ମାୟା-ବିନୀ ଅର୍ଚ୍ଚନା ଫା-ଶରେ ପଡ଼ିଛି ଯିଏ , ଭଲ କରି ନାମ ନେବ ସିଏ , ଏପରି କହିଲା ବିଜେଡି

ସୁନ୍ଦରୀ ସାଜିଲା କାଳ । ସମସ୍ତଙ୍କ ଜୀବନରେ ବର୍ତ୍ତମାନ ସୁନ୍ଦରୀ ଅର୍ଚ୍ଚନା ପାଇଁ ଝଡ ସୃଷ୍ଟି ହୋଇଯାଇଛି । ଯେଉଁ ମାନେ ଏହି ମାୟା-ବିନି ଜା-ଲରେ ପଡ଼ିଛନ୍ତି ସେମାନଙ୍କର ଖରାପ ସମୟ ଆସିବାକୁ ଯାଉଅଛି । ପୋଲିସ ସେମାନଙ୍କୁ ବି ଜେ-ରା କରିବ ବୋଲି ଚର୍ଚ୍ଚା ଜୋ-ର୍ ଧରିଲାଣି । ଆଉ ପୋଲିସ କାହାକୁ ଛାଡ଼ିବ ନାହିଁ , ଗୋଟି ଗୋଟି କରି ସମସ୍ତଙ୍କୁ ତ-ଦନ୍ତ ପରିସରଭୁକ୍ତ କରିବ , ତେବେ ଏହି କଥା ଆମେ କହୁନାହୁଁ। ଏ କଥା ଶୁଣିବାକୁ ମିଳୁଚି ।

ଅର୍ଚ୍ଚନା ନାଗର ନାଗଜା-ଲରେ ଫସିଛି ଯିଏ ଭଲ କରି ନାମ ପାଇବ ସିଏ । ଏପରି ନେଇ ଚର୍ଚ୍ଚା ହେଉଛି । ଆଜିକୁ ୧୨ ଦିନ ବିତି ସାରିଲାଣି ଆଉ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଲାଣି । ଜଣା ପଡ଼ିବ ସବୁ ସତ କଥା । ଧୀରେ ଧିରେ ସମସ୍ତେ ଜାଣିବେ ଅସଲ କାହାଣୀ କଣ । ଏବେ ଯାଏଁ ଏପରି କଥା ଶୁଣିବାକୁ ମିଳୁଛି କି , ଅର୍ଚ୍ଚନା ପ୍ରେମରେ ଅନେକ ନେତା ମନ୍ତ୍ରୀ , ପ୍ରୋଯୋଜକ , ନିର୍ଦ୍ଦେଶକ ଆଉ ବଡ ବଡ଼ିଆ ଲୋକମାନେ ସାମିଲ ହୋଇଥିଲେ ।

ପ୍ରତି ରାତିରେ ତାଙ୍କ ବେଡରୁମକୁ ଆସୁଥିଲେ ଆଉ ରଚିଥିଲା କ-ଳା କାରନାମା । ଏପରି କଥା ବାସ୍ତବରେ ଅନେକ ଲ-ଜ୍ଜାକର ଅଟେ । ତେବେ ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଜଣେ ବଡ ଲୋକଙ୍କ ନାମ । ସେ ଭୁବନଶ୍ଵରରେ ରହିଥିବା ଏକ କାର ଶୋ ରୁମ୍ ର ମାଲିକ ବୋଲି କୁହାଯାଉଛି । ସେ ମଧ୍ୟ ଅର୍ଚ୍ଚନା ଫାଶରେ ପଡ଼ିଥିଲେ ଆଉ ତାଙ୍କୁ ମଧ୍ୟ ଦେଇଥିଲେ କୋଟି କୋଟି ଟଙ୍କା । ତାଙ୍କର ମଧ୍ୟ ଅର୍ଚ୍ଚନାଙ୍କ ସହିତ ଭଲ ସ-ମ୍ପର୍କ ରହିଥିଲା । ତେବେ କୁହାଯାଉଛି ପୋ-ଲିସ ବର୍ତ୍ତମାନ ସେହି ଲୋକଙ୍କୁ ଜେ-ରା କରିବ ।

ଆଉ ସତ ଜାଣିବାକୁ ଚେଷ୍ଟା କରିବ କି , ଅର୍ଚ୍ଚନା ତାଙ୍କ ଠାରୁ କେତେ ଲୁ-ଟିଥିଲେ । ତେବେ ଖାଲି ଏତିକି ନୁହେଁ , ଏମିତି ମଧ୍ୟ ଶୁଣିବାକୁ ମିଳିଥିଲା କି , ଅର୍ଚ୍ଚନା ନାଗ ବଡ ବଡ ଲୋକଙ୍କ ସହିତ ଦେଶ ବାହାରକୁ ବୁଲିବାକୁ ଯାଇଥିଲା ଆଉ ସେଠାରେ କାଟିଥିଲା ରାତି । ତେବେ ଏହି କଥା ଶୁଣିବା ପାଇଁ ଅନେକ ରାଜନେତା , ନେତା , ମନ୍ତ୍ରୀ ମୁହଁ ଖୋଲି କହିଛନ୍ତି କି , ଅର୍ଚ୍ଚନା ଏକ ନାଗୁଣୀ ଆଉ ତା ମୁହଁରେ ଯିଏ ହାତ ପୁରାଇଚି ସେ ମରିବ। ଅର୍ଚ୍ଚନା ଫା-ଶରେ ପଡ଼ିଛି ଯିଏ ସେ ଭଲ କରି ନାମ ନେବ ।

Leave a Reply

Your email address will not be published. Required fields are marked *