ରାଜସ୍ଥାନର ପ୍ରେମିକା ପେଟରେ ଛୁଆ ଧରି କେନ୍ଦ୍ରାପଡାରେ ଖୋ-ଜୁଛି ପ୍ରେମିକକୁ।

ପେଟରେ 7 ମାସର କଅଁଳ ଛୁଆ। ଆଉ ଦୁଇ ମାସ କି ତିନି ମାସ ପରେ ବାହାର ଦୁନିଆକୁ ଆସିବ। ହେଲେ ପେଟରେ 7 ମାସର ଛୁଆକୁ ଧରି ପ୍ରେମିକା ଖୋ-ଜୁଛି ତା ପ୍ରେମିକକୁ। କେନ୍ଦ୍ରାପଡାର ଯୁବକ ରାଜସ୍ଥାନର ଝିଅକୁ ମନ ଦେଇ ବସିଥିଲେ। ରାଜସ୍ଥାନର ଝିଅକୁ ନିଜ ପ୍ରେମ ଜା-ଲରେ ଫ-ସାଇ ଭଲ ପାଇଥିଲେ। ଆଉ ବିବାହ ମଧ୍ୟ କରିଥିଲେ ରାଜସ୍ଥାନ ମନ୍ଦିରରେ। ସାକ୍ଷୀ ଅଛି ରାଜସ୍ଥାନ ମନ୍ଦିର।

ଆଉ ସାକ୍ଷୀ ଅଛି ସେମାନଙ୍କ ସମ୍ପ-ର୍କରୁ ଜନ୍ମ ନେବାକୁ ଥିବା ଛୁଆ। ହେଲେ ପ୍ରେମିକା ଠାରୁ ମନ ଭରି ଯିବା ପରେ ଯୁବକ ଜଣଙ୍କ ହୋଇଯାଇଥିଲେ ଛୁ। ପ୍ରେମିକାକୁ ଅନେକ ସ୍ୱପ୍ନ ଦେଖାଇ ସ୍ୱପ୍ନ ରାଇଜରେ ଉଡାଉଥିଲେ ପ୍ରେମିକ ହେଲେ ପ୍ରେମିକା ଜାଣି ନଥିଲେ ସେ ପ୍ରେମ ନଥିଲା ଥିଲା ଛଳନା ଆଉ ପ୍ରତା-ରଣା ବୋଲି। ପ୍ରେମିକା ଜାଣି ନଥିଲେ ଏତେ ସବୁ ପରେ ପ୍ରେମିକ ପ୍ରେମିକାର ହାତ ଛାଡି ଚାଲି ଆସିବେ ବୋଲି ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ପନ୍ତୁରି ଅଂଚଳର ଯୁବକ ଜଣଙ୍କ ହେଉଛନ୍ତି ସରୋଜ ସେ ରାଜସ୍ଥାନରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିବା ସମୟରେ ତାଙ୍କର ଗଢି ଉଠିଥିଲା ଏକ ଯୁବତୀଙ୍କ ସହ ପ୍ରେମ ସ-ମ୍ପର୍କ। ଦୁହେଁ ରାଜସ୍ଥାନର ମନ୍ଦିରରେ ବିବାହ କରିଥିବା ବେଳେ ସରୋଜଙ୍କ ପାଇଁ ପ୍ରେମିକା କରୁଥିଲେ ଓଷା ବ୍ରତ। ଯାହାର ସମସ୍ତ ପ୍ରମାଣ ବର୍ତ୍ତମାନ ଯୁବତୀଙ୍କ ପାଖରେ ଅଛି।

ସବୁକିଛି ଠିକ ଠାକ ଚାଲିଥିବା ବେଳେ ଯୁବତୀ ଜଣଙ୍କ ରାଜସ୍ଥାନରେ ସରୋଜଙ୍କ ସାଥିରେ ରହୁଥିବା ବେଳେ ପ୍ରେମିକ ସରୋଜ ଯୁବତୀଙ୍କୁ ଧୋ-କା ଦେଇ ହଟାତ ଚାଲି ଆସିଥିଲେ ନିଜ ଗ୍ରାମକୁ। ଆଉ ଗ୍ରାମରୁ କେଉଁ ଆଡେ ହୋଇଯାଇଥିଲେ ଫେ-ରାର। ତା ପରେ ଉକ୍ତ ପ୍ରେମିକା ଜଣଙ୍କ ପ୍ରେମିକ ସରୋଜଙ୍କୁ ଖୋ-ଜି ଖୋ-ଜି ରାଜସ୍ଥାନରୁ ଆସି ପହଞ୍ଚିଥିଲେ କେନ୍ଦ୍ରାପଡାରେ ଆଉ ପ୍ରେମିକଙ୍କ ଘର ଦୁଆରେ ଦେଇଥିଲେ ଧା-ରଣା।

କିନ୍ତୁ ଯୁବକଙ୍କ ଘର ଲୋକେ ପ୍ରେମିକାଙ୍କୁ ଘରେ ପୁରାଇବାକୁ ରାଜି ହୋଇନଥିଲେ। ତେବେ ବର୍ତ୍ତମାନ ପ୍ରେମିକା ପେଟରେ 7 ମାସର ଛୁଆ ଥିବା ବେଳେ ପ୍ରେମିକା ଅସହାୟ ହୋଇ ପଡିଛନ୍ତି। କାରଣ ପ୍ରେମିକାଙ୍କ ଘର ଲୋକେ ପ୍ରେମିକାଙ୍କ ଏପରି ଭୁଲ ପାଇଁ ପ୍ରେମିକାଙ୍କୁ ଘରେ ପୁରାଇ ଦେଉ ନଥିବା ବେଳେ ଯୁବକଙ୍କ ଘର ଲୋକେ ମଧ୍ୟ ପ୍ରେମିକାଙ୍କୁ ଘରେ ବୋହୁ କରିବାକୁ ରାଜି ନାହାଁନ୍ତି।

ରାଜସ୍ଥାନରୁ ନ୍ୟା-ୟ ପାଇବା ପାଇଁ ଧାଇଁ ଆସିଥିବା ଯୁବତୀ ଜଣଙ୍କ ଏବେ କେନ୍ଦ୍ରାପଡାରେ ଅଛନ୍ତି। କିଛି ଦିନ ଯୁବକଙ୍କ ଘର ବାହାରେ ବସିଥିବା ବେଳେ ଯୁବକଙ୍କ ଗ୍ରାମର ଲୋକେ ପୋଲି-ସକୁ ଡାକି ପୋଲି-ସର ଜିମା ଦେଇଥିଲେ। ତେବେ ପୋ-ଲିସ ଉକ୍ତ ଯୁବତୀଙ୍କୁ ନେଇ କେନ୍ଦ୍ରାପଡାର ଏକ ଆଶ୍ରମରେ ଛାଡିଥିଲେ। ହେଲେ ସେଠାରେ ଯୁବତୀ କିଛି ଦିନ ରହିବା ପରେ ଏବେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି।

ଆଉ କାନ୍ଦି କାନ୍ଦି କହୁଛନ୍ତି ତାଙ୍କୁ ନ୍ୟା-ୟ ଦରକାର। ବନ୍ଧୁଗଣ ବାରମ୍ବାର ପ୍ରେମ ପ୍ରତା-ରଣାର ଖବର ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଏହି ଘ-ଟଣା ସମସ୍ତଙ୍କୁ ବ୍ୟସ୍ତ ବିବ-ର୍ତ କରୁଛି। କାରଣ ପେଟରେ ବଢୁଛି 7 ମାସର ଛୁଆ। ଆଉ 7 ମାସର ଛୁଆକୁ ଧରି ପ୍ରେମିକା ବୁଲୁଛନ୍ତି ନ୍ୟା-ୟ ପାଇଁ। ହେଲେ ଯୁବକ କିନ୍ତୁ ବର୍ତ୍ତମାନ ଫେ-ରାର ଥିବା ଜଣା ପଡ଼ିଛି। ତେବେ ଦେଖିବାକୁ ବାକି ରହିଲା ରାଜସ୍ଥାନରୁ ପ୍ରେମିକକୁ ପାଇବା ପାଇଁ ନ୍ୟା-ୟ ଆସାରେ କେନ୍ଦ୍ରାପଡା ଚାଲିଆସିଥିବା ଯୁବତୀଙ୍କୁ ପୋ-ଲିସ କେଉଁ ପ୍ରକାର ନ୍ୟା-ୟ ଦେଉଛି

Leave a Reply

Your email address will not be published. Required fields are marked *