ପୁଅ ସହ ବ୍ରେକ-ଅପ ପରେ ଯୁବତୀଙ୍କ ପ୍ରେମରେ ପଡ଼ିଲେ ବାପା , ଆଉ ଶେଷରେ ବିବାହ ମଧ୍ୟ କଲେ

ଆଜିକା ଦୁନିଆରେ କିଛି ଅସମ୍ଭବ ବୋଲି ନାହିଁ । ଅସମ୍ଭବ ଠାରୁ ଭିନ୍ନ ଯାହାକି ସମ୍ଭବ ଥିଲେବି କରାଯାଏ ନାହିଁ । ଆପଣ ମାନେ କେବେ ଶୁଣିଛନ୍ତି କି ପୁଅର ଗାର୍ଲଫ୍ରେଣ୍ଡ ସହିତ ବାପର ସ-ମ୍ପର୍କ । ହଁ ଆଜ୍ଞା ଆଜିକା ଦୁନିଆରେ କିନ୍ତୁ ଏପରି ସମ୍ଭବ ହୋଇ ଯାଇଛି ଆଉ ଏହାର ଏକ ଜ୍ୱ-ଳନ୍ତ ଉଦାହରଣ ମଧ୍ୟ ରହିଛି । ପୁଅର ବ୍ରେକଅପ ହେବାପରେ ପୁଅର ଏକ୍ସ ଗାର୍ଲଫ୍ରେଣ୍ଡ ସହିତ ପୁଅର ବାପା ପ୍ରେମରେ ପଡ଼ି ଯାଇଛନ୍ତି । ଏମିତିକି ବିବାହ ମଧ୍ୟ କରିଛନ୍ତି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ଏପରି ହେବା କୌଣସି ବଡ଼ କଥା ନୁହେଁ ।

ସୂଚନା ଅନୁଯାୟୀ ଏହି ଘ-ଟ-ଣା ଆମେରିକା ଓହିଓ ଷ୍ଟେଟର ଅଟେ । ଯେଉଁଠି ଜଣେ ୨୭ ବର୍ଷୀୟା ମହିଳା ତାଙ୍କ ଠାରୁ ୨୪ ବର୍ଷ ବଡ଼ ଜଣେ ବୟସ୍କଙ୍କୁ ବିବାହ କରିଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ କଥା ଏହା ଯେ ସାନ ସେଫରିନ ଡିନ ନାମକ ଜଣେ ୨୭ ବର୍ଷୀୟା ମହିଳା ଟ୍ରକ ଡ୍ରାଇଭର ପାଲଙ୍କ ପୁଅଙ୍କ ଅନେକ ବର୍ଷ ହେବ ଡେଟ କରି ଆସୁଥିଲେ । ତେବେ ସେ ୧୧ ବର୍ଷ ବୟସରେ ନିଜ ବୟଫ୍ରେଣ୍ଡର ପିତାଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ ।

ତେବେ ସେ କେବେବି ଭାବି ନଥିଲେ ଯେ ନିଜ ବୟଫ୍ରେଣ୍ଡ ସହିତ ତାଙ୍କର କେବେ ବ୍ରେକ-ଅପ ହେବ ଏବଂ ସମ୍ପ-ର୍କରେ କୌଣସି ପରିବର୍ତ୍ତନ ଆସିବ ବୋଲି । ସୂଚନା ଅନୁଯାୟୀ ଯୁବତୀ ଜଣକ ଯେତେବେଳେ ଜାଣିଲେ ଯେ ନିଜ ବୟଫ୍ରେଣ୍ଡ ଅନ୍ୟ କୌଣସି ଝିଅକୁ ଡେଟ କରୁଛନ୍ତି ସେହି କଥା ତାଙ୍କୁ ଖୁବ ଆ-ଘା-ତ ଲାଗିଥିଲା । ତେଣୁ ସେ କିଛି ସମୟ ପାଇଁ ୫୧ ବର୍ଷୀୟ ପାଲଙ୍କ ସହିତ ଚେଟ କରିଥିଲେ । କିନ୍ତୁ ସେହି କିଛି ସମୟ କଥାବାର୍ତ୍ତା ତାଙ୍କ ଜୀବନ ବଦଳାଇ ଦେଇଥିଲା । ତାଙ୍କ ଠାରୁ ବୟସ୍କ ଜଣକ ୨୪ ବର୍ଷ ବଡ଼ ଜାଣିବି ସୁଦ୍ଧା ଉଭୟେ ଉଭୟଙ୍କ ପ୍ରେମରେ ପଡ଼ିଗଲେ ।

ଅନେକ ଦିନର କଥାବାର୍ତ୍ତା ପରେ ଦୁହେଁ ପରସ୍ପରକୁ ଡେଟ କଲେ ଏବଂ ଶେଷରେ ବିବାହ ମଧ୍ୟ କଲେ । ୨୦୧୬ ମସିହାରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନିଜର ସମ୍ପ-ର୍କ ଏବଂ ବିବାହ ବିଷୟରେ ଯୁବତୀ ଜଣକ କହିଛନ୍ତି ଯେ ଏପରି କେବେ ହେବ ସେ ଏହା କେବେ ଭାବି ନଥିଲେ । ଆଉ ବର୍ତ୍ତମାନ ସେ ନିଜ ସମ୍ପ-ର୍କକୁ ନେଇ ଖୁବ ଖୁସି ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *