ତୁ କାଳିଟା ତୋ ସ୍ଵାମୀ ତତେ ନୁହେଁ ମତେ ପସନ୍ଦ କରେ: ତୋ ସ୍ଵାମୀ କୁ ତୁ ଭୁଲିଯା

ବିବାହ ପରେବି ଆଜିକାଲି ପୁରୁଷ ମହିଳା ମାନେ ଅନ୍ୟ ପୁରୁଷ ଏବଂ ମହିଳାଙ୍କ ସହିତ ସ-ମ୍ପର୍କ ରଖୁଛନ୍ତି । ଯେଉଁ କାରଣରୁ ଅନେକ ଘର ଭା-ଙ୍ଗି ଯାଉଛି । ଏହିପରି ବର୍ତ୍ତମାନ ରାଜଧାନୀର ଜଣେ ମହିଳାଙ୍କ ସହିତ ହୋଇଛି । ବିବାହର ୨ ବର୍ଷ ପରେ , ସନ୍ତାନ ହେବା ସତ୍ତ୍ୱେବି ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପ-ର୍କ ଥିବା ନେଇ ସେ ଅଭି-ଯୋଗ ଆଣିଛନ୍ତି । ଯେଉଁ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ସାଜିଛି ।

ତେବେ ସୂଚନା ଅନୁଯାୟୀ ମହିଳା ଜଣକ ୨୦୨୦ ଜାନୁଆରୀ ୩୧ ରେ ବିବାହ କରିଥିଲେ ତାହା ପୁଣି ପ୍ରେମ ବିବାହ । ମହିଳା ଜଣକ ଯେତେବେଳେ ପଳାଶୁଣି ସାଇ ଏକ୍ସପୋର୍ଟରେ ଚାକିରୀ କରୁଥିଲେ ସେତେବେଳେ ଯୁବକଙ୍କ ସହିତ ତାଙ୍କର ପ୍ରେମ ହୋଇଥିଲା । ଏମିତିକି ଯେହେତୁ ସେ ରଙ୍ଗରେ ଶ୍ୟାମଳ ଥିଲେ ତେଣୁ ଯୁବକଙ୍କ ପରିବାର ଲୋକେ ତାଙ୍କୁ ପସନ୍ଦ କରୁ ନଥିଲେ ଏବଂ ଦୁହିଁଙ୍କ ବିବାହ ପାଇଁ ମଧ୍ୟ ରାଜି ନଥିଲେ । କିନ୍ତୁ ଯୁବକ ଜଣକ ମହିଳାଙ୍କୁ ବିବାହ କରି ଗତ କିଛି ମାସ ଅନ୍ୟତ୍ର ରହି ଆସୁଥିଲେ ।

ଉଭୟଙ୍କର ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ହୋଇଥିଲା । ଉଭୟଙ୍କର ଏକ ଦଶ ମାସର ସନ୍ତାନ ମଧ୍ୟ ଅଛି । ତେବେ ସନ୍ତାନ ଜନ୍ମ ପରେ ମହିଳା ଜଣକ ନିଜ ବାପ ଘରକୁ ଯାଇଥିଲେ । ସେହି ସମୟରେ ହିଁ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପ-ର୍କ ଗଢ଼ି ଉଠିଥିଲା । ଏମିତିକି ଦୁହେଁ ପାଞ୍ଚ ମାସ ହେବ ସାଥିରେ ରହୁଥିବା କହିଛନ୍ତି ମହିଳା । ଏହାକୁ ନେଇ ମହିଳା ବି-ରୋଧ କରିବାରୁ ଉଭୟ ସ୍ୱାମୀ ଏବଂ ଅନ୍ୟ ମହିଳା ତାଙ୍କୁ ଖରାପ ଭାଷାରେ ଗା-ଳି କରୁଥିବା କହିଛନ୍ତି । ତେବେ ଏସବୁ କେବଳ ତାଙ୍କ ଶାଶୁ ଶ୍ୱଶୁରଙ୍କ ସପୋ-ର୍ଟ କାରଣରୁ ହୋଇଥିବା ମହିଳା ଜଣକ ଅଭି-ଯୋଗ ଆଣିଛନ୍ତି ।

ତାଙ୍କ କହିବା ଅନୁଯାୟୀ ବିବାହ ପରେ ଦୁହିଁଙ୍କର ସବୁକିଛି ଠିକ ଠାକ ଥିଲା । ମାତ୍ର ବର୍ତ୍ତମାନ ଘରକୁ ଫେରିବା ପରେ ତାଙ୍କ ଶାଶୁ ନିଜ ପୁଅକୁ ସବୁଥିରେ ସପୋର୍ଟ କରୁଛନ୍ତି । ଯେଉଁ କାରଣରୁ ଏସବୁ ହେଉଛି । ପୂର୍ବରୁ ମଧ୍ୟ ତାଙ୍କ ସ୍ୱାମୀ ଅନ୍ୟ ମହିଳାଙ୍କ ଘରେ ଧ-ରା ପଡ଼ିବା ପରେ ମା-ଡ଼ ଖାଇଥିଲେ । ଯାହାପରେ ଆପୋସ ବୁଝାମଣା ପରେ ତାଙ୍କୁ ମୁକୁଳାଇ ଆଣିଥିଲେ ତାଙ୍କ ଶାଶୁ ଏବଂ ଦାଦା ଶ୍ୱଶୁର । ମାତ୍ର ପୁଣିଥରେ ତାଙ୍କ ସ୍ୱାମୀ ଯାଇ ସେହି ମହିଳା ସହିତ ରହୁଥିବା ପ୍ରକାଶ କରିଛନ୍ତି ।

ଉକ୍ତ ମହିଳାଙ୍କ ନାମରେ ଏକ ମାମ-ଲା ପ୍ରକାଶ କରିଛନ୍ତି ଯେ ସେ ଏହିଭଳି ଅନେକ ଲୋକଙ୍କ ଫସା-ଇଛନ୍ତି । ଯାହାକି ଉକ୍ତ ମହିଳାଙ୍କ ମା ଭାଇ ଏବଂ ସ୍ୱାମୀ କହିଛନ୍ତି । ତେଣୁ ସେ ଜାଣିଶୁଣି ବ୍ଲା-କମେ-ଲ କରିବାରୁ ଏବଂ ହାତ କା-ଟିଥିବାର ଫୋଟ ପଠାଇବାରୁ ତାଙ୍କ ସ୍ୱାମୀ ପୁଣିଥରେ କଥା ହେଉଥିବା ସେ କହିଛନ୍ତି । ମହିଳାଙ୍କୁ ସେ ଥରେ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସେ ତାଙ୍କ ଅ-ଶ୍ଳୀଳ ଭାଷାରେ ଗା-ଳି ଗୁ-ଲଜ କରିଛନ୍ତି ।

ସେ କହିଛନ୍ତି ଯେ ‘ ତୁ କାଳିଟା ସେଥିପାଇଁ ତୋ ସ୍ୱାମୀ ତୋତେ ପସନ୍ଦ କରୁନି । ‘ ଏପଟେ ସ୍ୱାମୀ ମଧ୍ୟ ସ୍ତ୍ରୀ କୁ ଧ-ମକ ଦେଇଛି ଯେ ସେ ଥା-ନାରେ ଅଭି-ଯୋଗ ଦେଲେ କିଛି ଲାଭ ନାହିଁ କାରଣ ମଞ୍ଚେଶ୍ୱର ଥା-ନା ପୋ-ଲିସ ତାଙ୍କ ଠାରୁ ପଇସା ନେଇଛନ୍ତି ଏବଂ ଏହି ମାମ-ଲା ଉପରେ କିଛିବି ପଦକ୍ଷେପ ନେବେ ନାହିଁ । ତେବେ ବର୍ତ୍ତମାନ ମହିଳାଙ୍କ ଦାବି ଏହା ଯେ ତାଙ୍କ ସ୍ୱାମୀ ତାଙ୍କ ପାଖକୁ ଫେରି ଆସନ୍ତୁ ଏବଂ ଯେମିତି ସ୍ୱାମୀ ହିସାବରେ ରହିବା କଥା ସେହିଭଳି ରୁହନ୍ତୁ ।

Leave a Reply

Your email address will not be published. Required fields are marked *