ଯୌ-ତୁକ ନେଇଗଲା ନିରୀହ ଜୀବନ , ବୋହୂକୁ ଝିଅ କରି ରଖିବେ କହି ଶାଶୁ ନେଇଗଲେ ଜୀବନ

ଯୌ-ତୁକ ଭା-ଙ୍ଗି ଦେଲା ସୁନାର ସଂସାର । ବାପା ମାଆ ଠାରୁ ଅଲଗା କରିଦେଲା ତାଙ୍କ ଗେଲ୍ହି ଝିଅ ଆଉ ଭାଇ ଠାରୁ ଛଡ଼ାଇ ନେଲା ତାଙ୍କ ଭଉଣୀ । କାନ୍ଦି କାନ୍ଦି ପରିବାର ହୋଇ ଯାଉଛନ୍ତି ଚେତା ଶୂନ୍ୟ । ଗୋଟିଏ ବୋଲି ଭଉଣୀକୁ ହରାଇ ଭାଇ ଗଡି ଯାଉଛି ତଳେ , ଆଉ କହୁଛି ମୋ ଭଉଣୀକୁ ଫେରାଇ ଦିଅ । ଆଖିରୁ ଝରି ଯାଉଛି ଲୁ-ହ , ଆଉ ପାଦ ତଳୁ ଖସି ଯାଉଛି ମାଟି । ପୁରା ପରିବାର ଏବେ ଭା-ଙ୍ଗି ପଡିଛନ୍ତି ।

ସତେକି ତାଙ୍କ ଜୀବନ ତାଙ୍କ ଦେହରୁ ବାହାରି ଯାଇଛି , ଠିକ୍ ସେହିପରି ସେମାନଙ୍କୁ ଅନୁଭବ ହେଉଛି । ତେବେ ଆମେ କହୁଛୁ ରାଜଧାନୀର ସେହି ଲୋମ ଟା-ଙ୍କୁରା କାହାଣୀ । ଯୌ-ତୁକ ପାଇଁ ଶାଶୁ ନେଇଗଲେ ବୋହୂର ଜୀବନ । ସୁଶ୍ରୀ ସଂଗୀତା ବସ୍ତିଆ ପେଶାରେ ଜଣେ ନର୍ସ ଥିଲେ । ଆଉ ଶାଶୁ ଘର ଲୋକଙ୍କ ଯୌ-ତୁକ ପ୍ରଲୋ-ଭନ ପୂରଣ କରିବା ପାଇଁ ସେ ଓଭର ଟାଇମ୍ ଡ୍ୟୁଟି କରି ଟଙ୍କା ଆଣି ଦେଉଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି ।

ତଥାପି ଏତିକିରେ ଶାନ୍ତି ନଥିଲେ ତାଙ୍କ ଶାଶୁ ଘର ଲୋକେ । ବିଶେଷ କରି ତାଙ୍କ ଶାଶୁ ତାଙ୍କୁ ଅଧିକ ନିର୍ଯ୍ୟା-ତନା ଦେଉଥିଲେ । ବାରମ୍ବାର ତାଙ୍କୁ ଯୌ-ତୁକ ମାଗି ଚାଲିଥିଲେ । ଆଉ ଚୁପ୍ ଚାପ୍ ହୋଇ ସହି ଯାଉଥିଲେ ନିରୀହ ସୁଶ୍ରୀ । ତେବେ କୁହାଯାଏ ନା , ସହିବାର ସୀମା ଟପି ଗଲା ପରେ ମଣିଷ ନିଜକୁ ଆଉ ରୋକି ପାରେନାହିଁ । ଠିକ୍ ସେହିପରି ସୁଶ୍ରୀ ଆଉ ନିଜକୁ ନ ସମ୍ଭାଳି ପାରି ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ପୋଲି-ସର ପଚ-ରା ଉ-ଚରା ପରେ ଜଣା ପଡିଥିଲା ସବୁ ସତ୍ୟ ।

ଜଣା ପଡିଥିଲା କି , ତାଙ୍କ ଶାଶୁ ତାଙ୍କୁ ଅନେକ ନିର୍ଯ୍ୟା-ତନା ଦେଇଥିଲେ । ସେ ହିଁ ତାଙ୍କୁ ବହୁତ୍ କ-ଷ୍ଟ ଦେଉଥିଲେ । ଆଉ ସୁଶ୍ରୀ ସେ ସବୁକୁ ସହି ଚାଲିଥିଲେ । ତେବେ ପୋ-ଲିସ ଜାଣିବା ପରେ ତାଙ୍କ ଶାଶୁଙ୍କୁ ଗି-ରଫ କରି ନେଇ ରାସ୍ତାରେ ଚଳାଇ ଚଳାଇ ନେଉଛି । ଅନ୍ୟ ପକ୍ଷରେ ତାଙ୍କ ସ୍ଵାମୀ ଏବଂ ଶଶୁର କୁଆଡେ ଫେ-ରାର ହୋଇ ଯାଇଛନ୍ତି ଆଉ ପୋ-ଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରି ଚାଲିଛି । ତେବେ ସାମ୍ବାଦିକ ସୁଶ୍ରୀଙ୍କ ଶାଶୁଙ୍କୁ ହ-ତ୍ୟା କରିବାର କାରଣ ପଚାରିବାରୁ ସେ କଥା ନ ଶୁଣି ଆଗକୁ ବଢି ଯାଇଥିଲେ ।

Leave a Reply

Your email address will not be published. Required fields are marked *