ନିଜ ସ୍ତ୍ରୀଙ୍କର ଦ୍ଵିତୀୟ ବିବାହ କରାଇଲେ ସ୍ଵାମୀ , ପୁରା ଘ-ଟଣା ବିଷୟରେ ଜାଣିବା ପରେ ହୋଇଯିବେ ଆଶ୍ଚର୍ଯ୍ୟ

ଜୀବନସାଥି ତାଙ୍କୁ କୁହାଯାଏ ଯିଏ ନିଜ ସାଥିଙ୍କ ସୁଖ ଦୁଃ-ଖର ସାଥି ହୋଇଥାନ୍ତି । କିଛି ବି ପରିସ୍ଥିତିରେ ନିଜ ଜୀବନସାଥିଙ୍କୁ ଏକୁଟିଆ ଛାଡି ନଥାନ୍ତି , ସବୁବେଳେ ତାଙ୍କ କଥା ବୁଝିଥାନ୍ତି । ଏପରି ସମ୍ପ-ର୍କ ଅତ୍ୟନ୍ତ ଖାସ୍ ହୋଇଥାଏ । ଯେଉଁଥିରେ ଦୁହେଁ ଦୁହିଁଙ୍କ କଥା ବୁଝିଥାନ୍ତି । ଦୁହେଁ ଦୁହିଁଙ୍କ ପାଇଁ ସବୁ ପରିସ୍ଥିତିରେ ସାହାଯ୍ୟ କରିବାପାଇଁ ଉପସ୍ଥିତ ରହିଥାନ୍ତି । ଆଉ ସାରା ଜୀବନ ତାଙ୍କର ଯତ୍ନ ନେଇଥାନ୍ତି ଆଉ ଏକାଠି ରହିବାର କଥା ଦେଇଥାନ୍ତି ।

ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ବେଶ୍ ହୃଦ-ୟସ୍ପର୍ଶୀ ଅଟେ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ବହିର ପୃଷ୍ଠା , ଯେଉଁଥିରେ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ନେଇ ଲେଖିଛନ୍ତି କିଛି କୋହଭରା କାହାଣୀ । ଯାହାକୁ ପଢ଼ିବା ପରେ ଆପଣ ବି ସେ ସ୍ବାମୀଙ୍କୁ କହିବେ ବାଃ ବାଃ । ଯିଏ ନିଜ ସ୍ତ୍ରୀ ପାଇଁ ଏତେ ମହାନ ଅଟନ୍ତି । ଯିଏ ନିଜ ସ୍ତ୍ରୀ ପାଇଁ କରି ଯାଇଛନ୍ତି କିଛି ମହାନ କାମ ।

ତେବେ ଆମେରିକାର ନ୍ୟୁୟର୍କ ସହରର ଏହି ଘଟ-ଣାକୁ ନେଇ ବର୍ତ୍ତମାନ ଆଲୋଚନା ହେବାରେ ଲାଗିଛି । ତେବେ ଜଣେ ସ୍ଵାମୀ ନିଜେ ନିଜ ସ୍ତ୍ରୀଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରାଇ ଦେଇଥିଲେ । ତେବେ ସୂଚନା ଅନୁଯାୟୀ , ସ୍ତ୍ରୀଙ୍କ ପାଇଁ ପ୍ରଥମେ ଏକ ବର ଖୋଜିଥିଲେ ସ୍ଵାମୀ । କିନ୍ତୁ ସ୍ତ୍ରୀ ଏହି କଥାକୁ ଗ୍ରହଣ କରିନଥିଲେ ଆଉ ମନା କରି ଦେଇଥିଲେ କିନ୍ତୁ ପରେ ବହୁତ ବୁଝାଇବା ପରେ ସ୍ତ୍ରୀ ବୁଝିଥିଲେ । ତେବେ ଏହା ପଛର କାରଣ ସ୍ତ୍ରୀ ଆଉ କେଉଁ ଯୁବକଙ୍କୁ ଭଲ ପାଇବା ନଥିଲା ବରଂ ଥିଲା ଏପରି କିଛି କାରଣ ଯାହା ଆଶ୍ଚର୍ଯ୍ୟ କରିଦେବ ।

ସ୍ଵାମୀ ନିଜ ସ୍ତ୍ରୀର ଭଲ ପାଇଁ ସବୁବେଳେ ଚାହିଁଥିଲେ । ଆଉ ସେଥିପାଇଁ ସେ ଏପରି ପଦକ୍ଷେପ ନେଇଥିଲେ । ତେବେ ଏହା ପଛର ପ୍ରକୃତ କାରଣ ଥିଲା ସ୍ୱାମୀ ଏକ ଗମ୍ଭୀର ରୋଗରେ ପୀ-ଡିତ ଥିଲେ , ଯେଉଁଥିରେ ଡାକ୍ତର ତାଙ୍କୁ ଆଉ ମାତ୍ର ଅଳ୍ପ ଦିନର ଅତିଥି କହିଥିଲେ । ତେଣୁ ତାଙ୍କର ମୃ-ତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ଦେଖା ଶୁଣା କିଏ କରିବ , ସେ କିପରି ରହିବେ ସବୁ ଚିନ୍ତା ସ୍ବାମୀଙ୍କୁ ମାଡି ବସିଥିଲା । ତେଣୁ ସେ ସ୍ତ୍ରୀଙ୍କ ବିବାହ ଆଉ ଜଣେ ବ୍ୟକ୍ତିଙ୍କ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ ଆଉ ଶେଷରେ ବିବାହ ମଧ୍ୟ କରାଇ ଦେଇଥିଲେ । ତେବେ ଦୁଃ-ଖର ବିଷୟ ଏହା ଯେ , ବିବାହର ମାତ୍ର କେଇଟା ଦିନ ପରେ ସ୍ଵାମୀ ଜଣକ ମୃ-ତ୍ୟୁବ-ରଣ କରିଥିଲେ ।

Leave a Reply

Your email address will not be published. Required fields are marked *