ବାଟରେ ଛକି ବସିଥିଲେ ସୁ-ପାରି କି-ଲରି , ଅର୍ଚ୍ଚନା ନାଗ ଉପରେ କରିଥାନ୍ତେ ଆକ୍ର-ମଣ

ଗତକାଲି ଅର୍ଚ୍ଚନା ନାଗଙ୍କୁ ପୋ-ଲିସ କୋର୍ଟରେ ହାଜର କରିବାର ଖବର ଆପଣ ସମସ୍ତେ ଜାଣି ସାରିଥିବେ । ବହୁ ଦିନ ପରେ ଜେ-ଲ ର ଚାରି କାନ୍ଥରୁ ବାହାରି ଥିଲେ ଅର୍ଚ୍ଚନା ଆଉ ଅନେକ ଗଣମାଧ୍ୟମର ସମ୍ମୁଖୀନ କରିଥିଲେ ସେ । ଲୋକଙ୍କ ଆଗରେ ବି ନିଜର ଗରମ ଦେଖାଇବାକୁ ଭୁଲି ନଥିଲେ ଅର୍ଚ୍ଚନା । ଆଉ କହୁଥିଲେ ମିଡ଼ିଆ ତାଙ୍କୁ ହଇ-ରାଣ କରିଛି । ତେବେ ଗଣମାଧ୍ୟମ ତାଙ୍କୁ ପଚାରିଥିଲେ ସତ କଥା ସବୁ ସେ କେବେ କହିବେ ।

ତେବେ ଏହାର ଉତ୍ତର ରଖି ଅର୍ଚ୍ଚନା କହିଥିଲେ ଯେ , ଦିନ ଆସିଲେ ସେ ସବୁ କଥା କହିବେ । ଏବେ ତାଙ୍କୁ ସେଥିପାଇଁ କିଛି ବି ପଚାରନ୍ତୁ ନାହିଁ । ତେବେ କୋର୍ଟ ଯିବା ପାଇଁ ଅର୍ଚ୍ଚନା ଙ୍କ ସହିତ ଥିଲା ହାଇ ସିକ୍ୟୁ-ରିଟି । ଆଗ ପଛ ଚାରିଆଡ଼େ ଲାଗି ରହିଥିଲେ ପୋ-ଲିସ । ଯେମିତି ତାଙ୍କ ଉପରେ କେହି ଆକ୍ର-ମଣ ନ କରି ପାରନ୍ତୁ , ସେଥିପାଇଁ ପୋ-ଲିସ ଜଗି ବସି ଥିଲା । ଆଉ କଡା ନଜର ରଖିଥିଲା ସମସ୍ତଙ୍କ ଉପରେ । ଅର୍ଚ୍ଚନାଙ୍କ ଯେପରି କିଛି ଅସୁବିଧା ନ ହୁଏ , ସେଥିପାଇଁ ପୋ-ଲିସ ରହିଥିଲା ସଜାଗ ।

ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳୁଥିଲା କି , ଅର୍ଚ୍ଚନାଙ୍କୁ ହ-ତ୍ୟା କରିବା ପାଇଁ ବଡ ବଡ ସୁ-ପାରୀ କି-ଲର ମାନେ ବାଟରେ ଅନାଇ ବସିଥିଲେ । କାହିଁକି ନା ବଡ ବଡ ଲୋକ ମାନଙ୍କର ଏଥିରେ ରହିଛି ସଂପୃକ୍ତି । ଆଉ ସେଥିପାଇଁ ତାଙ୍କୁ ହ-ତ୍ୟା କରିଦେଲେ ନେତା ମନ୍ତ୍ରୀଙ୍କ ସମସ୍ୟା ଦୁର ହୋଇଯିବ । ସେଥି ପାଇଁ ସେମାନେ ଅର୍ଚ୍ଚନାଙ୍କୁ ହ-ତ୍ୟା କରିବା ପାଇଁ ସୁ-ପାରୀ କି-ଲର ଲଗାଇ ଦେଇଥିଲେ । ତାଙ୍କ ବାଟରୁ କ-ଣ୍ଟା ହଟିଯିବ ଭାବି ସେମାନେ ହ-ତ୍ୟା କରିବା ପାଇଁ ଲୋକ ପଠାଇ ଦେଇଥିଲେ । କିନ୍ତୁ ସବୁକିଛି ହୋଇଗଲା ଫେଲ

କାରଣ ଅର୍ଚ୍ଚନା ଙ୍କୁ ପୋ-ଲିସ କଡା ସିକ୍ୟୁ-ରିଟି ଭିତରେ ଏପରି ଭାବରେ ନେଇ ଯାଇଥିଲା କି , କେହି ଜାଣି ପାରି ନଥିଲେ । ଭ୍ୟାନ ଭିତରେ ସବୁକିଛି ହୋଇ ଯାଇଥିଲା ପ୍ରସ୍ତୁତି । ଆଉ ଏହିପରି ଭାବରେ ପୋ-ଲିସ ତାଙ୍କୁ ନେଇ ଯାଇଥିଲା କି , ସବୁକିଛି ପରିବର୍ତ୍ତନ ହୋଇ ଯାଇଥିଲା । ସୁ-ପାରୀ କି-ଲର ମାନେ ଜାଣି ପାରି ନଥିଲେ କି , କେଉଁ ଜାଗାରେ ଅର୍ଚ୍ଚନା ବସିଛନ୍ତି । ଆଉ ସେଥିପାଇଁ ସେମାନେ ଗୁ-ଳି ମଧ୍ୟ ଚଳାଇ ପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *