ସାମ୍ନାକୁ ଆସିଲା ଏଭଳି ଖବର , ପ୍ରେମ ପାଇଁ ଜୀବନ ହାରିଲେ ବିବାହିତା ମହିଳା ଆଉ ତାଙ୍କ ପ୍ରେମିକ

ପ୍ରେମ କାହାକୁ ଦୁନିଆଁର ସବୁଠାରୁ ଅଧିକ ଖୁସି ଦିଏ ତ ଆଉ କାହାକୁ ସବୁଠାରୁ ଅଧିକ ଦୁଃ-ଖ । କିଏ ପ୍ରେମରେ ପଡିବା ପରେ ସବୁକିଛି ଭୁଲିଯାଏ ତ ଆଉ କାହାକୁ ମିଳେ କ-ଷ୍ଟ ପରେ କ-ଷ୍ଟ । ବର୍ତ୍ତମାନ ସମୟରେ ଦୁନିଆଁରେ ପର-କୀୟାପ୍ରୀ-ତି ଘ-ଟଣା ବଢିବାରେ ଲାଗିଛି । ବିବାହିତ ହୋଇ ମଧ୍ୟ ଆଜିକାର ମହିଳା ଆଉ ପୁରୁଷ ମାନେ ଆଉ କାହାକୁ ଭଲ ପାଇ ବସୁଛନ୍ତି ଆଉ ନିଜ ପରିବାର , ପିଲାଛୁଆକୁ ଭୁଲି ଯାଉଛନ୍ତି ।

ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏହି ଖବର ବାସ୍ତବରେ ଆପଣଙ୍କୁ ଚମକାଇ ଦେବ । ଜଣେ ବିବାହିତା ମହିଳା ପଡି ଯାଇଥିଲେ ଆଉ ଜଣେ ପର ପୁରୁଷଙ୍କ ପ୍ରେମରେ। ପ୍ରେମରେ ଏତେ ଅନ୍ଧ ହୋଇ ଯାଇଥିଲେ କି ସେ ନିଜ ସ୍ୱାମୀଙ୍କୁ ଛାଡି ଦେବାକୁ ମଧ୍ୟ ଥିଲେ ରାଜି । ଆଉ ନିଜ ପ୍ରେମିକ ସହିତ ରହିବା ପାଇଁ ଥିଲେ ପ୍ରସ୍ତୁତ । କିନ୍ତୁ ପରିବାର ଲୋକେ ଏହାକୁ ମାନିବାକୁ ନଥିଲେ ପ୍ରସ୍ତୁତ । ଆଉ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିଲେ ।

ସୂଚନା ମୁତାବିକ , ବାଲଦାସ ଗ୍ରାମର ପୂଜା ରଣା ଆଉ ତାଙ୍କ ପ୍ରେମିକ ଘଣ୍ଟବାହାଲ ଗ୍ରାମ କୃଷ୍ଣଚନ୍ଦ୍ର ରଣା ପରସ୍ପରକୁ ବହୁତ ଭଲ ପାଉଥିଲେ । ପୂଜା ବିବାହିତ ଥିଲେ , ତାପରେ ବି ଆଉ ଜଣଙ୍କ ପ୍ରେମରେ ପଡି ଯାଇଥିଲେ କିନ୍ତୁ ପୂଜା ଜାଣିଥିଲେ କି ତାଙ୍କର ଏଭଳି ସମ୍ପ-ର୍କରେ କେହି ରାଜି ହେବେ ନାହିଁ । ତଥାପି ପୂଜା ସମସ୍ତଙ୍କୁ ରାଜି କରାଇବାକୁ ଚେଷ୍ଟା କରୁଥିଲେ । ପରିବାର ଲୋକେ ଝିଅର ଏଭଳି କା-ଣ୍ଡ ଦେଖି ବାରମ୍ବାର ଥା-ନାର ଦ୍ୱାରସ୍ଥ ହେଉଥିଲେ କିନ୍ତୁ ଝିଅ ଥିଲା ନିଜ ଜିଦ୍ ରେ ଅଟଳ ।

ତେବେ ପରିଶେଷରେ ପୂଜା ଆଉ ତାଙ୍କ ପ୍ରେମିକ ଆଉ କଣ କରିବେ ଭାବି ପାରିନଥିଲେ । ଏହାପରେ ନିଜର ଶେଷ ନିଷ୍ପତ୍ତି ଅନୁଯାୟୀ , ଏ ସମାଜ ତାଙ୍କୁ ବଞ୍ଚିବାକୁ ଦେବ ନାହିଁ । ସେଥିପାଇଁ ସେମାନେ ଆ-ତ୍ମହ-ତ୍ୟା କରିବେ ବୋଲି ଭାବି ନେଇଥିଲେ । ଆଉ ତାହା ହିଁ ହେଲା । ସୋମବାର ଦିନ ଦୁହେଁ ଯାଇ ରେଳଧାରଣାରେ ଆ-ତ୍ମହ-ତ୍ୟା କରିଦେଇଥିଲେ । ଏହାପରେ ପୋ-ଲିସ ରେଳଧାରଣାରୁ ଦୁହିଁଙ୍କର ଖ-ଣ୍ଡ ବିଖ-ଣ୍ଡିତ ମୃ-ତ ଦେହ ଉ-ଦ୍ଧାର କରିଥିଲା ।

Leave a Reply

Your email address will not be published. Required fields are marked *