ବଡ ବୋହୂ ଶ୍ୱଶୁରଙ୍କୁ ସାନ ବୋହୂର ରୁମ୍ କୁ ନେଇ ଶାରୀ-ରିକ ସମ୍ପର୍କ ରଖିବା ପାଇଁ କହିଲେ, ଜାଣନ୍ତୁ କ’ଣ ଥିଲା ଏହାର କାରଣ।

ଶ୍ୱଶୁର ଏବଂ ବୋହୂ ର ସମ୍ପର୍କ ବାପା ଏବଂ ଝିଅ ମଧ୍ୟରେ ଥିବା ସମ୍ପର୍କ ପରି ହେଇଥାଏ। କିନ୍ତୁ ବିହାରର ବେଟିୟା ଜିଲ୍ଲାର ଶିକରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଶ୍ୱଶୁର ଏହି ସମ୍ପର୍କ ରେ କଳଙ୍ଗ ଲଗାଇଛନ୍ତି। ସେ ତାଙ୍କ ଘରକୁ ବାହାହେଇ ଆସିଥିବା ନୂଆ ବୋହୂ ସହିତ ଜବରଦସ୍ତ ଶାରୀରିକ ସମ୍ପର୍କ ଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ପୀଡିତାଙ୍କ ଯାଆ ମଧ୍ୟ ଶ୍ୱଶୁରଙ୍କ ର ଏହି ଖରାପ୍ କାମରେ ସାମିଲ୍ ଥିଲେ। ଯେତେବେଳେ ଶ୍ୱଶୁର ବୋହୂକୁ ବଳାତ୍କାର କରୁଥିଲେ, ସେ କବାଟ ପାଖରେ ଜଗି ରହୁଥିଲେ।

ସୁନୀତା କହିଥିଲେ ଯେ ସେ ପ୍ରାୟ ଦେଢ଼ ମାସ ପୂର୍ବରୁ ମୋହନଙ୍କୁ ବିବାହ କରିଥିଲେ। ବିବାହର ଦେଢ଼ ମାସ ପରେ ତାଙ୍କ ସ୍ୱାମୀ କାମ କରିବା ପାଇଁ ପଞ୍ଜାବକୁ ପଳେଇଲେ। ସ୍ୱାମୀ ଚାଲିଯିବା ପରେ ଶ୍ୱଶୁରଙ୍କ ଉଦ୍ଦେଶ୍ୟ ଖରାପ ହେବାକୁ ଲାଗିଲ। ଦିନେ ସେ ମୋ ରୁମକୁ ଆସି ଜବରଦସ୍ତ ସେକ୍ସ କରିବା ଆରମ୍ଭ କଲେ। ଏହି କାମରେ ମୋ ବଡ଼ ଯାଆ ତାଙ୍କୁ ସାହାଯ୍ୟ କରିଥିଲେ।

ପୀଡିତା ବୋହୂଙ୍କ କହିବା ଅନୁସାରେ, ଶ୍ୱଶୁରଙ୍କ ସମ୍ପତ୍ତି ପାଇଁ ତାଙ୍କ ବଡ଼ ଜାଆ ଶ୍ୱଶୁରଙ୍କର ସବୁ କଥା ମାନନ୍ତି। ସେ ଶ୍ୱଶୁରଙ୍କ ଖରାପ୍ ଆଚରଣକୁ ଭଲ ଭାବରେ ଜାଣନ୍ତି। କିନ୍ତୁ କାହା ଆଗରେ କିଛି ନ କହି ସେ ତାଙ୍କୁ ସବୁ ଖରାପ୍ କାମରେ ସମର୍ଥନ କରନ୍ତି। ଶ୍ୱଶୁର ଯେତେବେଳେ ତାଙ୍କ ରୁମ୍ କୁ ଆସନ୍ତି ସେ କବାଟ ଆଗରେ ଜଗିକି ରୁହନ୍ତି। ପରେ ଯେତେବେଳେ ପୀଡିତା ଘରଲୋକଙ୍କୁ ଏ ବିଷୟରେ କହିଲେ ସେତେବେଳେ ସମସ୍ତେ ତାଙ୍କୁ ପାଟି ଚୁପ୍ କରି କାହା ଆଗରେ ନ କହିବାକୁ କହିଲେ। ଯଦି ସେ କାହାକୁ କିଛି କୁହନ୍ତି ତେବେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

ବଳାତ୍କାର ଘଟଣାର ଦେଢ଼ ମାସ ପରେ ସୁନୀତାଙ୍କ ସ୍ୱାମୀ ଯେତେବେଳେ ପଞ୍ଜାବରୁ ଫେରିଲେ ସୁନିତା ତାଙ୍କୁ ସବୁ କଥା କହିଲେ। ତା’ପରେ ସେ ତାଙ୍କ ସ୍ୱାମୀଙ୍କ ସହ ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ପୋଲିସ ଷ୍ଟେସନକୁ ଗଲେ। ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କଲା ବର୍ତ୍ତମାନ ପୋଲିସ୍ ଏହି ଘଟଣାର ଅନୁସନ୍ଧାନ କରୁଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ।

କେହି ବିଶ୍ୱାସ କରିପାରିବେ ନାହିଁ ଯେ ଶ୍ୱଶୁର ତାଙ୍କ ବୋହୂ ସହିତ ଏପରି ଘୃଣ୍ୟ କାର୍ଯ୍ୟ କରିପାରେ। ପୀଡିତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ଅଭିଯୁକ୍ତ ଶ୍ୱଶୁରଙ୍କୁ କଠୋର ଦଣ୍ଡ ଦିଆଯାଉ। ଯାହାଫଳରେ କେହି ଏମିତି ଖରାପ୍ କାମ କରିବାକୁ ଚିନ୍ତା ମଧ୍ୟ କରିବେନି।

Leave a Reply

Your email address will not be published. Required fields are marked *