ମହିଳାଙ୍କ ପ୍ରାଇ-ଭେଟ ପା-ର୍ଟରେ ହାତ ମା-ରୁଛି ଡାକ୍ତର,ଅଲଟ୍ରାସାଉଣ୍ଡ କରୁଥିଲେ ହୁଅନ୍ତୁ ସାବଧାନ।

ମହିଳାଙ୍କ ପ୍ରାଇ-ଭେଟ ପା-ର୍ଟରେ ହାତ ମା-ରି ମଜା ନେଉଛି ବିନା ଶିକ୍ଷାଗତ ଯୋଗ୍ୟତାରେ ମିଛ ଡାକ୍ତର ସାଜିଥିବା ଦିଲ୍ଲୀପ ସାହୁ।ଯେଉଁ ମହିଳା ଅଲଟ୍ରା ସାଉଣ୍ଡ ପାଇଁ ଯାଉଛନ୍ତି ମହିଳା ଶୋଇଗଲା ପରେ ଡାକ୍ତରଙ୍କର ବାହାରୁଛି ପାଗ-ଳାମି। ଅଲଟ୍ରାସାଉଣ୍ଡ ଛାଡି ଅଲଟ୍ରାସାଉଣ୍ଡ ବାହାନାରେ ହାତ ମା-ରି ମେଣ୍ଟାଉଛି ନିଜ ଦେହର ଭୋକ।ମି-ଛକୁ ସତ ଆଉ ସତକୁ ମି-ଛ କହି ଲୋକଙ୍କୁ ଭୁଆଁ ମଧ୍ୟ ବୁଲାଉଛି।

ଏକଥା ଆମେ କହୁନୁ ଯାହା ଅଭି-ଯୋଗ କରିଛନ୍ତି ଅଲଟ୍ରାସାଉଣ୍ଡ ପାଇଁ ନିର୍ଯ୍ୟା-ତନାର ଶି-କାର ହୋଇଥିବା ମହିଳା। ଡାକ୍ତରଙ୍କ ଏତେ ଆଳୁ ଦୋ-ଷ ଅଛି ଯେ ତାହା ନକହିବା କୁଆଡେ ଭଲ ବୋଲି ଲୋକେ କହୁଛନ୍ତି। ଆହୁରି ମଧ୍ୟ ଅଭି-ଯୋଗ ଆସିଛି କି ଡାକ୍ତର ସ୍ୱାମୀ ସ୍ତ୍ରୀ ସମ୍ପ-ର୍କ ବିଷୟରେ ସବୁକଥା ପଚାରି ବୁଝୁଛନ୍ତି।

ଦିଲୀପ ସାହୁଙ୍କ ନାମରେ ଏପରି ଅଭି-ଯୋଗ ଆଣିଥିବା ପିଡିତା କହିଛନ୍ତି କି ଅଜାଗାରେ ହାତ ବୁଲାଇ ମଜା ନେଉଛି ସେ। ଶିକ୍ଷାଗତ ଯୋଗ୍ୟତା ନଥାଇ ବି ପାଥୋଲ୍ୟାବ ଖୋଲି ମେଣ୍ଟାଉଛି ନିଜର ଶୋଷ। ଏହି ଡାକ୍ତର ଦିଲ୍ଲୀପ ସାହୁ କୁଆଡେ ମହିଳାଙ୍କ ଇଜତ ସହ ମନ ଇଚ୍ଛା ଖେଳ ଖେଳେ କାରଣ ମହିଳା ମାନେ ଅନେକ ବିଶ୍ୱାସ ନେଇ ତା ପାଖକୁ ଆସିଥାନ୍ତି।

କେବଳ ଅଭି-ଯୋଗ ଏତିକିରେ ସରିନି ଆହୁରି ମଧ୍ୟ ଅଭି-ଯୋଗ ହୋଇଛି କି ଲି-ଙ୍ଗ ନିରୂପଣ ଆ-ଇନ ଅନୁଯାୟୀ ଦଣ୍ଡ-ନୀୟ ଅପ-ରାଧ ହୋଇଥିଲେ ସୁଦ୍ଧା ଏ ଡାକ୍ତର ଦିଲ୍ଲୀପ ସାହୁ କୁଆଡେ ପୁଅକୁ ଝିଅ କହି ଗ-ର୍ଭ ନ-ଷ୍ଟ କରିବାକୁ ଉତ୍ସାହିତ କରେ।ତା ସହିତ କେତେବେଳେ ସ୍ୱାମୀ ସହ ସମ୍ପ-ର୍କ ରଖୁଛ ଦିନରେ କି ରାତିରେ ବୋଲି ପଚାରି ମହିଳାଙ୍କୁ ଅପ-ଦସ୍ତ କରେ ଓ ଲ-ଜି-ତ ବି କରେ।

ଘ-ଟଣା ହେଉଛି କଟକ ଜିଲ୍ଲା ନରସିଂହପୁର ଥା-ନା ଅଞ୍ଚଳର। ନିର୍ଯ୍ୟା-ତନାର ଶି-କାର ହୋଇଥିବା ବ୍ୟକ୍ତି ଜଣଙ୍କ ନରସିଂହପୁରରେ ଡାକ୍ତର ଦିଲ୍ଲୀପ ସାହୁଙ୍କ ନାମରେ ଅଭି-ଯୋଗ କରିଛନ୍ତି। ମହିଳା ମାନଙ୍କ ବିଶ୍ୱାସରେ ବି-ଷ ଦେଇ ତାଙ୍କ ସହ ଏମିତି ଖେଳ ଖେଳୁଥିବାରୁ ତାଙ୍କ ବିରୋ-ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କାରିବାକୁ ମଧ୍ୟ ନିବେଦନ କରିଛନ୍ତି।

ଡାକ୍ତରଙ୍କୁ ମଣିଷ ଦ୍ୱିତୀୟ ଭଗବାନ ବୋଲି ଭାବି ବିଶ୍ୱାସ କରୁଥିବା ବେଳେ କିଛି ଏଭଳି ମିଛୁଆ ଡାକ୍ତରଙ୍କ ପାଇଁ ଭଲ ଭଲ ଡାକ୍ତର ବି ବଦ-ନାମ ହେଉଥିବା ଲୋକେ କହୁଛନ୍ତି। ସେପଟେ ଲୋକେ ଦାବି କରିଛନ୍ତି କି ଡାକ୍ତରଙ୍କ ଉପରେ ତୁରନ୍ତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ପାଥୋଲ୍ୟାବକୁ ବନ୍ଦ କରାଯାଉ। ନଚେତ ଏହି ଦେହ ଲୋଭି ଡାକ୍ତର ଆଉ କେତେ ଯେ ମହିଳାଙ୍କ ପ୍ରାଇ-ଭେଟ ପା-ର୍ଟରେ ହାତ ନ ମା-ରିବ ତାହା କିଏ କହି ପାରିବ।କେତେ ଯେ ମହିଳାଙ୍କୁ ଅଭ-ଦ୍ର ପ୍ରଶ୍ନ ପଚାରି ଲଜିତ ନ କରିବ ତାହା କିଏ କହି ପାରିବ।

ତେବେ ଏହାକୁ ନେଇ ସାରା ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଯିଏ ଏ ଘ-ଟଣା ଶୁଣୁଛି ସେ ମୁଣ୍ଡରେ ହାତ ଦେଉଛି।

Leave a Reply

Your email address will not be published. Required fields are marked *