ଜେ-ଲ ଖାଇବା ଦେଖି କାନ୍ଦୁଛନ୍ତି ଅର୍ଚ୍ଚନା।

ମୁଁ ଏ ଖାଇବା ଖାଇ ପାରିବି ନାହିଁ। ମୁଁ ରୁପା ଥାଳି ରୁପା ଗିନାରେ ଖାଉଥିଲି ରୂପା ଗ୍ଲାସରେ ପାଣି ପିଉଥିଲି। ଡାଇନିଙ୍ଗ ଉପରେ ବସି ମଜା ନେଇ ଖାଉଥିଲି। ପ୍ରତ୍ୟକ ଦିନ ମୁଁ ନୂଆ ନୂଆ ଆଇଟମ ଖାଉଥିଲି ହେଲେ ଏ କଣ ଜେ-ଲରେ ମତେ ଦୁଇ ଖଣ୍ଡ ରୁଟି ଆଉ ଟିକେ ସନ୍ତୁଲା ଖାଇବାକୁ ଦେଉଛନ୍ତି। ଏ ଖାଇବା ମୁଁ କେମିତି ଖାଇବି। ସତରେ ସମୟ କଣ ଏତେ ଜଲ୍ଦି କଡ ଲେଉଟାଇ ଦିଏ।

ଯେଉଁ ଦୁନିଆରୁ ଥରେ ମୁଁ କୋଟି ପତି ହୋଇଥିଲି ପୁଣି ଥରେ ମୋ ଅତୀତକୁ ମତେ ଫେରିବାକୁ ପଡିଲା। ସେ କୋଟି ପତି ହୋଇ କିଛି ଲାଭ ହେଲାନି। ପୂର୍ବରୁ ଦିନେ ମୁଁ ଯାହା ଥିଲି ଆଜି ସେମିତି ହୋଇଗଲି। ଟଙ୍କା ରୋଜଗାର ନି-ଶାରେ ଶରୀରକୁ ଖାତିର ନକରି ମୁଁ ସମସ୍ତଙ୍କୁ ଖୁସି କଲି ସମସ୍ତେ ନିଜ ନିଜର ଭୋକ ମେଣ୍ଟା-ଇଲେ ହେଲେ ମୁଁ କିନ୍ତୁ ନଖାଇ ଉପାସ ରହୁଛି।

ବନ୍ଧୁଗଣ ଏବେ ଜେ-ଲ ଭିତରେ ଅର୍ଚ୍ଚନା ଥିବା ବେଳେ ଅର୍ଚ୍ଚନାଙ୍କୁ ଜେ-ଲ ଖାଇବା ପସନ୍ଦ ଆସୁନି। ଜେ-ଲ ଭିତରେ ମିଳୁଥିବା ଖାଦ୍ୟ ଦେଖିଲେ ଅର୍ଚ୍ଚନାଙ୍କ ଆଖିରୁ ଲୁ-ହ ଝରି ଆସୁଛି।ଆଉ ଅର୍ଚ୍ଚନା ଭାବୁଛନ୍ତି ଦିନେ ମୁଁ କେତେ ବିଳା-ସପୂର୍ଣ ଜୀବନ ବିତାଉଥିଲି ହେଲେ ଆଜି ସବୁକିଛି ଏପଟ ସେପଟ ହୋଇଯାଇଛି। ଦିନେ ମୁଁ ବିରିୟାନି ଖାଉଥିଲି ଟିକେ ଖାଇ ଅନେଇ କିଛି ଫିଙ୍ଗି ଦେଉଥିଲି।

ହେଲେ ଆଜି ମତେ ଦୁଇ ଖଣ୍ଡ ରୁଟି ଆଉ ଟିକେ ସନ୍ତୁଲା ଖାଇବାକୁ ପଡୁଛି। ଦରକାର ନାହିଁ ମୋର ଏ ଖାଇବା। ମୁଁ କେମିତି ବା ଖାଇ ପାରିବି ଏମିତି ଖାଇବା। ମୋର ତ ଅଭ୍ୟାସ ହୋଇ ଯାଇଛି। ପ୍ରତି ଦିନ ନୂଆ ନୂଆ ଖାଇବା। ସତ କହୁଛି ଏ ଖାଦ୍ୟ ମୁଁ ଖାଇ ପାରିବି ନାହିଁ।

ଏବେ ଜେ-ଲ ଭିତରେ କୁଆଡେ କା-ନ୍ଦି କା-ନ୍ଦି ଅର୍ଚ୍ଚନା ନାଗ ଅନୁତାପ କରୁଛନ୍ତି। ହେଲେ କିନ୍ତୁ ଆଖିରୁ ଲୁ-ହ ଝରି ପଡୁଥିବା ବେଳେ ଏବେ ଅର୍ଚ୍ଚନାଙ୍କ ଦୁଃ-ଖ ବୁଝିବାକୁ ଅର୍ଚ୍ଚନାଙ୍କ ପାଖରେ କେହି ନାହାଁନ୍ତି, ଅର୍ଚ୍ଚନାଙ୍କ ଲୁ-ହ ପୋଛିବାକୁ ମଧ୍ୟ କେହି ନାହାଁନ୍ତି। ସେପଟେ ଯାହା ଶୁଣିବାକୁ ମିଳୁଛି କି ଅର୍ଚ୍ଚନା ନାଗଙ୍କ ଜା-ମିନ ଖାରଜ ହୋଇଯାଇଛି। ଜାମିନ ପାଇଁ ଅର୍ଚ୍ଚନା ଆବେଦନ କରିଥିବା ବେଳେ ଭୁବନେଶ୍ୱର ଏସ୍ଡ଼ିଜିଏମ କୋର୍ଟ ତାହା ଖାରଜ କରିଦେଇଛନ୍ତି।

ଆଉ ଅର୍ଚ୍ଚନା ଏବେ ଜେ-ଲ ଭିତରେ ଏକା ଏକା ଚୁପ ଚାପ ବସି ରହୁଛନ୍ତି। ଭାବୁଛନ୍ତି କେବେ ଏ ଅନ୍ଧାରର ଜେଲ ଭିତରୁ ପୁଣି ଥରେ ତାଙ୍କ ରଙ୍ଗୀନ ଦୁନିଆକୁ ଫେରିବେ। କେବେ ପୁଣି ତାଙ୍କ ଦାମୀ ଘରେ ଏସି ଲଗେଇ ଅଚିନ୍ତାରେ ସୋଇବେ। ପୁଣି କେବେ ରୁପା ଥାଳି ରୁପା ଗିନା ଆଉ ରୁପା ଗ୍ଲାସ ରେ ପାଣି ପିଇବେ।

ତେବେ ଯାହା କୁହାଯାଉଛି କି ଯେଉଁ ଦିନ ଅର୍ଚ୍ଚନା ଜା-ମିନ ପାଇଁ ଆବେଦନ କରିଥିଲେ ଉକ୍ତ ଦିନ କୋର୍ଟ ଏହାକୁ ସଂର-କ୍ଷିତ ରଖିଥିବା ବେଳେ ଆଜି ତାହାକୁ ଖାରଜ କରି ଦେଇଛନ୍ତି। ଏହି ଖବର ଅର୍ଚ୍ଚନା ଜାଣିବା ପରେ ମନେ ମନେ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି। କାରଣ ସେ କହୁଛନ୍ତି କି ତାଙ୍କୁ ଏ ପରିବେଶ କି ଏ ଖାଦ୍ୟ କିଛି ଭଲ ଲାଗୁନି।

ତାଙ୍କର କୁଆଡେ ତାଙ୍କ ଦାମୀ ଘର ଦାମୀ ଗାଡି ଆଉ ତାଙ୍କ ଅତିଥି ମାନଙ୍କ କଥା ମନେ ପଡୁଛି ବୋଲି ଲୋକେ କହୁଛନ୍ତି । ତେବେ ବନ୍ଧୁଗଣ ଶାରୀ-ରିକ ସ-ମ୍ପର୍କ ରଖି ବ୍ଲା-କମେ-ଲ କରି ଫ-ସାଇ ଟଙ୍କା ଆଦାୟ କରୁଥିବା ଅର୍ଚ୍ଚନା ଗି-ରଫ ହେବା ପରେ ଜେ-ଲରେ ଅଛନ୍ତି ଆଉ ଏହା ଭିତରେ ଅର୍ଚ୍ଚନା କୁଆଡେ ଖୁବ ମନ ଦୁଃ-ଖ କରୁଛନ୍ତି କାରଣ ଅର୍ଚ୍ଚନାଙ୍କୁ ସେ ଜେ-ଲ ଭିତରେ ଆବଦ୍ଧ ହୋଇ ରହିବାକୁ ଭଲ ଲାଗୁନି।

Leave a Reply

Your email address will not be published. Required fields are marked *