ଦୁଇ ପୁଅଙ୍କ ଆଗରେ ମାଆ ରଖିଲା ଯୌ-ନ ସଂ-ପର୍କ, ରା-ଗି ଯାଇ ପୁଅ କଲେ ଏମିତି କା-ଣ୍ଡ

ଭାରତୀୟ ସଂସ୍କୃତିରେ ମା’ ଓ ପିଲାମାନଙ୍କ ସମ୍ପର୍କ ପ୍ରେମରେ ପରିପୂର୍ଣ୍ଣ ଏବଂ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ। ସେଥିପାଇଁ ଏହା କୁହାଯାଏ- ‘ପୁତ୍ର କୁପୁତ୍ର ହୋଇପାରେ, କିନ୍ତୁ ମା’ କୁମାତା ହୋଇ ପାରେନା। ଅବଶ୍ୟ, ବିଶ୍ୱର ଅନ୍ୟ ଦେଶରେ ହୁଏତ ଏପରି ଦେଖାଯାଇ ନଥାଏ।

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛ-ଳନା, ଧୋ-କା, ଏବଂ ପ୍ରତା-ରଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀ-ବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ହେଲେ ଆଜି ଆମେ ଆପଣଙ୍କୁ ଏକ ଲ-ଜ୍ୟାଜ-ନକ ଘ-ଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ମହିଳା ଜଣକ ପ୍ରେମରେ ପଡି ଏପରି କିଛି ଅଭା-ବନୀ-ୟ କା-ଣ୍ଡ କରିଥିଲେ ତାହା ଅତ୍ୟନ୍ତ ନିନ୍ଦ-ନୀୟ ଅଟେ। ମୁଖ୍ୟ କଥା ହେଉଛି ମହିଳା ଜଣକ ଅବିବାହିତ ନୁହଁନ୍ତି ବରଂ ସେ ଜଣେ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ଦୁଇଟି ସନ୍ତାନ ଆଖି ଆଗରେ ମାଆ ଅନ୍ୟ ପୁରୁଷ ସହ ଯୌ-ନ ସଂ-ପର୍କ ରଖିଲା।

ତେବେ ଏଭଳି ଅଭା-ବନୀ-ୟ ଘ-ଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଶାସ୍ତ୍ରୀ ନଗରରେ ଘ-ଟିଛି। ମାଆକୁ ଅନ୍ୟ ପୁରୁଷ ସହ ଅସଂ-ଜତ ଅବସ୍ଥାରେ ଦେଖିବା ପରେ ଦୁଇ ନାବା-ଳକ ପୁଅ ଯୁବକଙ୍କୁ ପି-ଟି ପି-ଟି ହ-ତ୍ୟା କରିଛନ୍ତି। ମୃ-ତ ଯୁବକର ନାମ ସେକେଣ୍ଡ ମହାକୁଡ଼ ବୟସ ୪୫ ବୋଲି ଜଣା ପଡିଛି।

ମିଳିଥିବା ସୂଚନା ଅନୁସାରେ, ଯୋଡ଼ା ସହରର ଶାସ୍ତ୍ରୀ ନଗରରେ ବିଧବା ମାଆ ଦୁଇ ପିଲାଙ୍କ ସହ ରହୁଥିଲା। ତେବେ ଗତ କିଛି ବର୍ଷ ସ୍ୱାମୀଙ୍କ ମୃ-ତ୍ୟୁ ଘ-ଟିବା ପରେ ଏକା ହୋଇ ପଡ଼ିଥିଲେ ଏବଂ ଦୁଇ ପୁଅଙ୍କୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଥିଲା। ଏହାପରେ ତାଙ୍କର ସାକ୍ଷାତ ଯୁବକ ସେକେଣ୍ଡ ସହ ହୋଇଥିଲା। ଯୁବକ ଜଣକ ବିଧବା ମହିଳାଙ୍କୁ ଅନେକ ସାହାଯ୍ୟ କରିଥିଲେ ଏହାପରେ ଦୁହେଁ ପ୍ରେମରେ ପଡି ଯାଇଥିଲେ।

ତେବେ ଘରେ କେହି ନଥିବା ବେଳେ ବିବାହିତ ଯୁବକ ଜଣକ ମହିଳାଙ୍କ ଘରକୁ ଆସି ଶାରୀ-ରିକ ସଂ-ପର୍କ ରଖିଥିଲେ। ତେବେ ଏହି ସମୟରେ ମହିଳାଙ୍କ ଦୁଇ ନାବାଳକ ପୁଅ ଆସି ପହଞ୍ଚି ଥିଲେ। ତେବେ ସେ ମାଆ ଓ ସେକେଣ୍ଡ କୁ ଆପ-ତ୍ତି ଜ-ନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ଦେଖି ଦୁଇ ପୁଅ ହିଂ-ସ୍ର ପରା-ୟଣ ହୋଇ ପଡ଼ିଥିଲେ। ଯୁବକଙ୍କୁ ଭିଡି ଭିଡି ଆଣି ଖୁଣ୍ଟିରେ ବାନ୍ଧି ଦେଇଥିଲେ।

ଏହାପରେ ଯୁବକଙ୍କୁ ନି-ର୍ଧୁ-ମ ମା-ଡ ମା-ରିଥିଲେ ଦୁଇ ନାବାଳକ। ତେବେ ସେମାନଙ୍କ ମା-ଡ଼ରେ ଯୁବକଙ୍କ ଘଟ-ଣା ସ୍ଥଳରେ ମୃ-ତ୍ୟୁ ଘଟିଥିଲା। ତେବେ ଖବର ପାଇ ପୋଲି-ସ ଘଟ-ଣାସ୍ଥ-ଳରେ ପହଞ୍ଚି ଦୁଇ ନାବାଳକ ପୁଅକୁ ଗି-ର-ଫ କରିବା ସହ ଶ-ବକୁ ଉ-ଦ୍ଧାର କରି ବ୍ୟବ-ଚ୍ଛେଦ କରିବା ପାଇଁ ପଠେଇ ଥିଲେ।

Leave a Reply

Your email address will not be published. Required fields are marked *