କାଳିଆ ଗଲା ନନ୍ଦୀ ଘୋଷରେ ବାପା ଗଲା କୋକେଇରେ…..

ଗତକାଲି ଅନୁଷ୍ଠିତ ହୋଇଥିଲା ବିଶ୍ୱର ସବୁଠାରୁ ବଡ଼ ଯାତ୍ରା ରଥ ଯାତ୍ରା । ଯେଉଁଥିରେ ବିଧି ଅନୁଯାୟୀ ଶ୍ରୀଜଗନ୍ନାଥ ରଥରେ ନିଜ ମାଉସୀଙ୍କ ଘରକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଏହି ପବିତ୍ର ଦିନରେବି ଅନେକ ଲୋକଙ୍କର ଅକାଳ ମୃ-ତ୍ୟୁ ହୋଇଯାଇଛି । ତାମଧ୍ୟରୁ ଓଡ଼ିଶାର ବରିଷ୍ଠ ଫୋଟଗ୍ରାଫର ଅଶୋକ ପଣ୍ଡାଙ୍କ ଦୁର୍ଘ-ଟଣାଗ୍ର-ସ୍ତ ମୃ-ତ୍ୟୁ ହୋଇଛି । ଚଳିତ ବର୍ଷ ପବିତ୍ର ରଥଯାତ୍ରାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ହରାଇଛି , ଜଣେ ନିଜ ବାପାକୁ ହରାଇଛି ଏବଂ ସାରା ଓଡ଼ିଶା ଜଣେ ବରିଷ୍ଠ ଫୋଟଗ୍ରାଫରଙ୍କୁ ହରାଇଛି ।

ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ଶୁକ୍ରବାର ରଥଯାତ୍ରା ଦିନ ବରିଷ୍ଠ ଫୋଟଗ୍ରାଫର ଅଶୋକ ପଣ୍ଡା ଫୋଟ ଉଠାଇବା ପାଇଁ ଭୁବନେଶ୍ବରରୁ ପୁରୀ ଯାଉଥିବା ସମୟରେ ପୁରୀ ସାତଶଙ୍ଖ ନିକଟରେ ଦୁର୍ଘ-ଟଣାଗ୍ର-ସ୍ତ ହୋଇଥିଲେ । ଦୁର୍ଘ-ଟଣାରେ ତାଙ୍କର ମୃ-ତ୍ୟୁ ମଧ୍ୟ ହୋଇ ଯାଇଥିଲା । ମୃ-ତ୍ୟୁ ବେଳକୁ ତାଙ୍କ ବେକରେ କାର୍ଡ଼ ଅନ ପାସ । ତେବେ ମୃ-ତ୍ୟୁ ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଅଶୋକ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ।

ତେବେ ଗତକାଲି ତାଙ୍କ ମ-ର ଶରୀରକୁ କ୍ୟାପିଟାଲ ହସ୍ପିଟାଲରୁ ଘରକୁ ଅଣା ଯାଇଥିଲା । ତାଙ୍କ ମ-ର ଶରୀର ପହଞ୍ଚିବା ପରେ ବନ୍ଧୁ , ପଡ଼ୋଶୀ ଏବଂ ଆତ୍ମୀୟ ସ୍ଵଜନଙ୍କ ମଧ୍ୟରେ ଗଭୀର ଶୋ-କର ଛା-ୟା ଖେଳି ଯାଇଛି । ତାଙ୍କ ମୃ-ତ୍ୟୁ ବେଳକୁ ୫୨ ବର୍ଷ ହୋଇଥିବା ବେଳେ ତାଙ୍କର ୧୦ ବର୍ଷୀୟ ଏକମାତ୍ର ଝିଅ ଏବଂ ସ୍ତ୍ରୀ ଅଛନ୍ତି । ୧୦ ବର୍ଷର ଝିଅଟି କେବେବି ଭାବି ନଥିଲା ଯେ ତାର ବାପା ଯେଉଁ ଖୁସି ହୋଇ ପୁରୀ ଯାଇଛନ୍ତି ଏବଂ ପୁରୀରୁ ଜଗନ୍ନାଥ ଦର୍ଶନ କରି ଫୋଟ ଉଠାଇ ଘରକୁ ଆଉ ଫେରି ପାରିବେ ନାହିଁ ।

ଯେଉଁ ଦିନ ସମସ୍ତେ ଖୁସିରେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି ସେହିଦିନ ତାଙ୍କ ପରିବାରରେ ଦୁଃ-ଖ ଖେଳି ଯାଇଛି । ସ୍ୱାମୀକୁ ଝୁରି ଝୁରି ସ୍ତ୍ରୀ ଏବଂ ଝିଅଙ୍କ ଆଖିରୁ ଲୁ-ହ ଶୁଖିନାହିଁ । ତେବେ ବୈଶିଙ୍ଗାରେ ତାଙ୍କ ମ-ର ଶରୀର ପହଞ୍ଚିବା ପରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧା-ଞ୍ଜଳି ଦିଆଯାଇ ଶ-ବସଂ-ସ୍କାର କରାଯାଇଥିଲା । କହିବାକୁ ଗଲେ ତାଙ୍କ ସ୍ତ୍ରୀ ଛକସ୍ଥ ସରକାରୀ କ୍ୱାର୍ଟରରେ ରହନ୍ତି । କିନ୍ତୁ ସ୍ୱାମୀଙ୍କର ଏପରି ହଠାତ ମୃ-ତ୍ୟୁ କାରଣରୁ ସେ ଦୁଃ-ଖରେ ଭା-ଙ୍ଗି ପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *