ଜଣେ ପ୍ରେମିକାର ଦୁଃଖ ଭରା କାହାଣୀ , ଆପଣ ବି ଶୁଣିଲେ ଆଖିରୁ ଲୁହ ଆସିଯିବ

କୁହାଯାଏ ପ୍ରେମ ପବିତ୍ର , ପ୍ରେମର ଅନେକ ଶକ୍ତି ରହିଛି , ପ୍ରେମ ସବୁକିଛି କରିପାରିବ । ତେବେ ଯେତେବେଳେ ସେହି ପ୍ରେମ ଏଭଳି କିଛି କାମ କରି ନିଜକୁ କଳ-ଙ୍କିତ ସଜାଇ ଦିଏ , ସେତେବେଳେ ଆଉ କହିବାକୁ କି ଦେଖିବାକୁ କିଛି ନଥାଏ । ବର୍ତ୍ତମାନ ଏଭଳି ଏକ ଖବର ଲୋକଲୋଚନକୁ ଆସିଛି , ଯାହା ବିଷୟରେ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁ-ହ ଆସିଯିବ । ଯେଉଁ ପ୍ରେମିକ ପ୍ରେମିକାଙ୍କୁ ବାହା ହେବ କହି ଶାରୀ-ରିକ ସ-ମ୍ପ-ର୍କ ରଖି ଛାଡ଼ି ଚାଲିଗଲା , ସେହି ପ୍ରେମିକଙ୍କୁ ଆଜି ଝୁରୁଛି ଅଭାଗିନୀ ପ୍ରେମିକା ।

ସେ ଜାଣିନଥିଲା ଏମିତି କେବେ ତା ସହ ହେବ , ଯେଉଁ ପ୍ରେମିକକୁ ସେ ଜୀବନ ଠାରୁ ଅଧିକ ଭଲ ପାଉଥିଲା ସେ ଏମିତି ଦିନେ ତାକୁ ଛାଡି ଦେଇ ପର କରି ଚାଲିଯିବ । ଆଉ ବର୍ତ୍ତମାନ ସେହି ପ୍ରେମିକ ସନ୍ତକ ହିସାବରେ ଛାଡି ଯାଇଛି ଗୋଟିଏ ଶିଶୁ କନ୍ୟା । ତେବେ ଅନ୍ୟପକ୍ଷରେ ସେହି ଶିଶୁ କନ୍ୟାକୁ ଦୁନିଆଁରେ ବାପାର ପରିଚୟ ଦେବ କିଏ , ଏ କଥା କହି ହେବନାହିଁ । ଏବେକାର ପରିସ୍ଥିତି ଦେଖିଲା ବେଳକୁ ଲାଗୁଛି ଯେ ବାହୁନୀ ବାହୁନି କା-ନ୍ଦି-ବା ଠାରୁ ପ୍ରେମିକା ପାଖରେ ଆଉ କୌଣସି ବାଟ ନାହିଁ । ତେବେ ଘଟ-ଣାଟି ନୂଆପଡା ଜିଲ୍ଲା ସିନାପାଲି ଥା-ନା ଅଧୀନର ଅଟେ ।

ଦାରିଦ୍ର୍ୟର ସୀମାରେଖା ତଳେ ବାସ କରୁଥିବା ଜଣେ ଝିଅକୁ ୨୦୧୮ ମସିହାରୁ ବିବାହର ପ୍ରଲୋ-ଭନ ଦେଖାଇ ନିକଟସ୍ଥ ଗ୍ରାମର ଜଣେ ଯୁବକ ତାଙ୍କ ସହ ଶାରୀ-ରିକ ସ-ମ୍ପ-ର୍କ ରଖି ଆସୁଥିଲେ । ଆଉ ଭଲ ପାଇବାର ମିଛି ମିଛିଆ ବାହାନା କରୁଥିଲେ । ତେବେ ୨୦୧୯ ମସିହାରେ ଯେତେବେଳେ ପ୍ରେମିକା ଗର୍ଭ-ବତୀ ହେବା କଥା ଶୁଣିଥିଲେ ସେତେବେଳେ ପ୍ରେମିକ ତାଙ୍କର ପିଲା ନ-ଷ୍ଟ କରିବାପାଇଁ ବହୁତ ଚେଷ୍ଟା କରିଥିଲେ ଆଉ ପାଖ ଗ୍ରାମର ଜଣେ କବିରାଜଙ୍କୁ ଦେଖାଇଥିଲେ । କିନ୍ତୁ ଭଗବାନଙ୍କର ନିୟମକୁ କିଏ ବା ଟାଳି ପାରିବ

ପ୍ରେମିକାଙ୍କ ଗ-ର୍ଭରେ ବଢୁଥିବା ଶିଶୁଟିର କିଛି ବି କ୍ଷ-ତି ହୋଇନଥିଲା ଆଉ ସେ ସୁର-କ୍ଷିତ ଭାବରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଏହାପରେ ପ୍ରେମିକ ତାଙ୍କୁ ଛାଡି କୁଆଡ଼େ ପଳାଇ ଯାଇଥିଲେ ଆଦୌ ତାଙ୍କୁ ଦେଖା ଦେଇନଥିଲେ । ତେବେ ଗ୍ରାମର ମୁଖିଆ , ପୋ-ଲି-ସ , କିମ୍ବା କୌଣସି ପ୍ରଶା-ସନ ଏଥିପାଇଁ କିଛି ବି କରିପାରିନଥିଲେ । ଆଉ ଏହାର ପରିଣାମ ସ୍ୱରୂପ ଯୁବତୀଙ୍କୁ କୌଣସି ବି ନ୍ୟା-ୟ ମିଳି ପାରିନଥିଲା । ଆଉ ଅସହାୟ ଯୁବତୀ ନିଜ ଶିଶୁକନ୍ୟା ସହ ବାପା ମାଙ୍କ ଘରେ ପଡି ରହିଛନ୍ତି । ତେବେ ଏଭଳି ଖବର ନୂଆ ନୁହେଁ , ଏଭଳି ଅନେକ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିବାରେ ଲାଗିଛି । ଆଉ ଏଥିପାଇଁ ଯୁବତୀ ମାନଙ୍କୁ ସମାଜରେ ଅନେକ ସମାଲୋଚନାର ଶି-କା-ର ହେବାକୁ ପଡୁଛି ।

Leave a Reply

Your email address will not be published. Required fields are marked *