ତା ସ୍ବାମୀ କେବଳ ତାକୁ ହିଁ ଦେଖୁ ହେଲେ ନାଇଁ ଆଜ୍ଞା ମୋ ସ୍ୱାମୀ ତା ଭାଉଜ ପ୍ରେମରେ ଉବୁଟୁବୁ ହେଉଥିଲା ଆଉ ଭାଉଜ ବି ଦିଅରକୁ ଛାଡି ଗୋଟେ ମୁହୂର୍ତ୍ତ ରହି ପାରୁନଥିଲେ।

ଦର୍ଶକ ବନ୍ଧୁ ଏଭଳି ସାଙ୍ଘା-ତିକ ଅଭି-ଯୋଗ ଆଣିଛନ୍ତି ଜଣେ ବିବାହିତା ମହିଳା। ମହିଳାଙ୍କ ଅଭି-ଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ବିବାହ ପୂର୍ବରୁ ଭାଉଜଙ୍କୁ ଦୀର୍ଘ ପାଞ୍ଚ ବର୍ଷ ଧରି ମନ ଦେଇ ଭଲ ପାଇ ଆସୁଥିଲେ। କେବଳ ଭଲ ପାଉନଥିଲେ ଦିଅର ଭାଉଜ ଉଭୟ ମିଶି ଚତୁର୍ଥୀ ଦିନ ଯାହା କଲେ ମୋ ଆଖି ତାକୁ ଦେଖି ସହି ପାରିଲା ନାହିଁ।

ମୋ ସ୍ୱାମୀ ମତେ କହିଥିଲେ ମୁଁ ପୂର୍ବରୁ ଭାଉଜଙ୍କୁ ପାଞ୍ଚ ବର୍ଷ ଧରି ପ୍ରେମ କରି ଆସୁଥିଲି ହେଲେ ଘରେ ବୁଝାଇବା ପରେ ମୁଁ ତତେ ବିବାହ କଲି। ଘର ଲୋକଙ୍କ ବିଶ୍ୱାସ ଥିଲା ମୋ ସ୍ୱାମୀ ବିବାହ ପରେ ପରିବର୍ତ୍ତନ ହୋଇଯିବ ମାତ୍ର ତାହା ହେଲା ନାହିଁ ଭାଉଜଙ୍କ ପ୍ରେମରୁ ମୋ ସ୍ୱାମୀ ବାହାରି ପାରିଲେ ନାହିଁ। ସେ ଟିକେ ଚିନ୍ତା କଲେନି ମୋ କଥା କି ଭାଉଜ ବି ଚିନ୍ତା କଲେନି ମୁଁ ନୂଆ ବାହା ହେଇଛି ମୁଁ ମୋ ସ୍ୱାମୀ ଠାରୁ କଣ ଚାହୁଁଛି। ମୋ ଆଗରେ ବି ସେ ସେଇ କାମ କଲେ।

ଭାଉଜ ପ୍ରେମ ଭାରି ମିଠା ସେ ପାଇଁ ବୋଧେ ମହିଳାଙ୍କ ସ୍ୱାମୀ ଭାଉଜଙ୍କୁ ଭୁଲି ପାରୁନଥିଲେ। ତେବେ ମହିଳାଙ୍କ କହିବା ଅନୁଯାୟୀ ଅନେକ ଥର ମୁଁ ବାରଣ କରିବା ପରେ ବି ଭାଉଜ ଦିଅର ମୋ କଥା ଶୁଣିଲେ ନାହିଁ। ଭାଉଜ କହିଲେ ତୁ ଏବେ ବାହା ହେଇଛୁ ହେଲେ ତୋ ସ୍ୱାମୀକୁ ମୁଁ ଦୀର୍ଘ ୫ ବର୍ଷ ଧରି ଭଲ ପାଉଛି ତୁ କଣ କହୁଛୁ ତୋ ପାଇଁ ମୁଁ ମୋ ପ୍ରେମକୁ ଭୁଲି ଯିବି କଦାବି ନୁହେଁ। ମୁଁ ମୋ ଦିଅରକୁ ଛାଡି ରହିପାରିବିନି କି ମୋ ଦିଅର ବି ମତେ ଛାଡି ରହି ପାରିବେ ନାହିଁ ଭାଉଜ ସିଧାସଳଖ ମହିଳାଙ୍କୁ ଜଣାଇ ଦେଇଥିଲେ।

ମହିଳା ଜଣଙ୍କ ଅଭି-ଯୋଗ ତାଙ୍କ ସ୍ୱାମୀ ଭାଉଜଙ୍କ ପାଇଁ ତାଙ୍କୁ ଅଣଦେଖା କଲେ ବିବାହର ଅଢେ଼ଇ ମାସ ଶାଶୁ ଘରେ ରହିବା ପରେ ଦିଅର ଭାଉଜଙ୍କ ପ୍ରେମ ତାଙ୍କୁ ଅନେକ କଷ୍ଟ ଦେଇଥିଲା ଫଳରେ ସେ ବାଧ୍ୟ ହୋଇ ବାପାଙ୍କ ଘରକୁ ଚାଲି ଆସିଥିଲେ ଓ ପରେ ସେ ଗର୍ଭ-ବତୀ ଥିବା ଜାଣିବା ପାଇଥିଲେ। ତେବେ ଏକ ବର୍ଷ ପରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ଦେଇଥିଲେ ହେଲେ କିନ୍ତୁ ଏତେ ପରେ ବି ତାଙ୍କ ସ୍ୱାମୀ ଭାଉଜଙ୍କୁ ଭୁଲି ପାରିନଥିଲେ

ପୁଅର ମୁହଁକୁ ମଧ୍ୟ ଚାହିଁ ନଥିଲେ ବାସ ତା ପରେ ମତେ ଦୁନିଆ ଲୋକେ ନାନା କଥା କହିଲେ ମୁଁ ଅସହାୟ ହୋଇପଡ଼ିଲି। ଶେଷରେ ବାଧ୍ୟ ହୋଇ ମୋ ପୁଅକୁ ନ୍ୟା-ୟ ଓ ମତେ ନ୍ୟା-ୟ ଦେବା ପାଇଁ ମୁଁ ଗଣମାଧ୍ୟମରେ ମୁହଁ ଖୋଲିଲି କେତେ ଆଉ ସହିଥାନ୍ତି। ଏକା ଏକା କେମିତି ମୋ ପୁଅକୁ ଧରି ବଞ୍ଚିବି ମତେ ନ୍ୟା-ୟ ଦରକାର ବୋଲି ଆବେଗଭରା କଣ୍ଠରେ ଗଣମାଧ୍ୟମ ଆଗରେ ପ୍ରତି-କ୍ରିୟା ଦେଇଛନ୍ତି ମହିଳା ଜଣଙ୍କ।

ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ମହିଳାଙ୍କୁ ନ୍ୟା-ୟ। କେବେ ପୁଅ ଓ ସ୍ତ୍ରୀଙ୍କ ପାଖକୁ ଫେରୁଛନ୍ତି ଭାଉଜଙ୍କ ପ୍ରେମରେ ମସଗୁଲ ଥିବା ଦିବାନା ଦିଅର।

କେବେ ଦିଅରଙ୍କୁ ଛାଡୁଛନ୍ତି ଭାଉଜ ଓ ଦିଅରଙ୍କ ପ୍ରେମକୁ ଭୁଲି କେବେ ଭାଉଜ ଦିଅରଙ୍କ ସଂସାରରୁ ଦୁରେଇ ଯାଉଛନ୍ତି।

Leave a Reply

Your email address will not be published. Required fields are marked *