ଦେଖନ୍ତୁ ଭିଡ଼ିଓ:- ଅଷ୍ଟପ୍ରହରୀରେ ଢୋଲ, ଝାଞ୍ଜ ଏବଂ ହରେ କୃଷ୍ଣ ହରେ ରାମ ନାମ ସହିତ ନାଗ ସାପ ଧରି କଲେ ନଗିନ ଡ୍ୟାନ୍ସ

ବର୍ତ୍ତମାନ ଆମେ ଏକ ବିଂଶ ଶତାବ୍ଦୀରେ ଅଛେ। ଯାହାକୁ ଆମେ ଆଧୁନିକ ଯୁଗ ମଧ୍ୟ କହିପାରିବ। ତେବେ ଆମ ପାଖରେ ସମସ୍ତ ଉନ୍ନତ ଧରଣର ଅ-ସ୍ତ୍ରଶ-ସ୍ତ୍ର ସହିତ ଅନ୍ୟାନ୍ୟ ସାରଞ୍ଜମୟ ରହିଛି। ତେବେ ଲୋକମାନେ ନାଚ ଉପରେ ଅଧିକ ମନ ଦେଉଛନ୍ତି। ଆମେ ଜାଣିଛେ ଆମ ଦେଶ ଭାରତ ନିଜର ସଂସ୍କୃତି ଏବଂ ପରମ୍ପରା ପାଇଁ ବେଶ ପରିଚିତ। ହିନ୍ଦୁ ଧର୍ମରେ ଅନେକ ଦେବୀ ଦେବତାଙ୍କ ବିଷୟରେ ଉପସ୍ଥାପନ ରହିଛି। ହେଲେ ବର୍ତ୍ତମାନ ଲୋକମାନଙ୍କ ମନରେ ଭଗବାନଙ୍କ ପ୍ରତି ଭକ୍ତି ବିଶ୍ୱାସ ରହିଛି କି ନାହିଁ ତାହା ଆପଣ ଏହି ଭିଡ଼ିଓ ଦେଖିଲେ ଜାଣି ପାରିବେ।

କିଛି ବର୍ଷ ପଛକୁ ଚାଲି ଯାଆନ୍ତୁ ଯେତେବେଳେ କୌଣସି ଧାର୍ମିକ ସମାରୋହ ଆରମ୍ଭ ହେଉଥିଲା ସେତେବେଳେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା। କାରଣ ସେତେବେଳେ ଲୋକମାନଙ୍କ ମନରେ ଭଗବାନଙ୍କ ପ୍ରତି ବିଶ୍ଵାସ ଏବଂ ଭଲ ପାଇବା ରହିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଧାର୍ମିକ ସମାରୋହକୁ ଆକୃଷ୍ଟ କରିବା ପାଇଁ ପ୍ରଥମେ ନାଚ ଗୀତାର ପ୍ରୋଗ୍ରାମ ରହୁଛି। ତେବେ ଏହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଥିରେ ଢୋଲ , ଝାଞ୍ଜ ଏବଂ ହରେ କୃଷ୍ଣ ହରେ ରାମ ନାମ ସହିତ ନାଗ ସାପକୁ ଧରି ନଗିନ ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ।

ବର୍ତ୍ତମାନ ଲୋକମାନେ ମର୍ଡନ ସଂସ୍କୃତି କୁ ସମର୍ଥନ କରୁଛନ୍ତି ଅର୍ଥାତ ସେମାନେ ମଧ୍ୟ ଭଗବାନ ଙ୍କର ସଂସ୍କୃତି ଟିକୁ ମର୍ଡନ ନଜର ରେ ଦେଖିବାକୁ ପସନ୍ଦ କରୁଛନ୍ତି। ଆପଣ ଏହି ଭିଡ଼ିଓରେ ଦେଖିବାକୁ ପାଇବେ ଯେ ଭଗବାନଙ୍କର ସଂକୀର୍ତ୍ତନ ଏବଂ ଏହି ଧାର୍ମିକ ସମାରୋହରେ ଲୋକମାନଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିବ। ଏଠାରେ ଢୋଲ , ଝାଞ୍ଜ ଏବଂ ହରେ କୃଷ୍ଣ ହରେ ରାମ ନାମ ସହିତ କିଛି ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି। ତେବେ ଗେରୁଆ ବସ୍ତ୍ର ପିନ୍ଧିଥିବା ମହିଳା ଓ ପୁରୁଷ ମାନେ ହରେ କୃଷ୍ଣ ହରେ ରାମ ନାମରେ ତାଳ ଦେଇ ନାଚୁଛନ୍ତି। କେବଳ ସେତିକି ନୁହେଁ ଜଣେ ବ୍ୟକ୍ତି ଏକ ବି-ଷଧ-ର ନାଗ ସାପକୁ ଧରି ନାଚୁଥିବାର ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ପାଇବ।

ତେବେ ଏହି ଅଷ୍ଟପ୍ରହରୀ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। କାରଣ ଆଗରୁ କୌଣସି ଅଷ୍ଟପ୍ରହରିରେ ବି-ଷଧ-ର ନାଗ ସାପକୁ ଧରିକି ସଂକୀର୍ତ୍ତନ କରା ଯାଉଥିବାର ଦେଖି ନଥିବ। ଯାହାକି ଏହିଥିରେ ଦେଖିବାକୁ ମିଳିବ। ଯଦିଓ ସେଠାରେ ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ ତାଳରେ ଝୁମୁଥିଲେ କିନ୍ତୁ ସାପଟି ନିଶ୍ଚିତ ମନେ ମନେ କହୁଥିବା ଯେ ମୋତେ ଛାଡ଼ି ଦିଅ ବୋଲି। ବ୍ୟକ୍ତିଙ୍କ ହାତରୁ ଯେତେବେଳେ ସାପ ଖସି ଯାଉଥିଲା ସେହି ସମୟରେ ସାପ ସେହି ସ୍ଥାନ ଛାଡି ଚାଲି ଯିବା ପାଇଁ ଉଦ୍ୟମ କରୁଥିବାର ଦେଖିବାକୁ ପାଇବେ।

ତେବେ କଥା କହି ପାରୁ ନଥିବା ନି-ରୀ-ହ ପ୍ରାଣୀ ସହ ଏଭଳି ବ୍ୟବହାର ଏହା କେତେଦୂର ଠିକ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଅଷ୍ଟପ୍ରହରି ଏକ ଧାର୍ମିକ ସାମରୋହ ଅଟେ। ଏଠାରେ ନାଗ ସହ ଖରାପ ବ୍ୟବହାର ହେଉଥିବା ଜାଣିପାରିବେ। ସୌଭାଗ୍ୟବଶତ ଏହି ନାଗ ସାପ ଟି କାହାକୁ କ୍ଷ-ତି ପହଞ୍ଚାଇନାହିଁ।

ତେବେ ଏହି ସମସ୍ତ ଦୃଶ୍ୟକୁ କେହି ଜଣେ ମୋବାଇଲରେ ରେ-କ-ର୍ଡ଼ କରିବା ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟୁବ ରେ ପୋଷ୍ଟ କରିଥିଲା। ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓରେ ପ୍ରାୟ ସାଢ଼େ ଛଅ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଲୋକମାନେ ଭିଡ଼ିଓକୁ ଦେଖିବା ପରେ ନିଜ ନିଜର ମତ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *