ଅସଂ-ଜତ ଅବସ୍ଥାରେ ସରପଞ୍ଚ ସହ ସ୍ତ୍ରୀ କୁ ଦେଖିବା ସ୍ୱାମୀ ପାଇଁ ହେଲା କା-ଳ।

ଚାଲିଥିଲା ରୋ-ମାନ୍ସ। ପୁରା ମୁଡ଼ରେ ଥିଲେ ସ୍ତ୍ରୀ ଓ ପର ପୁରୁଷ। କୁଆଡେ ପର ପୁରୁଷ ଜଣଙ୍କ ଜନ ପ୍ରତିନିଧି। ଯିଏ କି ସମାଜ ଗଢନ୍ତି ସମାଜର ସମସ୍ୟାକୁ ସମାଧାନ କରନ୍ତି ସେ ପର ସ୍ତ୍ରୀ ସହ କରୁଥିଲେ ଗୋଟିଏ ରୁମ ଭିତରେ ରାସ-ଲୀଳା। ଆଉ ସେହି ସମୟରେ ସ୍ୱାମୀ ଆସି ଦେଖିଥିଲା ସ୍ତ୍ରୀ ଓ ସରପଞ୍ଚ ବାବୁଙ୍କ ଅନ୍ତ-ରଙ୍ଗ ମୁହୂର୍ତ୍ତକୁ। ବାସ ସ୍ୱାମୀ ପାଇଁ ଏହା କା-ଳ ହୋଇଗଲା। ହଁ ଆଜ୍ଞା ସ୍ୱାମୀର ଏତିକି ଭୁଲ ଥିଲା ଯେ ସ୍ୱାମୀ ହଟାତ ପହଞ୍ଚି ଯାଇଥିଲା ଘରେ ଆଉ ଦେଖି ନେଇଥିଲା ଉଭୟଙ୍କୁ ଅସଂ-ଜତ ଅବସ୍ଥାରେ।

ଏହି ଭୁଲ ପାଇଁ ସ୍ତ୍ରୀ ଆଉ ସରପଞ୍ଚ ଉଭୟ ମିଶି ସ୍ୱାମୀକୁ ଦେଇଥିଲେ ସାଂଘା-ତିକ ଦ-ଣ୍ଡ ଯାହା ସ୍ୱାମୀ କେବେ କଳ୍ପନା ମଧ୍ୟ କରିନଥିଲେ। ବନ୍ଧୁଗଣ ଆପଣ ବି ଜାଣିଲେ ମୁଣ୍ଡରେ ହାତ ଦେବେ ଆଉ କହିବେ କି ଧନ୍ୟ ସେ ସ୍ତ୍ରୀ ଆଉ ଧନ୍ୟ କହିବ ସେ ଜନ ପ୍ରତିନିଧିଙ୍କୁ । କେବଳ ଏତିକି ନୁହେଁ ମନେ ମନେ ପ୍ରଶ୍ନ କରିବେ ଏମିତି ଲୋକଙ୍କୁ ଜନତା କିପରି ନିଜର ଭୋଟ ଦେଇ ଚୟନ କରିଥିଲେ। ଆସନ୍ତୁ ପୁରା ଘ-ଟଣା ଉପରେ ଏବେ ନଜର ପକାଇବା।

ଦିନେ ପ୍ରେମ କରି ସ୍ତ୍ରୀର ହାତ ଧରିଥିଲେ ସ୍ୱାମୀ। ଲୁ-ଚା ଛପା ପ୍ରେମକୁ ସ୍ୱାମୀ ଦେଇଥିଲେ ବିବାହର ରୂପ। ସ୍ତ୍ରୀ କହୁଥିଲେ ମୁଁ ତୁମକୁ ଛାଡି ବଞ୍ଚି ପାରିବି ନାହିଁ। ତୁମ ବିନା ମୋ ନିଃ-ଶ୍ୱାସ ଚାଲେ ନାହିଁ। ହେଲେ ଶୁଣିଲେ ଚକିତ ହୋଇଯିବେ ଯେଉଁ ସ୍ତ୍ରୀ ଦିନେ ସ୍ୱାମୀଙ୍କୁ ଏତେ ଭଲ ପାଉଥିଲେ ଯେଉଁ ସ୍ୱାମୀଙ୍କ ବିନା ଗୋଟିଏ ମୁହୂର୍ତ୍ତ ଗୋଟିଏ ଯୁଗ ପରି ଲାଗୁଥିଲା ସେହି ସ୍ତ୍ରୀ ବିବାହର ଛ ବର୍ଷ ପରେ ଏକ ଦମ ବଦଳି ଯାଇଥିଲା। କେବଳ ବଦଳି ଯାଇନଥିଲା କରୁଥିଲା ସ୍ୱାମୀ ସହ ବିଶ୍ୱାସ ଘା-ତକ।

ଯେଉଁ ସ୍ୱାମୀର ହାତ ଧରିବାକୁ ଜୀବନ ସାଥି ହେବାକୁ ସ୍ତ୍ରୀ କା-ନ୍ଦି କା-ନ୍ଦି କହୁଥିଲା ତୁମେ ମତେ ବିବାହ ନକଲେ ମୁଁ ବଞ୍ଚି ପାରିବିନି ସେହି ସ୍ତ୍ରୀ ହିଁ କୁଆଡେ ସବୁବେଳେ କ-ନ୍ଦାଉ ଥିଲା ସ୍ୱାମୀ କୁ । ହାତରେ ନମା-ରି ମା-ରୁଥିଲା ଭାତରେ। ମାନେ ସ୍ତ୍ରୀ ରଖୁଥିଲା ପର ପୁରୁଷ ସହ ସମ୍ପ-ର୍କ। ଆଉ ସ୍ୱାମୀ ଲୁ-ଚି ଲୁ-ଚି ଯାଇଁ କା-ନ୍ଦୁଥିଲା ପଡୋଶୀ ଘର ଲୋକଙ୍କ ଆଗରେ।

କହୁଥିଲା ଯାହା ହାତ ଧରିଥିଲି ଯାହାକୁ ପ୍ରେମ କରି ବିବାହ କରିଥିଲି ସେ ଆଉ ଜଣେ ପର ପୁରୁଷ ସହ ସ-ମ୍ପର୍କ ରଖୁଛି। ମତେ ମୁଠେ ଖାଇବାକୁ ଦେଉନି। ମୁଁ କାମକୁ ଚାଲିଯିବା ପରେ ମୋ ସ୍ତ୍ରୀ ମୋ ସହ ବି-ଶ୍ୱାସ ଘା-ତ କରି ସେ ସରପଞ୍ଚ ସହ ଖରାପ ସମ୍ପ-ର୍କ ରଖୁଛି। ମୁଁ ଭୁଲ କରିଦେଲି ତାକୁ ବିବାହ କରି। ସମସ୍ତେ ମନା କରୁଥିଲେ ହେଲେ ତଥାପି ମୁ ତାକୁ ବିବାହ କରିଥିଲି ଆଉ ଏବେ ମୁଁ ପସ୍ତାଉଛି ତାକୁ ବିବାହ କରି ।

କିଛି ଉପାୟ ନାହିଁ ମୋ ପାଖେ କେବଳ ତାକୁ ବୁଝାଇ ଚାଲିଛି ଅତୀତର ସେହି ଦିନକୁ ଫେ-ରାଇ ନେଇ ତାକୁ ମନେ ପକାଇ ଦେଉଛି ଆମ ଭଲ ପାଇବାର କଥା ହେଲେ କିଛି ବି ତାର ଫରକ ପଡୁନି। ଡେ ଆଉ ଆଦୌ ବୁଝିବା ଅବସ୍ଥାରେ ହିଁ ନାହିଁ। ମୁଁ କାମକୁ ଚାଲିଯିବା ପରେ ସେ ସରପଞ୍ଚ ସହ ଶାରୀ-ରିକ ସ-ମ୍ପର୍କ ରଖୁଛି ଯେଉଁଟା ମୁଁ ଆଦୌ ସହି ପାରୁନି।

ଏମିତି ସବୁବେଳେ ଯାଇ ପଡୋଶୀ ଘରେ କା-ନ୍ଦିକି କହୁଥିଲେ ସ୍ୱାମୀ। ଆଉ କିଏ ଜାଣିଥିଲା ପର ପୁରୁଷର ପ୍ରେମ ଯେ ସ୍ତ୍ରୀକୁ ଏମିତି ବୟାଣୀ ସଜାଇ ଦେବ ବୋଲି । ପର ପୁରୁଷ ସାଥିରେ ପଡି ସ୍ତ୍ରୀ ସାଜିଲା ପିଚାଷୀନି। ନେଇଗଲା ସ୍ୱାମୀର ଜୀବନ। ଓଡ଼ିଆ ଘରର ନାରୀ ହୋଇ ଭଗବାନ ସମାନ ସ୍ୱାମୀକୁ ସରପଞ୍ଚ ବାବୁ ସହ ମିଶି ମା-ରିଦେଇଥିବା ଲୋକେ ଅଭି-ଯୋଗ କରିଛନ୍ତି।

କେବଳ ଏତିକି ନୁହେଁ ଗ୍ରାମରେ ଏନେଇ ଦେଖା ଦେଇଛି ଉତ୍ତେଜନା ମୂଳକ ପରିସ୍ଥିତି। ସରପଞ୍ଚଙ୍କ କୁଶ ପୁତୁଳିକା ଦା-ହ କରିଛନ୍ତି ଲୋକେ। ଜଣେ ଜନ ପ୍ରତିନିଧି ହୋଇ କାହାର ଘର ସଜାଡ଼ିବା ପରିବର୍ତ୍ତେ ଘର ଭା-ଙ୍ଗି ସଂସାର ଉଛନ କରିଦେଇଥିବା ଅଭି-ଯୋଗ ଆଣି ଗ୍ରାମରେ ଭ-ୟଙ୍କର ପରିସ୍ଥିତି ସୃଷ୍ଟି କରିଛନ୍ତି ଗ୍ରାମବାସୀ। ତେବେ ଦେଖିବାକୁ ବାକି ରହିଲା ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରି ଦୋ-ଷୀକୁ କେଉଁ ଭଳି ଶା-ସ୍ତି ଦେଉଛି।

Leave a Reply

Your email address will not be published. Required fields are marked *