ଅ-ଶ୍ଳୀଳ ନାଚ ପାଇଁ ସୃଷ୍ଟି ହେଲା ଗ-ଣ୍ଡଗୋ-ଳ , ଅ-ଶ୍ଳୀଳ ନୃତ୍ୟ କରୁଥିବା ଯୁବତିଙ୍କ ଉପରକୁ ଚପଲ ଫୋପା-ଡ଼ିଲେ ଜଣେ ମହିଳା

ଆମ ସମାଜରେ ଅଶ୍ଳୀ-ଳତାକୁ କେହି ପ୍ରାଧାନ୍ୟ ଦେଇ ନଥାନ୍ତି । ଏହାକୁ କେହି ପସନ୍ଦ ମଧ୍ୟ କରନ୍ତି ନାହିଁ । କାରଣ ଏହାଦ୍ବାରା ସମାଜରେ କୁପ୍ର-ଭାବ ପଡ଼ିଥାଏ । ତେଣୁ ସହଜରେ ଏପରି ଚିତ୍ରକୁ କେହି ଗ୍ରହଣ କରନ୍ତି ନାହିଁ । କେହି କେବେ ଚାହିଁ ନଥାନ୍ତି କି , ତାଙ୍କ ପରିବାରରେ ରହୁଥିବା ଝିଅ ମାନେ ଏପରି ଶିଖନ୍ତୁ , ଯାହା ସମାଜ ପାଇଁ ଅତ୍ୟନ୍ତ ଲ-ଜ୍ଜାକର ଅଟେ । ଯାହା ପାଇଁ ସେମାନେ ସମାଜରେ ମୁଣ୍ଡ ଟେକି ଚାଲି ପାରିବେ ନାହିଁ । ଯେଉଁଥି ପାଇଁ ତାଙ୍କ ଇ-ଜ୍ଜତ ପଦାରେ ପଡୁ ।

ତେଣୁ ସମସ୍ତେ ସବୁବେଳେ ନିଜ ଝିଅ ମାନଙ୍କୁ ସଂସ୍କାରୀ କରିବାକୁ ଚେଷ୍ଟା କରିଥାନ୍ତି । ଯାହା ଫଳରେ ସେମାନେ ସମାଜରେ ମୁଣ୍ଡ ଟେକି ଚାଲି ପାରିବେ ଏବଂ ଖୁସିରେ ବଞ୍ଚି ପାରିବେ । ବିଶେଷ କରି କହିବାକୁ ଗଲେ , ଆଗ କାଳର ମହିଳା ମାନଙ୍କୁ ଏଗୁଡ଼ିକ ପସନ୍ଦ ହୋଇନଥାଏ ଆଉ ସେଥିପାଇଁ ସେମାନେ ଏହାକୁ କଠୋର ଭାବରେ ବି-ରୋଧ କରିଥାନ୍ତି । ତେବେ ଜଣେ ମହିଳାଙ୍କ ଏପରି ଏକ ବି-ରୋଧ କରୁଥିବା ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭଦ୍ରକ ଜିଲ୍ଲାରୁ ଏପରି ଦୃ-ଶ୍ୟ ସାମ୍ନାକୁ ଆସିଛି ।

ପଡ଼ିଆରେ ଯାତ୍ରା ଚାଲିଥିଲା । ଶହ ଶହ ଲୋକ ସେଠାରେ ଭିଡ ହୋଇ ରହିଥିଲେ । ସମସ୍ତେ ଯାତ୍ରାର ମଜା ଉଠାଇବା ପାଇଁ ଯାଇଥିଲେ । ତେବେ ଆପଣ ସମସ୍ତେ ଜାଣିଥିବେ କି , ଯାତ୍ରା ଆରମ୍ଭ ହେବା ପୂର୍ବରୁ ମେଲୋଡି ହୋଇଥାଏ । ଯାହାକୁ ଦେଖିବା ପାଇଁ ଅଧିକାଂଶ ଲୋକ ଯାଇଥାନ୍ତି । ତେବେ ଠିକ୍ ସେହିପରି ଭଦ୍ରକରେ ମଧ୍ୟ ଲୋକ ସମାଗମ ଦେଖା ଦେଇଥିଲା । କିନ୍ତୁ ହଠାତ୍ ଏପରି ଏକ ଘ-ଟଣା ଘଟିଥିଲା , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ଯାତ୍ରା ପାଟିର ଜଣେ ଯୁବତୀଙ୍କୁ ନିଜ ଅଶ୍ଳୀ-ଳତା ପଡ଼ିଲା ମ-ହାଙ୍ଗା । ଅ-ଶ୍ଳୀଳ ଅବସ୍ଥାରେ ନୃ-ତ୍ୟ ପ୍ରଦର୍ଶନ କରୁଥିବା ଜଣେ ଯୁବତୀଙ୍କ ଉପରକୁ ଜଣେ ମହିଳା ଚପଲ ଫୋପାଡ଼ି ଦେଇଥିଲେ । ଯାହା ପରେ ପାଟି ତୁ-ଣ୍ଡ ସୃଷ୍ଟି ହୋଇଥିଲା । ମହିଳା ଏପରି ନାଚକୁ ଶ-କ୍ତ ବି-ରୋଧ କରିଥିଲେ ଆଉ କହିଥିଲେ କି , ଏପରି କା-ଣ୍ଡ ଖୋଲା ମେଲାରେ କରିବା ଉଚିତ୍ ନୁହେଁ । ଯାହା ସମାଜ ଉପରେ କୁପ୍ର-ଭାବ ପକାଇବ । ତେବେ ଏପରି ପରିସ୍ଥିତିରେ ଅନେକ ସମୟ ପର୍ଯ୍ୟନ୍ତ ପାଟି ତୁ-ଣ୍ଡ ପରେ ଧିରେ ଧିରେ ସବୁକିଛି ସମାଧାନ ହୋଇଥିଲା ।

Leave a Reply

Your email address will not be published. Required fields are marked *