ଗାର୍ଲଫ୍ରେଣ୍ଡ ସହ ଆପ-ତ୍ତି ଜ-ନକ ଅବସ୍ଥାରେ ସ୍ୱାମୀକୁ ଧରିଲା ସ୍ତ୍ରୀ, ୧ ଘଣ୍ଟା ଧରି ସ୍ୱାମୀକୁ ଚପଲରେ ସେ-କିଲା ସ୍ତ୍ରୀ। ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

ପତି ଓ ପତ୍ନୀ ମଧ୍ୟରେ ଥିବା ସ-ମ୍ପର୍କ ହେଉଛି ଭରସାର ସ-ମ୍ପର୍କ ଅଟେ। ବିଶ୍ୱାସ ଓ ଭରସା ଯେତେ ଦୃଢ଼ ହେବ ସ-ମ୍ପର୍କ ମଧ୍ୟ ଦୃଢ଼ ରହିବ। ଯଦି ଦୁହିଙ୍କ ମଧ୍ୟରୁ କାହାର ମଧ୍ୟ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ମନ ବଢି ଯାଏ ତେବେ ସମ୍ପ-ର୍କରେ ଫାଟ ପଡିଥାଏ ଓ ଏହାର ପରିଣାମ ଭ-ୟଙ୍କର ମଧ୍ୟ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶରେ ଏହିଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ ସ୍ୱାମୀ ନିଜ ପ୍ରେମିକାକୁ ନେଇ ହୋଟେଲରେ ରୋ-ମା-ନ୍ସ କରୁଥିଲା। ଖବର ପାଇ ସ୍ୱାମୀ ଓ ପ୍ରେମିକାକୁ ଧରି ଚପ-ଲରେ ପି-ଟିବାକୁ ଲାଗିଲା। ତେବେ ଏହି ଦୃ-ଶ୍ୟ ବାସ୍ତବରେ ଦେଖିବା ଯୋଗ୍ୟ ଥିଲା। ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରେମିକା ସହ ସ୍ୱାମୀକୁ ଧ-ରିଲା ସ୍ତ୍ରୀ

ତେବେ ଏହି ଘ-ଟଣା ୧୯ ସେପ୍ଟେମ୍ବର ସୋମବାର ରାତିର ଘ-ଟଣା ବୋଲି କୁହାଯାଉଛି। ଦିନେଶ ଗୋପାଲ୍ ନାମକ ଜଣକ ବ୍ୟକ୍ତି ଯିଏକି ଦିଲ୍ଲୀ ଆଗ୍ରା ସ୍ଥିତ ଏକ ହସ୍ପିଟାଲର ଆଇସିୟୁ ବିଭାଗର ଇଂଚାର୍ଜ ଅଟନ୍ତି। ତେବେ ସେ ଜଣେ ବିବାହିତ ଓ ତାଙ୍କର ପିଲାଛୁଆ ମଧ୍ୟ ଅଛନ୍ତି। କିନ୍ତୁ ତଥାପି ତାଙ୍କ ଭିତରେ ଥିବା କାମନାର ଭୋକ କମି ନଥିଲା। ସେ ଆଉ ଜଣେ ଯୁବତୀଙ୍କୁ ପ୍ରେମ କରି ବସିଥିଲେ। ତେବେ ଉକ୍ତ ଯୁବତୀ ଜଣକ ମଧ୍ୟ ଜଣେ ବିବାହିତା ଅଟନ୍ତି। ଦୁହେଁ ଲୁ-ଚି ଛୁ-ପି ପରସ୍ପରକୁ ଦେଖା ସାକ୍ଷାତ କରନ୍ତି। କିନ୍ତୁ ଏହିଥର ଦିନେଶଙ୍କ ପତ୍ନୀ ସେମାନଙ୍କ ଚୋ-ରା ପିରତିକୁ ଧରି ପକେଇ ଥିଲେ।

ଚପ-ଲରେ ପି-ଟିଲା ସ୍ତ୍ରୀ

ସ୍ୱାମୀ ଓ ପ୍ରେମିକା ହୋଟେଲ ଭିତରେ ଆପ-ତ୍ତି ଜ-ନକ ଅବସ୍ଥାରେ ଶୋଇଥିବା ସମୟରେ ସ୍ତ୍ରୀ ସେମାନଙ୍କୁ ଧ-ରି ପକେଇ ଥିଲା। ତେବେ ଏହାପରେ ସ୍ତ୍ରୀ ମନରେ ଥିବା କ୍ରୋ-ଧ ବୃଦ୍ଧି ପାଇଥିଲା ଓ ଉଭୟ ସ୍ୱାମୀ ଓ ମହିଳାଙ୍କୁ ପାଖାପାଖି ଏକ ଘଣ୍ଟା କାଳ ଚପଲରେ ପିଟିଲେ। ତେବେ ଏହି ସମସ୍ତ ଦୃ-ଶ୍ୟକୁ ମହିଳାଙ୍କ ଭାଇ ନିଜ ଫୋନ କ୍ୟାମେରା ସାହାଯ୍ୟରେ ରେ-କର୍ଡ଼ କରିଥିଲେ। କେବଳ ସେତିକି ନୁହେଁ ଉକ୍ତ ପତ୍ନୀ ଜଣକ ମଧ୍ୟ ସ୍ୱାମୀର ପ୍ରେମିକାକୁ ଛାଡି ନଥିଲେ ଚୁଟି ଭିସଡ଼ି ନି-ର୍ଧୁମ ମା-ଡ଼ ମା-ରିଥିଲେ।

ଅନ୍ୟପଟେ ଉକ୍ତ ପୁରୁଷ ଜଣକ ବାରମ୍ବାର କ୍ଷମା ପ୍ରାର୍ଥନା କରୁଥିଲେ ମଧ୍ୟ ସ୍ତ୍ରୀ ଶୁଣିବାକୁ ନାରାଜ। ନିଜ ରା-ଗ ଶାନ୍ତ ନ ହେଲେ ପର୍ଯ୍ୟନ୍ତ ସ୍ୱାମୀକୁ ଚପ-ଲରେ ପି-ଟି ଚାଲିଲେ। ତେବେ ଏହି ହାଇଡ୍ରାମା ଶେଷ ହେବା ପରେ ସ୍ତ୍ରୀ ପୋ-ଲି-ସକୁ ଡାକି ସ୍ୱାମୀକୁ ଧରେଇ ଥିଲା ଏବଂ ପ୍ରେମିକାର ସ୍ୱାମୀକୁ ମଧ୍ୟ ଏହି ବିଷୟରେ ଜଣେଇଥିଲେ। ମହିଳାଙ୍କ କହିବାନୁଯାୟୀ ତାଙ୍କ ସ୍ୱାମୀ କାମର ବାହାନା କହି ଅନେକ ସମୟରେ ଘରକୁ ଫେରୁ ନଥିଲେ। ନିଜ ଚାକିରିରୁ ଭଲ ରୋଜଗାର କରୁଥିଲେ ମଧ୍ୟ ଘର ଖର୍ଚ୍ଚ କରିବା ପାଇଁ ଦେଉ ନଥିଲେ

ତେବେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଖୁବ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଜଣେ ଆଉ ଜଣଙ୍କ ପାଖକୁ ସେୟାର କରିବା ସହ ମଜାଦାର କ-ମେ-ଣ୍ଟ ମଧ୍ୟ କରୁଥିବାର ଆପଣ ଦେଖିବାକୁ ପାଇବେ। ଜଣେ ୟୁଜର ଲେଖିଛନ୍ତି ଏଭଳି ସ୍ୱାମୀ ସହ ଏଭଳି କରିବା ଉଚିତ ଆଉ ଜଣେ ୟୁଜର ମଧ୍ୟ ଲେଖିଛନ୍ତି କି ଆଗକୁ ଏଭଳି କାମ କରିବା ଆଗରୁ ନିଶ୍ଚିତ ଭାବିବେ।

Leave a Reply

Your email address will not be published. Required fields are marked *