ପାଠ ପଢେଇବା ସମୟରେ ମା-ତାଲ ଶିକ୍ଷକଙ୍କ କାରନାମା

ପ୍ରଧାନ ଶିକ୍ଷକଙ୍କ କା-ଣ୍ଡ କାର-ନାମା ଶୁଣିଲେ ଆପଣଙ୍କ ମୁଣ୍ଡ ମଧ୍ୟ ଝାଇଁ ଝାଇଁ ହୋଇଯିବ। ଆଉ ଆପଣ କହିବେ ପ୍ରଧାନ ଶିକ୍ଷକଙ୍କୁ ପାଣି ମା-ରି ଦେଲା ଝାଇଁ। ହଁ ଆଉ ନୁହେଁ ତ କଣ ଯେ ପ୍ରଧାନ ଶିକ୍ଷକ ମହୋଦୟ ସାର ଟିକେ ହାଲକେଇ ନେଇଥିଲେ ହେଲେ ତାହା ଅଧିକ ହୋଇଗଲା। ଆଉ ତା ପରେ ସାରଙ୍କର ଯେଉଁ ରୋଲ ତାହା ଦେଖିବ କିଏ।

ସମସ୍ତେ ଖାଲି ଆସୁଥିଲେ ପ୍ରଧାନ ଶିକ୍ଷକଙ୍କ ଫଟୋ ଉଠାଉ ଥିଲେ ଏମିତି ଲାଗୁଥିଲା ଯେମିତି ପ୍ରଧାନ ଶିକ୍ଷକ ଜଣଙ୍କ ପ୍ରଧାନ ମନ୍ତ୍ରୀ ହୋଇ ଯାଇଛନ୍ତି କି ଆଉ କାରଣ ଚାରି ଆଡୁ କୁଆଡେ ଖାଲି ପ୍ରଧାନ ଶିକ୍ଷକଙ୍କ ଫଟୋ ଲୋକେ ଉଠାଉ ଥିଲେ। ହେଲେ ଏହା ଜାଣି ପାରୁନଥିଲେ ପ୍ରଧାନ ଶିକ୍ଷକ। ଜାଣିବେ ବା କିପରି ଜାଣିବା ଅବସ୍ଥାରେ ଥିଲେ ସିନା। ନାଲି ପାଣି ନିଶାରେ ସାର ଉଡୁଥିଲେ ଆକାଶରେ ଆଉ ଯେବେ ନାଲି ପାଣି ନିଶା ଖସିଲା ସେତେ ବେଳକୁ ସାରଙ୍କ ଭିଡିଓ ଭାଇରାଲ।

ଭାଇରାଲ ଭିଡିଓ ଦେଖି ସାର ପୁରା ଚମକି ପଡିଲେ। ଆଉ ସେତେବେଳେକୁ ସାରଙ୍କ ନି-ଶା ଏକ ଦମ ଖସି ଯାଇଥିଲା। ବନ୍ଧୁଗଣ ଘଟଣା କିଛି ଏମିତି ଥିଲା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସ୍କୁଲ ଭିତରେ ଚାଲିଥିଲା ଭୋଜି ଭାତର ଆସର ଆଉ ସେହି ସମୟରେ ସାର କୁଆଡେ ଟିକେ ଷୋମ ର-ସ ପାନ କରିଦେଇଥିଲେ ଆଉ ଷୋମ ର-ସ ନି-ଶା ଯେତେବେଳେ ସାରଙ୍କ ମୁଣ୍ଡକୁ ଚଢିଥିଲା ସେତେବେଳେ ସାରଙ୍କୁ ଚଉଦ ଭବନ ଅନ୍ଧାର ଦେଖା ଯାଇଥିଲା ସାର ଭାବିଥିଲେ ପୃଥିବୀ ତାଙ୍କ ଚାରି ପଟେ ବହୁତ ଜୋରେ ବୁଲୁଛି ଆଉ ସେଥିପାଇଁ ବୋଧେ ହୁଏ ସାର ଘିରି ଘିରି ହେଇ ବୁଲୁଥିଲେ ଏବଂ ଝୁଲୁଥିଲେ।

ଏହି ଭଳି ସାର କୁଆଡେ ଶିକ୍ଷକ ସମାଜ ପାଇଁ କଳଙ୍କ। କାରଣ ସାର ଯିଏ ଜ୍ଞାନ ଦାତା ସେ ବିଦ୍ୟାଳୟ ଭଳି ପବିତ୍ର ସ୍ଥାନରେ ମ-ଦ ପିଇ ଭୋଜି କରି ଚଳାଇଛନ୍ତି ଗୋଟେ ପାଲା। ସତେ ଯେପରି ସାର ସ୍କୁଲକୁ ଭାବିଛନ୍ତି ବାର। ଆଉ ମ-ଦ ନି-ଶାରେ ବାଉଳି ହେଇ ଏକ ଦମ ଝୁଲିବାରେ ଲାଗିଛନ୍ତି। କେବଳ ଏତିକି ନୁହେଁ ଗ୍ରାମବାସୀ କହୁଛନ୍ତି କି ଏହି ସାର କୁଆଡେ ମ-ଦ ନି-ଶାରେ ସ୍କୁଲ ଭିତରେ ଝା-ଡା ବା-ନ୍ତି ବି କରିଦେଇଛନ୍ତି।

ଆଉ ଏହି ଭଳି ମ-ଦୁଆ ଶିକ୍ଷକଙ୍କ ପାଇଁ ସ୍କୁଲ କୁଆଡେ ଆଗେଇ ପାରୁନି ବୋଲି ମଧ୍ୟ ସାର କହୁଥିଲେ। ହେଲେ ପ୍ରଶ୍ନ ଉଠୁଛି ଯିଏ ସ୍କୁଲର ପ୍ରଧାନ ଶିକ୍ଷକ ସେ ଯଦି ମ-ଦ ପିଇ ସ୍କୁଲକୁ ବାର ଭାବିବେ ତେବେ ଆଉ କାହାକୁ ଆପଣ କଣ କହିବେ। ଥରେ ଚିନ୍ତା କରନ୍ତୁ ଭଲ ଭାବେ ଏହି ମ-ଦୁଆ ପ୍ରଧାନ ଶିକ୍ଷକଙ୍କ ପାଖରୁ ଛାତ୍ରଛାତ୍ରୀ କଣ ଶିଖୁଥିବେ।

ଯିଏ ମ-ଦ ନି-ଶାରେ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି। ସେ ପିଲା ମାନଙ୍କ ଭବିଷ୍ୟତ କଣ ଗଢିବେ ବୋଲି ଲୋକେ ପ୍ରଶ୍ନ ମଧ୍ୟ କରୁଛନ୍ତି। ପ୍ରଧାନ ଶିକ୍ଷକ ହେଉଛନ୍ତି ସ୍କୁଲର ମୁଖ୍ୟ ସ୍କୁଲ ପରିଚାଳନା କରି ଓ ସ୍କୁଲ ମଧ୍ୟରେ ଶାନ୍ତି ଶୃ-ଙ୍ଖଳା ର-କ୍ଷା କରିବା ପ୍ରତ୍ୟକଟି ମୁଖ୍ୟ କାର୍ଯ୍ୟ ପ୍ରଧାନ ଶିକ୍ଷକ କରିଥାନ୍ତି ମାତ୍ର ଏଠାରେ କିନ୍ତୁ ଭିନ୍ନ ଦୃ-ଶ୍ୟ ଦେଖିବାକୁ ମିଳିଛି ନିଜେ ପ୍ରଧାନ ଶିକ୍ଷକ ସ୍କୁଲ ଭିତରେ ମ-ଦ ପିଉଛନ୍ତି ସ୍କୁଲ ଭିତରେ ମ-ଦ ବୋତଲ ଫୋପା-ଡୁଛନ୍ତି ଆଉ ସ୍କୁଲ ଭିତରେ ବି ଝା-ଡା ମଧ୍ୟ କରି ଦେଉଛନ୍ତି। ତେବେ ଏହି ଘଟ-ଣାକୁ ନେଇ ଓ ପ୍ରଧାନ ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ହେଉଥିବା ବେଳେ ଏପରି କାର୍ଯ୍ୟକୁ ନି-ନ୍ଦା କରିଛନ୍ତି ସ୍ଥାନୀୟ ବାସୀ।

Leave a Reply

Your email address will not be published. Required fields are marked *