ଆସୁଛି ମହାବିପତ୍ତି , ଏକା ସହିତ ହେବ ଦୁଇଟି ପରାଗ , ମହାଭାରତ ସମୟରେ ବି ହୋଇଥିଲା ଏକାଥରେ ଦୁଇଟି ପରାଗ

କଳିଯୁଗ ହୋଇଯିବ ଶେଷ । ସବୁକିଛି ହୋଇଯିବ ଧ୍ଵଂ-ସ । ସବୁକିଛି ଛାରଖାର ହୋଇଯିବ । ଆଉ ରହିବେ ନାହିଁ କେହି । ଏ ଧରା ପୃଷ୍ଠ ହୋଇଯିବ ଶୁନଶାନ୍ । ସବୁକିଛି ଧୀରେ ଧିରେ ପରିବର୍ତ୍ତନ ହୋଇଯାଉଛି । ଆଉ କେହି ରହିବେ ନାହିଁ ଏ ଭୂଇଁରେ। ସବୁ ନିଜ କାର୍ଯ୍ୟ କାଳ ସାରି ଏ ପୃଥିବୀରୁ ଚାଲିଯିବେ । ତେବେ ଆସିଛି ଏପରି କିଛି ସଂ-କେତ ଯାହା ଆପଣଙ୍କୁ ଚମକାଇ ଦେବ । ସବୁକିଛି ଶେଷ ହୋଇଯିବ ।

ତେବେ ବଡ ବଡ ଜ୍ୟୋତର୍ବିଜ୍ଞାନୀ ମାନଙ୍କ କହିବା ଅନୁଯାୟୀ ଏପରି କିଛି କଥା ସାମ୍ନାକୁ ଆସିଛି ଯାହା ଲୋକ ମାନଙ୍କୁ ଭ-ୟଭୀ-ତ କରିଦେଇଛି । ତେବେ ସେମାନଙ୍କ କହିବା ଅନୁଯାୟୀ , ମାଡ଼ି ଆସୁଛି ମହା ବିପ-ଦ । ଏକା ସହିତ ହେବ ଦୁଇ ଦୁଇଟି ସୂର୍ଯ୍ୟ ପରାଗ । ତେବେ ଏପରି ପରାଗ ମହାଭାରତ ସମୟରେ ମଧ୍ୟ ଦେଖା ଯାଇଥିଲା । ଯେଉଁ କାରଣରୁ ଲୋକ ମାନେ ପୁରାପୁରି ଭ-ୟଭୀ-ତ ହୋଇ ଯାଇଛନ୍ତି । ତେବେ ପୁଣି ଭାରତରେ ଏହି ପରାଗ ଲାଗିବା ଲୋକଙ୍କ ଚିନ୍ତା ଅଧିକ ବଢାଇ ଦେଇଛି ।

ତେବେ ପରାଗର ଖାସ୍ କଥା ଏହା ଯେ , ଏହି ଦୁଇଟି ପରାଗ ମଙ୍ଗଳବାର ଦିନ ଲାଗୁଚି । ଆଉ ଏହାକୁ ଦେଖି ଆଶଙ୍କା କରା ଯାଇପାରେ କି , ପୃଥିବୀରେ ପୁଣିଥରେ ମହାଭାରତ ପରିସ୍ଥିତି ସୃଷ୍ଟି ହୋଇପାରେ । ପୁଣିଥରେ ସବୁକିଛି ପୁନରାବୃତ୍ତି ହୋଇପାରେ । ତେବେ ଚଳିତ ବର୍ଷ ଏହି ପରାଗ ସମଗ୍ର ପୃଥିବୀ ଉପରେ ପଡ଼ିଅଛି । ଆଉ କିଛି ବିଶେଷ ଅଞ୍ଚଳରେ ବିଶେଷ ପ୍ର-ଭାବ ପକାଇ ପାରେ । ଠିକ୍ ସେହିପରି ନଭେମ୍ବର ୮ ତାରିଖରେ ମଧ୍ୟ ଚନ୍ଦ୍ର ଗ୍ରହଣ ଏସିଆ , ୟୁରୋପ ଆଦି ଅଞ୍ଚଳରେ ଲାଗି ପାରେ ।

ତେବେ ବର୍ତ୍ତମାନ ସମୟରେ ଏପରି କଥା ଆଡ଼କୁ ଲକ୍ଷ୍ୟ କଲେ ଯାହା ଆକଳନ କରାଯାଉଛି , ଏହା ବିଶ୍ୱଯୁ-ଧ୍ୟ ଆଡ଼କୁ ଯାଇପାରେ । ଆଉ କ୍ଷତି ପକାଇ ପାରେ । ତେବେ ଏପରି ପରିସ୍ଥିତି ବର୍ତ୍ତମାନ ସମୟରେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ତେବେ ଏପରି ଗ୍ରହଣ ଆଉ ପରାଗ ଏକାଠି ଲାଗିବା ସଂକେତ ଦେଉଛି ଆସୁଛି ମହା ବି-ପଦ । ଆଗାମୀ ସାତରୁ ନଅ ମାସ ମଧ୍ୟରେ ବିଶ୍ୱରେ ଖାଦ୍ୟ ସମସ୍ୟା ଦେଖା ଦେଇପାରେ । ଆଉ ଲୋକଙ୍କ ମାନ-ସିକ ଚିନ୍ତା ମଧ୍ୟ ବଢିପାରେ ।

Leave a Reply

Your email address will not be published. Required fields are marked *