ଯିଏ ଯାଉଥିଲେ ଅର୍ଚ୍ଚନା ପାଖକୁ ଖୋଲିବ ସେମାନଙ୍କ ଗୁମର।

ଆଗ ସେହି ମାନଙ୍କୁ ଧର ଯିଏ ଯାଉଥିଲେ ଅର୍ଚ୍ଚନାଙ୍କ ପାଖକୁ। ଯେଉଁ ମାନେ ଅର୍ଚ୍ଚନା ନାଗଙ୍କ ସହ ଲଟର ପଟର ହେଉଥିଲେ ଆଗ ପୋ-ଲିସ ସେମାନଙ୍କୁ ଧରିଲେ ଆହୁରି ଅନେକ କିଛି ଘଟ-ଣା ସାମ୍ନାକୁ ଆସିବ। ପୋ-ଲିସ ଖୋ-ଜିବ କି ସେହି ଧନୀ ବ୍ୟକ୍ତି ମାନଙ୍କୁ ପୋ-ଲିସ ଖୋଜିବ କି ଯେଉଁ ମାନେ ଗୁ-ପ୍ତ ଭାବେ ରହି ଯାଇଛନ୍ତି। ସାଧାରଣ ଲୋକେ ଏବେ କହିବା ଆରମ୍ଭ କଲେଣି କି ଯେଉଁ ବ୍ୟକ୍ତି ମାନେ ଲୁ-ଟର ଶି-କାର ହୋଇଥିଲେ ସେମାନେ କାହିଁକି ଚୁପ ରହିଛନ୍ତି।

କାହିଁକି ସେମାନେ ସାମ୍ନାକୁ ଆସୁ ନାହାଁନ୍ତି। କେଉଁ ଭ-ୟରେ ସେମାନେ ନିରବ ରହିଛନ୍ତି। ଏନେଇ ଜଣେ ବରିଷ୍ଠ ଆଇ-ନଜୀବୀ କୁହନ୍ତି ଆଗ ସେହି ଧନୀ ବ୍ୟକ୍ତି ମାନଙ୍କୁ ଖୋଜିବା ଦରକାର ଯେଉଁ ମାନେ ଅର୍ଚ୍ଚନାର ଏ କଳା ସାମାର୍ଯ୍ୟ ବୃଦ୍ଧି କରିବାରେ ଲି-ପ୍ତ ରହୁଛନ୍ତି। ସେମାନେ ସାମ୍ନାକୁ ଆସନ୍ତୁ ଆଉ କୁହନ୍ତୁ କିଏ କେତେ ଟଙ୍କା ଦେଇଛନ୍ତି।

ଲୁ-ଟର ଶି-କାର ହୋଇଥିବା ବ୍ୟକ୍ତି କାହିଁକି ଚୁପ ରହି ଯାଉଛନ୍ତି। ଆଜି ପର୍ଯ୍ୟନ୍ତ କାହିଁକି ସାମ୍ନାକୁ ଆସୁ ନାହାଁନ୍ତି। ଅର୍ଚ୍ଚନା କେଳେ-ଙ୍କାରୀ ଗୁମର ତ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ କିପରି ନିରବ ଦ୍ରଷ୍ଟା ସାଜିଛନ୍ତି
ଅର୍ଚ୍ଚନା ଗି-ରଫ ହେବାକୁ ଏତେ ଦିନ ବିତି ଯାଇଥିବା ବେଳେ ସେମାନେ ନିଜର ଲକ୍ଷ ଲକ୍ଷ ଟଙ୍କା ହରାଇବି କଣ ପାଇଁ ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜଣେ ବରିଷ୍ଠ ଆଇ-ନଜୀ-ବୀ।

ସବୁଆଡେ ଲୋକେ କେବଳ ଡିବି ଡିବି କରୁଛନ୍ତି ଯେ ଅର୍ଚ୍ଚନା ଲୁ-ଟ କରିଛି। ହେଲେ କେଉଁ କେଉଁ ଲୋକଙ୍କ ପାଖରୁ ଅର୍ଚ୍ଚନା ଟଙ୍କା ଆଣିଛି ସେମାନେ ତ ଥରେ ହେଲେ ଆସି ଅଭି-ଯୋଗ କରି ନାହାଁନ୍ତି। ତେଣୁ ଅର୍ଚ୍ଚନା ଗିର-ଫ ହୋଇ ସାରିଲା ପରେ ସେହି ଧନୀ ବ୍ୟକ୍ତି ମାନଙ୍କୁ ସାମ୍ନାକୁ ଆଣିବା ଉଚିତ।

ବନ୍ଧୁଗଣ ଅର୍ଚ୍ଚନା ନାଗ ଗି-ରଫ ହେବା ପର ଠାରୁ ସାରା ଓଡ଼ିଶାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। କିଭଳି ସେ ତାଙ୍କ ସାମାର୍ଯ୍ୟ ବୃଦ୍ଧି କରାଇଥିଲେ ତାହା ଉପରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନ ରାତି ଓଡ଼ିଶାର ଲୋକେ ଘରେ ଘରେ ଗଣମାଧ୍ୟମରେ ଅର୍ଚ୍ଚନା ନାଗଙ୍କୁ କେ-ଶ ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ଜଗବନ୍ଧୁ କେଉଁଠି ଅଛନ୍ତି ତାହା ଗୁ-ପ୍ତ ଥିବା ବେଳେ ଅର୍ଚ୍ଚନା ଙ୍କ କେ-ଶ ଆଗକୁ କେଉଁ ମୋଡ଼ ନେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କେତେବେଳେ ଲୋକେ କହୁଛନ୍ତି ଅର୍ଚ୍ଚନାଙ୍କ କଳା ସାମର୍ଜ୍ୟ କୁ ପୋ-ଲିସ ଜେସିବି ଲଗାଇ ଭା-ଙ୍ଗି ଦେବ ତ ଆଉ କେତେବେଳେ ଲୋକେ କହୁଛନ୍ତି ଅର୍ଚ୍ଚନା ଭାରି ସାହାସି ତାକୁ କଠୋର କା-ର୍ଯ୍ୟାନୁ-ଷ୍ଠାନ ଦରକାର।

ତେବେ ଏହି ସବୁ ଭିତରେ ବରିଷ୍ଠ ଆଇ-ନଜୀ-ବୀ ଙ୍କ ଠୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି କି କେଉଁଥି ପାଇଁ ଅର୍ଚ୍ଚନାଙ୍କ କେ-ଶରେ ଲୁ-ଟର ଶି-କାର ହୋଇଥିବା ବ୍ୟକ୍ତି ସାମ୍ନାକୁ ଆସୁ ନାହାଁନ୍ତି କି ମୁହଁ ମଧ୍ୟ ଖୋଲୁ ନାହାଁନ୍ତି। କେହି କେହି ବ୍ୟକ୍ତି କୁହନ୍ତି କି ନିଜ ସ୍ୱଚ୍ଛ ଭାବ ମୂର୍ତ୍ତି ମଳିନ ପଡିଯିବା ଭୟରେ ଲୋକେ ଚୁପ ରହୁଛନ୍ତି ଆଉ କିଏ କୁହନ୍ତି ଅର୍ଚ୍ଚନାଙ୍କର ଯେତିକି ଭୁଲ ଅର୍ଚ୍ଚନାଙ୍କ ପାଖକୁ ରୂପର ମୋହରେ ଆକର୍ଷଣ ହୋଇ ଆସୁଥିବା ବ୍ୟକ୍ତିଙ୍କର ମଧ୍ୟ ସେତିକି ଭୁଲ। ତେବେ ସାଧାରଣରେ ଚର୍ଚ୍ଚା ହେଉଛି କି ଅର୍ଚ୍ଚନାଙ୍କ ଏହି କଳା ସାମାର୍ଯ୍ୟ ବୃଦ୍ଧି କରିବାରେ ଦୁର୍ବଳ ବ୍ୟକ୍ତିମାନେ ହିଁ ଦାୟୀ ଯିଏ ଅର୍ଚ୍ଚନାଙ୍କ ପାଖକୁ ଆସୁଥିଲେ ଲୁ-ଟର ଶି-କାର ହୋଇ ନିରବ ହୋଇ ବସିଯାଉ ଥିଲେ। ତେବେ ବର୍ତ୍ତମାନ ଅପେକ୍ଷା ଦେଖିବାକୁ ଅର୍ଚ୍ଚନା କେ-ଶରେ ଆଗକୁ କେଉଁ ମୋଡ଼ ସାମ୍ନାକୁ ଆସୁଛି।

Leave a Reply

Your email address will not be published. Required fields are marked *