ବର୍ଷାଙ୍କୁ ନେଇ ଅନୁଭବଙ୍କ ଖୁଲାସା , ୟୁଏସ ଗଲେ ଶାରୀ-ରିକ ସମ୍ପର୍କ ରଖିବେ କହି କରିଥିଲେ ବାହାନା :-

ସାଂସଦ ଅନୁଭବ ମହାନ୍ତିଙ୍କର ଦୁଇଟି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଅନୁଭବ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ପତ୍ନୀ ବର୍ଷାଙ୍କୁ ନେଇ କିଛି ଖୁଲାସା କରିଛନ୍ତି ଅନୁଭବ । ତେବେ ତାଙ୍କ କହିବା ଅନୁଯାୟୀ ବିବାହର ଦୀର୍ଘ ବର୍ଷ ପରେବି ଯେହେତୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଶାରୀ-ରିକ ସ-ମ୍ପ-ର୍କ ନଥିଲା । ତେଣୁ ତାହାକୁ ନେଇ ବାସ୍ତବରେ ଅନୁଭବ ଦୁଃ-ଖିତ ଥିଲେ । କିନ୍ତୁ ବର୍ତ୍ତମାନ ଭାଇରଲ ହେଉଥିବା ଭିଡ଼ିଓରେ ଅନୁଭବ ବର୍ଷାଙ୍କୁ ନେଇ ଆଉ କିଛି ଘ-ଟଣା ବିଷୟରେ କହିଛନ୍ତି ।

ଅନୁଭବ ଏବଂ ବର୍ଷାଙ୍କ ବିବାହ ୨୦୧୪ ରେ ହେବାପରେ ଉଭୟ ପତି ପତ୍ନୀ ୨୦୧୫ ରେ ୟୁଏସ ଯିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେହି ସମୟରେ ବର୍ଷା ମଧ୍ୟ ୟୁଏସ ଗଲେ ଶାରୀ-ରିକ ସ-ମ୍ପ-ର୍କ ରଖିବେ ବୋଲି କହିଥିଲେ । କିନ୍ତୁ ସେଠାରେ ବାହାନା କରିଥିଲେ । ୟୁଏସରେ ୨୦ ଦିନ ବିତାଇବା ପରେ ଉଭୟେ ଘରକୁ ଫେରିଥିଲେ । ତେବେ ପ୍ରଥମରୁ ହିଁ ବର୍ଷା ନିଜ କ୍ୟାରିଅରକୁ ନେଇ ଅନୁଭବଙ୍କୁ ନି-ନ୍ଦା କରୁଥିବା ଅନୁଭବ କହିଛନ୍ତି । ବର୍ଷାଙ୍କ କହିବା କଥା ଯେ ସେ ଅନୁଭବଙ୍କୁ ବିବାହ କରି ନିଜ କ୍ୟାରିଅର ନ-ଷ୍ଟ କରିଛନ୍ତି ।

କିନ୍ତୁ ବିବାହ ପରେ ଅନୁଭବ ବର୍ଷାଙ୍କ କ୍ୟାରିଅରକୁ ଠିକ ରଖିବା ପାଇଁ ଖୁବ ପ୍ରଚେଷ୍ଟା କରିଥିବା କହିଛନ୍ତି । ଏମିତିକି ବର୍ଷାଙ୍କ ସହ ଫିଲ୍ମ କରିବାକୁ ପ୍ରଡ୍ୟୁସରଙ୍କୁ ଅନୁରୋଧ କରିଥିବା ମଧ୍ୟ କହିଛନ୍ତି । କିନ୍ତୁ ଏତେ ସବୁ ପରେ ବି ବର୍ଷା ତାଙ୍କୁ ଅପ-ମାନ ଦେଇଥିବା କହିଛନ୍ତି । ଜଣେ ସ୍ୱାମୀ ହିସାବରେ ବର୍ଷାଙ୍କୁ କିପରି ଭଲରେ ରଖିବେ ସେ ସବୁବେଳେ ସେଇ ଚେଷ୍ଟା କରି ଆସିଛନ୍ତି । କିନ୍ତୁ ପ୍ରତିବଦଳରେ ତାଙ୍କୁ ସବୁବେଳେ ନି-ନ୍ଦା ଅପ-ମାନ ମିଳୁଥିବା କହିଛନ୍ତି ।

ଦମ୍ପତ୍ତି ହିସାବରେ ବର୍ଷା ତାଙ୍କୁ ଶାରୀ-ରିକ ସ-ମ୍ପ-ର୍କ ରଖିବାରୁ ବଞ୍ଚିତ କରୁଥିଲେ ଏବଂ ନିଜ କ୍ୟାରିଅର କେବଳ ଅନୁଭବଙ୍କ ପାଇଁ ନ-ଷ୍ଟ ହୋଇଥିବା କହୁଥିଲେ । ଯାହା ପରବର୍ତ୍ତୀ ସମୟରେ ଛା-ଡ଼ପ-ତ୍ର ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କଲା । ଅନୁଭବ ନିଜର ଭାବନାକୁ ପ୍ରକାଶ କରି କହିଛନ୍ତି ଯେ ଅନ୍ୟ ଭଦ୍ର ମୁଖା ପିନ୍ଧା ଲୋକେ ବର୍ଷାଙ୍କ ଜରିଆରେ ତାଙ୍କୁ ହନ୍ତସନ୍ତ କରୁଛନ୍ତି । ଆଉ ଏହି କାରଣରୁ ସାଂସଦ ନିଜକୁ ଖୁବ ନିଃ-ସହା-ୟ ମନେ କରିଛନ୍ତି ।

Leave a Reply

Your email address will not be published. Required fields are marked *