ମୋ ମୃତ୍ୟୁ ହିଁ ମତେ ନିର୍ଦ୍ଦୋଷ ପ୍ରମାଣିତ କରିବ ଏମିତି କହି ଡାକ୍ତରାଣୀ ଆ-ତ୍ମହ-ତ୍ୟା କଲେ…

ଯେତେବେଳେ ଗୋଟେ ରୋଗୀର ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃ-ତ୍ୟୁ ହୁଏ ସେତେବେଳେ ଦୋ-ଷ କେବଳ ଡାକ୍ତରମାନଙ୍କୁ ଦିଆଯାଏ । କିନ୍ତୁ ପ୍ରତ୍ୟେକ ଥର ଏପରି ହୋଇନଥାଏ । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ରୋଗୀଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇଯାଏ । ଏହିପରି ଏକ ଘ-ଟ-ଣା ରାଜସ୍ଥାନରେ ଦେଖିବାକୁ ମିଳିଥିଲା ।

ଏଠାରେ ଏକ ଗର୍ଭ-ବତୀ ମହିଳାଙ୍କ ମୃ-ତ୍ୟୁ ପରେ ପରିବାର ସଦସ୍ୟ ତାଙ୍କୁ ଚିକିତ୍ସା କରୁଥିବା ମହିଳା ଡାକ୍ତରଙ୍କ ଉପରେ ହ-ତ୍ୟା ଅଭି-ଯୋଗ କରିଥିଲେ । ଯାହା ପରେ ମହିଳା ଡାକ୍ତର ନିଜ ଉପରେ ଏତେ ବଡ ଅଭି-ଯୋଗକୁ ସହି ନପାରି ଆ-ତ୍ମହ-ତ୍ୟା କରିଥିଲେ । ଏଭଳି ପରିସ୍ଥିତିରେ ଆ-ତ୍ମହ-ତ୍ୟା କରିଥିବା ଡାକ୍ତରଙ୍କ ଆ-ତ୍ମହ-ତ୍ୟା ନୋଟ ମିଳିଛି ।

ଏହି ଘଟ-ଣାଟି ରାଜସ୍ଥାନର ଦୌସା ଅଞ୍ଚଳର ଅଟେ । ଯେତେବେଳେ ଲାଲସୋଟରେ ପୋଷ୍ଟ ହୋଇଥିବା ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ବିରୋ-ଧରେ ଜଣେ ଗର୍ଭ-ବତୀ ମହିଳାଙ୍କ ହ-ତ୍ୟା ମା-ମ-ଲା ରୁଜୁ ହୋଇଥିଲା, ସେତେବେଳେ ସେ ତାଙ୍କ ନିର୍ଦ୍ଦୋ-ଷତାର ଯନ୍ତ୍ର-ଣାକୁ ଆ-ତ୍ମହ-ତ୍ୟା ନୋଟରେ ଲେଖିଥିଲେ । ପୋ-ଲି-ସକୁ ମିଳିଥିବା ଏହି ନୋଟରେ ଅର୍ଚ୍ଚନା ଲେଖିଛନ୍ତି ଯେ ମୁଁ କୌଣସି ଭୁଲ କରି ନାହିଁ, କାହାକୁ ହ-ତ୍ୟା କରି ନାହିଁ, ପିପିଏଚ ଏକ ଜଟିଳତା, ଏଥିପାଇଁ ଡାକ୍ତରମାନଙ୍କୁ ନି-ର୍ଯାତ-ନା ଦେବା ବନ୍ଦ କରାଯାଉ । ଏହା ସହିତ ଅର୍ଚ୍ଚନା ନିଜ ସନ୍ତାନ ବିଷୟରେ ଚିନ୍ତା କରି ନୋଟରେ ଲେଖିଛନ୍ତି ଯେ ଦୟାକରି ମୋ ପିଲାକୁ କେବେ ମା’ର ଅ-ଭା-ବ ଅନୁଭବ କରିବାକୁ ଦେବେ ନାହିଁ ।

ଆମେ ଆପଣଙ୍କୁ କହିରଖୁଛୁ ଯେ ସୋମବାର ଦିନ ରାଜସ୍ଥାନର ଦୌସା ଜିଲ୍ଲାର ଲାଲସୋଟର ଆନନ୍ଦ ହସ୍ପିଟାଲରେ ପ୍ରସବ ସମୟରେ ଜଣେ ଗର୍ଭ-ବତୀ ମହିଳାଙ୍କ ମୃ-ତ୍ୟୁ ଘ-ଟି-ଛି । ଏହା ପରେ ମୃତ-କଙ୍କ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ଡାକ୍ତରଖାନାରେ ହ-ଙ୍ଗା-ମା କରିଥିଲେ । ଏହା ସହିତ ପରିବାର ସଦସ୍ୟ ଚିକିତ୍ସା କରୁଥିବା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ବି-ରୋ-ଧରେ ହ-ତ୍ୟା ମା-ମ-ଲା ରୁ-ଜୁ କରିଥିଲେ ।

ମା-ମ-ଲା ରୁ-ଜୁ ହେବାର ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ସକାଳେ ଡକ୍ଟର ଅର୍ଚ୍ଚନା ଶର୍ମା ନିଜକୁ ଫା-ଶୀ ଦେଇ ଆ-ତ୍ମହ-ତ୍ୟା କରିଥିଲେ । ଏଭଳି ପରିସ୍ଥିତିରେ ସୂଚନା ପାଇବା ମାତ୍ରେ ପୋ-ଲି-ସ ଘଟ-ଣାସ୍ଥ-ଳରେ ପହଞ୍ଚି ଘଟ-ଣାର ତ-ଦ-ନ୍ତ କରିଥିଲା । ମହିଳା ଡାକ୍ତରଙ୍କ ମୃ-ତଦେ-ହକୁ ପୋ-ଲି-ସ୍ ପୋ-ଷ୍ଟମ-ର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଛି ।

ଏଥି ସହିତ ମହିଳା ଡାକ୍ତରଙ୍କ ସ୍ୱାମୀ ଡାକ୍ତର ସୁନୀଲ ଉପାଧ୍ୟାୟ ଲାଲସୋଟ ପୋ-ଲି-ସ ଷ୍ଟେସ-ନରେ ଆ-ତ୍ମହ-ତ୍ୟା ପାଇଁ ପ୍ରେରିତ କରିଥିବା ଅଭି-ଯୋଗରେ ଏଫଆଇଆର ଦେଇଛନ୍ତି । ଏହି ଅଭି-ଯୋଗରେ ଡକ୍ଟର ଉପାଧ୍ୟାୟ ସୋମବାର ବି-ରୋ-ଧ ପ୍ରଦର୍ଶନ ସହ ଜଡିତ ବିଜେପି ନେତା ବଲ୍ୟା ଯୋଶୀ ଏବଂ ଖବରକାଗଜ ସାମ୍ବାଦିକଙ୍କ ବି-ରୋ-ଧରେ ମଧ୍ୟ ମା-ମ-ଲା ଦା-ୟର କରିଛନ୍ତି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଡାକ୍ତରମାନେ ମୃ-ତ ଡାକ୍ତରଙ୍କ ନ୍ୟା-ୟ ପାଇଁ ଏକ ପ୍ରଦର୍ଶନରେ ବାହାରିଛନ୍ତି ।

Leave a Reply

Your email address will not be published. Required fields are marked *