ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଘ-ଟଣା , ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭ-ବତୀ କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ବିଦ୍ୟାଳୟ ପରିସରରେ ଘ-ଟିଗଲା ଏଭଳି କା-ଣ୍ଡ , ଯାହା ବିଷୟରେ ଶୁଣିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । କଥାକୁ ନେଇ ଆଲୋଚନା ଜୋରସୋର ଚାଲିଛି । ଗୋଟିଏ ଛୋଟ ଝିଅ ସମାଜ ଆଗରେ ଆଉ କେମିତି ମୁଁହ ଦେଖାଇବ । ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ହଠାତ୍ ଏପରି କେମିତି ଘ-ଟିଗଲା , ବର୍ତ୍ତମାନ ଏମିତି ଅନେକ ସାରା ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମା-ରୁଛି ।

ଆଉ ସମସ୍ତେ ଚୁପ୍ ହୋଇ ଯାଇଛନ୍ତି । ତେବେ ଏପରି ଏକ ଖବର ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ । ଅଣସୂଚିତ ଜାତି ଏବଂ ଜନଜାତି ତରଫରୁ ପ୍ରତିଷ୍ଠିତ ହୋଇ ଥିବା ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ି ଥାଆନ୍ତି । ତେବେ ମୋଟ ୩୦୦ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଏହି ଜଣେ ଛାତ୍ରୀ କିପରି ଗର୍ଭ-ବତୀ ହେଲେ ତାହା ବିଷୟରେ ଆଲୋଚନା ଚାଲିଛି ।

ତେବେ କୁହାଯାଉଛି କି , ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଏପରି କା-ଣ୍ଡ ଘଟା-ଇଛନ୍ତି କିନ୍ତୁ ଅନ୍ୟପକ୍ଷରେ ଆଲୋଚନା ହେଉଛି କି , ଛାତ୍ରୀ ଜଣକ ଗାଁକୁ ଯାଇ ଥିବା ବେଳେ ଏପରି କା-ଣ୍ଡ କରି ନାହାଁନ୍ତି ତ । ଏପରି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମା-ରୁଛି । କିନ୍ତୁ କିଏ ତାଙ୍କୁ ଗର୍ଭ-ବତୀ କଲା ତାହା ସ୍ପଷ୍ଟ ଜଣା ପଡୁନାହିଁ ।

ବର୍ତ୍ତମାନ ସମୟରେ ଏ ବାବ-ଦରେ ବେଲଘର ଥା-ନାରେ ଏତ-ଲା ଦିଆଯାଇଛି । ଥା-ନା ଅଧିକାରୀ ଏ ବାବ-ଦରେ ତ-ଦନ୍ତ କରୁଛନ୍ତି ଏବଂ ଘଟ-ଣାର ମୂଳ ଦୋ-ଷୀଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନ୍ୟ ପକ୍ଷରେ ଛାତ୍ରୀ ଜଣଙ୍କର ଡାକ୍ତରୀ ଚିକିତ୍ସା କରାଯାଇ ତାଙ୍କ ଘରକୁ ପଠାଇ ଦିଆଯାଇଛି । ଆଗକୁ କଣ ହେବ , ସେ ବାବ-ଦରେ ଆଲୋଚନା କରାଯାଉଛି ।

Leave a Reply

Your email address will not be published. Required fields are marked *