ଭୂ-ତ କହୁଛି ହ-ତ୍ୟା ପଛର କାହାଣୀ , ସେଦିନ କ-ଷ୍ଟ ଦେଇ ତାର ଜୀବନ ନେଇ ଗଲେ

ସମସ୍ତେ କହିଥାନ୍ତି ଏ ଦୁନିଆଁରେ କିଛି ଭୂତ କି ଆ-ତ୍ମା ନାହାଁନ୍ତି । ତେବେ ଏହା ମଣିଷର ଭାବନା ଉପରେ ନି-ର୍ଭର କରିଥାଏ । ମଣିଷ ମାନିଲେ ତାକୁ ସତ ଲାଗିଥାଏ ଆଉ ନ ମାନିଲେ ମି-ଛ । ତେବେ ମଣିଷ କେତେ ଦୂର ଏହାକୁ ଗ୍ରହଣ କରିଥାଏ , ସେ ଏହି କଥା ନିଜେ ଜାଣିଥାଏ । ତେବେ ଏପରି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି ।

ଜଣେ ମହିଳା ମରିବା ପରେ ତାଙ୍କ ଆତ୍ମା ସେହି ଗାଆଁର ଆଉ ଜଣେ ଯୁବତିଙ୍କ ଶରୀରରେ ଲାଗିଛି ଆଉ ସେ ଯାହୁ ସବୁ ସତ କଥା । ସେଦିନ କାଳ ରାତିରେ ତାଙ୍କ ସହ କଣ ହୋଇଥିଲା , ତାଙ୍କ ଆ-ତ୍ମା ସବୁକିଛି କହି ଦେଉଛି । ତେବେ ସୂଚନା ଅନୁଯାୟୀ , କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଏହି ଘ-ଟଣା । ୮ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ପାର୍ଥି ହୋଇ ଛିଡା ହୋଇଥିବା ନମିତା ରାଣୀ ବେହେରାଙ୍କ ଏ ହେଉଛି ଆ-ତ୍ମା ।

ପଞ୍ଚାୟତ ନିର୍ବାଚନର ପୂର୍ବ ଦିନ ତାଙ୍କୁ କିଏ ଆଉ କେମିତି ମା-ରିଲା , ସେ ଆଜି କହୁଛନ୍ତି । ସେଦିନ ହଠାତ୍ ତାଙ୍କର ସନ୍ଦେ-ହଜ-ନକ ମୃ-ତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କିନ୍ତୁ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇ ସାରିଲାଣି କି , ତାଙ୍କୁ କିଏ ମା-ରିଲା । ତେବେ ଗାଆଁର ଯୁବତୀଙ୍କ ଦେହରେ ଲାଗିଛି ନମିତାଙ୍କ ଆ-ତ୍ମା । ଆଉ ସେ କା-ନ୍ଦି କା-ନ୍ଦି କହୁଛି ସେ ରାତିର କରୁଣ କାହାଣୀ ।

ସେ କହୁଛି କି , ସେଦିନ ରାତିରେ ସେ ଶୋଇ ନଥିଲେ ଆଉ ବିଛଣା ଉପରେ ଗଡୁ ଥିଲେ । ତେବେ ହଠାତ୍ ତାଙ୍କ ଶଶୁର ଘର ଭିତରକୁ ଆସିଥିଲେ ଆଉ ଦୁଇ ଜଣ ମହିଳା ମଧ୍ୟ ତାଙ୍କ ସହିତ ଥିଲେ । ଆଉ ତାଙ୍କ ଶଶୁର ଆସି ତାଙ୍କ ମୁହଁ ଉପରେ ତକିଆ ପକାଇ ଦେଇଥିଲେ । ଯାହା ଫଳରେ ସେ ଆଉ କାହାକୁ ଡ଼ାକି ବି ପାରିନଥିଲେ ଆଉ ଶ୍ୱା-ସରୁ-ଦ୍ଧ ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା । ତେବେ ପୋ-ଲିସ ବର୍ତ୍ତମାନ ଏ ଦିଗରେ ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *