ଗଣମାଧ୍ୟମ ଆଗରେ ବର୍ଷା କହିଲେ ନିଜର ପ୍ରେମ କାହାଣୀ , କେମିତି ଆରମ୍ଭ ହୋଇଥିଲା ପ୍ରେମ

ବର୍ତ୍ତମାନ ସାରା ରାଜ୍ୟରେ ଚହଳ ପକାଇ ଦେଇଛି ବର୍ଷା ଆଉ ଟୁଙ୍ଗୁରୁଙ୍କର ପ୍ରେମ କାହାଣୀ । ଜଣେ ବିବାହିତା ମହିଳା କିପରି ଆଉ ଜଣେ ପୁରୁଷଙ୍କୁ ବିବାହ କରିବାପାଇଁ ପା-ଗଳ ଭଳି ହେଉଛନ୍ତି ଆପଣ ସେ ବିଷୟରେ ଜାଣି ସାରିଥିବେ । ଆଉ ଥା-ନା ଆଗରେ ଦାବି କରୁଛନ୍ତି କି ଟୁଙ୍ଗୁରୁଙ୍କୁ ସହିତ ତାଙ୍କର ବିବାହ କରି ଦିଆଯାଉ । ତେବେ ରାଜଧାନୀରେ ଘ-ଟିଛି ଏଭଳି ଏକ ଘ-ଟଣା । ଜଣେ ମହିଳା ୨ ବର୍ଷ ପୂର୍ବରୁ ନିଜ ସ୍ୱାମୀଙ୍କୁ ଛାଡି ଦେଇଥିଲେ ଆଉ ତାପରେ ନିଜ ଠାରୁ କମ୍ ବୟସର ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ

ଏହାପରେ ଉଭୟଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡ଼ତା ବଢିଥିଲା ଆଉ ଗଢି ଉଠିଥିଲା ଶାରୀ-ରିକ ସ-ମ୍ପର୍କ । ଆଉ ବିବାହର ପ୍ରତି-ଶ୍ରୁତି ମଧ୍ୟ ଦିଆ ଯାଇଥିଲା । ତେବେ କାଲି ହଠାତ ମହିଳା ଜଣକ ଖବର ପାଇଥିଲେ କି , ତାଙ୍କ ପ୍ରେମିକଙ୍କୁ ଆଉ ଜଣେ ଝିଅ ସହିତ ଜୋର ଜବ-ରଦସ୍ତ କରି ବିବାହ କରି ଦିଆଯାଉଛି । ଏହାପରେ ସେ ଥା-ନାର ଦ୍ୱାରସ୍ଥ ହୋଇଥିଲେ ଆଉ ହାତରେ ଶଙ୍ଖା , ସିନ୍ଦୁର ଆଉ ଫୁଲ ମାଳ ଧରି ପହଞ୍ଚିଥିଲେ । ତେବେ ଏହାପରେ ସେହି ମହିଳା ଅର୍ଥାତ ବର୍ଷା ନିଜ ପ୍ରେମ କାହାଣୀ ବିଷୟରେ ଗଣମାଧ୍ୟମ ଆଗରେ ବଖାଣି ଥିଲେ ।

ତାଙ୍କ କହିବା ଅନୁଯାୟୀ , ଦୁଇ ବର୍ଷ ପୂର୍ବରୁ ଅର୍ଥାତ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ତାଙ୍କ ଭଲ ପାଇବା । ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ତାଙ୍କ ପ୍ରେମିକ ଅର୍ଥାତ ଟୁଙ୍ଗୁରୁଙ୍କର ଗାଡ଼ିରେ ଯାଇଥିଲେ । ଆଉ ଏହାପରେ ଟୁଙ୍ଗୁରୁ ପ୍ରଥମ ଦେଖାରେ ତାଙ୍କୁ ଭଲ ପାଇ ବସିଥିଲେ ଆଉ ଫୋନ ନମ୍ବର ମାଗିଥିଲେ । ତେବେ ଏହାପରେ ସେ ବାରମ୍ବାର ବର୍ଷାଙ୍କୁ ଫୋନ କରି ମୁଁ ତୁମକୁ ବହୁତ ଭଲ ପାଏ ବୋଲି କହୁଥିଲେ । ତୁମକୁ ନ ପାଇଲେ ଆ-ତ୍ମହ-ତ୍ୟା କରିଦେବି ମଧ୍ୟ କହିଥିଲେ । ତେବେ ଏହାପରେ ବର୍ଷା ତାଙ୍କ ସ୍ୱାମୀଙ୍କୁ ଛା-ଡିବା ପାଇଁ ବାଧ୍ୟ ହୋଇଥିଲେ ଆଉ ଟୁଙ୍ଗୁରୁଙ୍କର ପ୍ରେମରେ ପଡି ଯାଇଥିଲେ ।

ତେବେ ଏହାମଧ୍ୟରେ ଭଲ ପାଇବା ଏତେ ବଢି ଯାଇଥିଲା କି ବର୍ଷା ତାଙ୍କ ପିଲାମାନଙ୍କୁ ମଧ୍ୟ ଭୁଲି ଯାଇ କେବଳ ଟୁଙ୍ଗୁରୁଙ୍କର ସାରା ଜୀବନ ହୋଇ ରହିବାପାଇଁ ଚାହୁଁଥିଲେ । ଦୁହେଁ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ । ଏପରିକି ଟୁଙ୍ଗୁରୁ ବର୍ଷାଙ୍କ ଠାରୁ ଟଙ୍କା ଆଉ ଗାଡି ମଧ୍ୟ ନେଇଥିଲେ ଆଉ ତାପରେ ବିବାହ କରିବେ ବୋଲି କହିଥିଲେ । ଆଉ ଏହାପରେ ବର୍ଷା ମଧ୍ୟ ତାଙ୍କୁ ଟଙ୍କା ଦେଇଥିଲେ । ବର୍ତ୍ତମାନ ସମୟରେ ବର୍ଷାଙ୍କର ପଡୋଶୀ ଏ ସବୁ ବିଷୟରେ ବଖାଣିଛନ୍ତି । ଆଉ କହିଛନ୍ତି ବର୍ଷାଙ୍କୁ ନ୍ୟା-ୟ ମିଳିବା ଉଚିତ । କାରଣ ସେ ଟୁଙ୍ଗୁରୁ ପାଇଁ ନିଜ ଘର ସଂସାରକୁ ଛାଡି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *