ଡାକ୍ତରଙ୍କ ଆ-ତ୍ମହ-ତ୍ୟା ନେଇ ଏପରି କହିଲେ ଜଣେ ବ୍ୟକ୍ତି , ପୁରୁଷ ନିର୍ଯ୍ୟା-ତିତ ହେଲେ କେହି ଆସନ୍ତି ନାହିଁ କିନ୍ତୁ ନାରୀ ପାଇଁ ସମସ୍ତେ ଧାଇଁ ଆସିଥାନ୍ତି

ଆମ ସମାଜରେ ଯୁଗ ଯୁଗ ଧରି ନାରୀ ପୁରୁଷ ଭେଦ ଭାବ ରହି ଆସିଛି । ଜଣେ ନାରୀ ପାଇଁ ସମସ୍ତେ ଲ-ଢ଼ିଥାନ୍ତି କିନ୍ତୁ ପୁରୁଷ ପାଇଁ ନୁହେଁ । ନାରୀ ପାଇଁ ଆ-ଇନ କା-ନୁନ କାମ କରିଥାଏ କିନ୍ତୁ ପୁରୁଷ ପାଇଁ ନୁହେଁ । ନାରୀ ମାନଙ୍କର ଅନେକ ଭୁଲ କ୍ଷମା କରି ଦିଆଯାଏ କିନ୍ତୁ ପୁରୁଷ ମାନଙ୍କର ନୁହେଁ । ତେବେ ଏହା ଆଜିକାର କଥା ନୁହେଁ । ବର୍ଷ ବର୍ଷ ଧରି ଏହିପରି ଚାଲିଛି ଆଉ ଆଗକୁ ଚାଲୁଥିବ ମଧ୍ୟ ।

ତେବେ ଏହାରି ମଧ୍ୟରେ ଆପଣ ଜାଣି ସାରିଥିବେ କି , କାଲି ଜଣେ ଡାକ୍ତର ଆ-ତ୍ମହ-ତ୍ୟା କରିଥିଲେ । ନିଜ ସ୍ତ୍ରୀ ପାଇଁ ସେ ଆ-ତ୍ମହ-ତ୍ୟା କରିଛନ୍ତି ବୋଲି କୁହାଯାଉଛି । କାରଣ ତାଙ୍କ ସ୍ତ୍ରୀ ତାଙ୍କୁ ଅନେକ ନିର୍ଯ୍ୟା-ତନା ଦେଉଥିଲେ । ଅର୍ଥାତ୍ ଶାରୀ-ରିକ ନୁହେଁ ବରଂ ମାନସିକ ନିର୍ଯ୍ୟା-ତନା । ତେବେ ମନୋଜ କୁମାର ବସ୍ତିଆ ନାମକ ଏହି ଡାକ୍ତର ଜଣେ ଦାନ୍ତ ଡାକ୍ତର ଥିଲେ । ଘରେ ତାଙ୍କ ପତ୍ନୀ ଏବଂ ଦୁଇ ପିଲା ଥିଲେ ।

ତେବେ ପରିବାରରେ ହସ ଖୁସି ବୋଲି କିଛି ନଥିଲା । ସ୍ତ୍ରୀ ଜଣକ ମାନସିକ ରୋଗରେ ପୀ-ଡ଼ିତ ଥିବା କଥା ସ୍ବାମୀଙ୍କୁ ଜଣା ଥିଲା , ତେଣୁ ସେ ତାଙ୍କର ଚିକିତ୍ସା ମଧ୍ୟ କରାଉଥିଲେ କିନ୍ତୁ ସ୍ତ୍ରୀ ଜମା ଔଷଧ ଖାଉ ନଥିଲେ ଏବଂ ସ୍ଵାମୀଙ୍କ ସହ ସବୁ କଥାରେ ଝ-ଗଡା କରି ଘର ଛାଡ଼ି ପଳାଉ ଥିଲେ ଏବଂ ରାତିରେ ଘରକୁ ଫେରୁଥିଲେ । ତେବେ ଏହି ସହିବାର ସୀମା ଅତିକ୍ରମ କରିବା ପରେ ମନୋଜ ଆଉ ନିଜକୁ ସମ୍ଭାଳି ନ ପାରି ଗତକାଲି ଘରେ ର-ସି ଲଗାଇ ଆ-ତ୍ମହ-ତ୍ୟା କରି ଦେଇଛନ୍ତି ।

ତେବେ ଏ ବାବ-ଦରେ ତାଙ୍କର ଜଣେ ସମ୍ପ-ର୍କିତ ଭାଇ କହିଛନ୍ତି କି , ଆଜିକାର ନାରୀ ମାନେ କାହାକୁ ଖାତିର କରୁ ନାହାନ୍ତି । ସେମାନେ ନିଜ ଇଚ୍ଛା ଅନୁଯାୟୀ ରହିବାକୁ ଆଉ ବୁଲିବାକୁ ଆହୁରି ମଧ୍ୟ ପାଖରେ ଟଙ୍କା ରଖିବାକୁ ଚାହୁଁଛନ୍ତି । ଏହାବ୍ୟତୀତ ସେମାନଙ୍କର ଆଉ କିଛି ଦରକାର୍ ନାହିଁ । ସ୍ଵାମୀ ଏବଂ ଶାଶୁ ଶଶୁରଙ୍କ ସେବା କରିବା ତ ଦୂରର କଥା । ସେମାନେ କେବଳ ନିଜ ଫ୍ୟାସନ ଦେଖୁଛନ୍ତି ଆଉ ପାଖରେ ଟଙ୍କା ନେଇ ବୁଲିବାକୁ ଇଛା ରଖୁଛନ୍ତି । ଅନ୍ୟ ପକ୍ଷରେ ସେମାନଙ୍କ ପାଇଁ ସବୁବେଳେ ମହିଳା କମିଶନ ଆସି ଛିଡା ହୋଇ ଯାଉଛନ୍ତି କିନ୍ତୁ ପୁରୁଷ ପାଇଁ କିଛି ନାହିଁ । ପୁରୁଷ ସମାଜରେ ନିର୍ଯ୍ୟା-ତିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *