ଖୁସି ପାଲଟି ଗଲା ଦୁଃ-ଖ , ଘରକୁ ଫେରୁଥିବା ସମୟରେ ବାପା ଉପରେ ଗଛ ପଡ଼ି ଚାଲିଗଲା ଜୀବନ

ଗୋଟିଏ ଦିନ ପରେ ରହିଥିଲା ଦୀପାବଳି । ଚାରିଆଡ଼େ ଲାଗି ରହିଥିଲା ଖୁସିର ମାହୋଲ୍ । ଦିପ ଜ-ଳାଇ , ଖୁସି ମନାଇବା ପାଇଁ ସମସ୍ତେ ଥିଲେ ରାଜି।  ସମସ୍ତେ ଚାହିଁ ବସିଥିଲେ କେବେ ଆସିବ ସେହି ଦୀପାବଳି । କିନ୍ତୁ ସବୁକିଛି ଓଲଟା ପାଲଟା ହୋଇଗଲା । ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ଭା-ଙ୍ଗି ଚୁରମାର ହୋଇଗଲା । ଆଉ ଦୁଃ-ଖ ଆସିଗଲା ଜୀବନରେ । ଚାହୁଁ ଚାହୁଁ ନିଜ ବାପାଙ୍କୁ ହରାଇ ଦେଲେ ଝିଅ ମାନେ । ଆଉ ଝିଅ ମାନଙ୍କର ଆଖିରୁ ଶୁଖୁନାହିଁ ଲୁହ ।

ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥା-ନା ପଦ୍ମପଦର ଝୁଲା ବ୍ରିଜ ନିକଟରେ । ସୂଚନା ଅନୁଯାୟୀ , ବାରଖମା ଗାଆଁର ଆଦମ ଦିଗାଲ ନିକଟସ୍ଥ ଗାଆଁକୁ କିଛି କାମ ପାଇଁ ଯାଇଥିଲେ । ଆଉ ସେହି ଗାଆଁରୁ କାମ ସାରି ଘରକୁ ଫେରୁଥିଲେ । ତେବେ ଘରକୁ ଫେରୁଥିବା ସମୟରେ ଘଟି ଥିଲା ଏପରି ଅଭା-ବନୀୟ ଘ-ଟଣା । କେହି ଜଣେ ବ୍ୟକ୍ତି ଗଛ କା-ଟୁଥିଲେ ଆଉ ଏହି କଥା ଆଦମ ଜାଣି ନଥିଲେ । ସେ ନିଜ ଗାଡ଼ି ସହିତ ଆସୁଥିବା ସମୟରେ ତାଙ୍କ ଉପରେ ଗଛ ପଡ଼ି ଯାଇଥିଲା ।

ଆଉ ଘ-ଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଉ-ଦ୍ଧାର କରାଯାଇ ଆଦମଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃ-ତ ଘୋଷିତ କରା ଯାଇଥିଲା । ଆଉ ତାପରେ ତାଙ୍କ ପରିବାର ଲୋକ ପୁରାପୁରି ଭା-ଙ୍ଗି ପଡ଼ିଥିଲେ । ତାଙ୍କର ଝିଅ ମାନେ ଆଖିରୁ ଲୁହ ଗଡ଼ାଇ ଗଡ଼ାଇ ବେହୋସ୍ ହୋଇ ପଡୁଥିଲେ । ତେବେ ତାଙ୍କ ମୃ-ତ ଦେହକୁ ୫୯ ନମ୍ୱର ଜାତୀୟ ରାଜପଥ ଉପରେ ରଖି ଲୋକ ମାନେ ରାସ୍ତା ଅବରୋଧ କରିଥିଲେ ।

ଫଳରେ କିଛି ସମୟ ପାଇଁ। ଯାତାୟତ ବାଧା ପ୍ରାପ୍ତ ହୋଇଥିଲା । ଆଉ ଲୋକମାନେ ଯାଇ ପାରିନଥିଲେ । ତେବେ କିଛି ସମୟ ପରେ ଏହି ଘ-ଟଣା ବିଡ଼ିଓଙ୍କ ନିକଟରେ ପହଂଚି ଥିଲା । ଆଉ ତାପରେ ତାଙ୍କ ଅନୁରୋଧ ପରେ ଲୋକମାନେ ମୃ-ତ ଦେହ ଉଠାଇ ସେଠାରୁ ଯାଇଥିଲେ । ତେବେ ସୂଚନା ମିଳିଛି କି , ଆଦମଙ୍କ ପରିବାରକୁ ଟଙ୍କା ସହାୟତା କରାଯାଇଛି । ଆଉ ତାପରେ ପରିବାର ଲୋକ ଚୁପ୍ ମଧ୍ୟ ରହିଛନ୍ତି । କିନ୍ତୁ ବାପାଙ୍କ ହଠାତ୍ ଏପରି ଆରପାରିକୁ ଚାଲି ଯିବା ଝିଅ ମାନଙ୍କୁ ଝ-ଟକା ଦେଇ ଦେଇଛି।

Leave a Reply

Your email address will not be published. Required fields are marked *