ମଝି ଆକାଶରେ ୧୯୧ ଜଣ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇ ଦେଲେ କ୍ୟାପଟେନ , ହୁ ହୁ ହୋଇ ଜ-ଳୁଥିଲା ଏରୋପ୍ଲେନ

ଦୁର୍ଘ-ଟଣା କେତେବେଳେ ଘଟିବ , ସେ କଥା କେହି ଜାଣି ନଥାନ୍ତି । କେତେବେଳେ କାହା ସହ କଣ ଯେ ହୋଇଯିବ , ତାହା ଆମେ କେହି ଜାଣି ନଥାଉ । ତେବେ ନିକଟରେ ଏଭଳି କିଛି ଦୁର୍ଘ-ଟଣା ଘଟିଯାଇଛି , ଯାହାକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ସାଧାରଣତଃ ଏରୋପ୍ଲେନ ଦୁର୍ଘ-ଟଣାର ଶି-କାର ହେବା କିମ୍ବା ନିଆଁ ଲାଗିବା କଥା ତ ଆପଣ ସମସ୍ତେ ଶୁଣିଥିବେ କିନ୍ତୁ ମୃ-ତ୍ୟୁ ମୁଖରୁ ଏରୋପ୍ଲେନକୁ ଛଡାଇ ଆଣିବା କଥା ଆପଣ ବହୁତ କମ୍ ଶୁଣିଥିବେ ।

ନିକଟରେ ଘଟିଯାଇଛି ଏଭଳି ଲୋ-ମଟା-ଙ୍କୁରା ଘ-ଟଣା । ମଝି ଆକାଶରେ ହୁ ହୁ ହୋଇ ଜ-ଳିବାକୁ ଲାଗିଲା ଏରୋପ୍ଲେନ କିନ୍ତୁ କ୍ୟାପଟେନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଏରୋପ୍ଲେନରେ ଥିବା ଯାତ୍ରୀ ଆଉ କ୍ରୁ ମେମ୍ବର ମାନେ ର-କ୍ଷା ପାଇ ଯାଇଥିଲେ ଆଉ ମୃ-ତ୍ୟୁ ମୁଖରୁ ଫେରି ଆସିଥିଲେ । ତେବେ ସୂଚନା ମୁତାବିକ , ବିହାରର ପାଟନାରେ ଏଭଳି ଦୁର୍ଘ-ଟଣା ଘଟିଅଛି । ଏଥିରେ ମୋଟ ୧୮୫ ଜଣ ଯାତ୍ରୀ ଥିବା ସହିତ ଆଉ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୧୯୧ ଜଣ ଥିଲେ ଆଉ ଏହାର କ୍ୟାପଟେନ ଥିଲେ ମୋନିକା ଖାନ । ଆଉ ସମସ୍ତଙ୍କର ଜୀବନ ବିପ-ଦରେ ରହିଥିଲା । ତେବେ କ୍ୟାପଟେନ ମୋନିକା ଖାନ ସମସ୍ତଙ୍କୁ ବଞ୍ଚାଇ ଦେଇଥିଲେ ।

ସୂଚନା ଅନୁଯାୟୀ , ଟେକଅଫ ସମୟରେ ଏରୋପ୍ଲେନରେ କିଛି ଚଢ଼େଇ ଦଳ ଆସି ବାଡେଇ ହୋଇ ଯାଇଥିଲେ ଆଉ ଯେଉଁଥିପାଇଁ ଏରୋପ୍ଲେନରେ ଲାଗି ଯାଇଥିଲା ନି-ଆଁ । ଆଉ ଏହି ସମୟରେ ସମସ୍ତେ ଭ-ୟଭୀ-ତ ହୋଇ ଯାଇଥିଲେ । ବଞ୍ଚିବାର ଆଶା ନିଜ ମନରେ ରଖି ନଥିଲେ । ଏହି ସମୟ ମଧ୍ୟରେ କ୍ୟାପଟେନ ନିଜ ବୁଦ୍ଧି ଲଗାଇଥିଲେ ଆଉ ସ୍ୱୟଂ ଭଗବାନ ସାଜି ସମସ୍ତଙ୍କ ଜୀବନ ରକ୍ଷା କରିଥିଲେ । ତେବେ ଗୋଟିଏ ଇଞ୍ଜିନରେ ନି-ଆଁ ଲାଗିବା କାରଣରୁ ସେ ଗୋଟିଏ ଇଞ୍ଜିନ ବନ୍ଦ କରି ଦେଇଥିଲେ । ଆଉ ଅନ୍ୟ ଏକ ଇଞ୍ଜିନ ଦ୍ୱାରା ସେ ଏରୋପ୍ଲେନକୁ ଜରୁରୀକାଳୀନ ଲ୍ୟାଣ୍ଡ କରାଇବାକୁ ଚେଷ୍ଟା କରିଥିଲେ ।

ଆଉ ସଫଳତାର ସହିତ ପାଟନା ବିମାନବନ୍ଦରରେ ଲ୍ୟାଣ୍ଡ କରାଇଥିଲେ । ଯାହାଫଳରେ ଏରୋପ୍ଲେନରେ ଥିବା ସମସ୍ତ ଯାତ୍ରୀ ଏକ ନୂଆ ଜୀବନ ପାଇ ପାରିଥିଲେ । ବର୍ତ୍ତମାନ ସମୟରେ ମୋନିକାଙ୍କୁ ତାଙ୍କର ଏହି ଦୁଃ-ସାହ-ସିକ କାର୍ଯ୍ୟ ପାଇଁ ଅତ୍ୟନ୍ତ ପ୍ରଶଂସା କରାଯାଉଛି । ସ୍ପାଇକ ଜେଟ ପକ୍ଷରୁ ମଧ୍ୟ ତାଙ୍କୁ ପ୍ରଶଂସା କରାଯାଇଛି । ଆଉ କୁହାଯାଇଛି କି , କ୍ୟାପଟେନ ମୋନିକା ଆଉ ଅଫିସର ବଲପ୍ରୀତ ସିଂ ସାହସିକତା ଏବଂ ଧୋର୍ଯ୍ୟ ଦେଖାଇ ଯାତ୍ରୀ ମାନଙ୍କର ଜୀବନ ର-କ୍ଷା କରିଛନ୍ତି , ସେଥିପାଇଁ ଆମେ ଗର୍ବିତ । ଅନ୍ୟପକ୍ଷରେ ଏରୋପ୍ଲେନକୁ ଜରୁ-ରୀକା-ଳୀନ ଲ୍ୟାଣ୍ଡ କରାଯାଇ କିଛି ସମୟ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବା ପରେ ଦିଲ୍ଲୀ ଅଭିମୁଖେ ପଠା ଯାଇଥିଲା । ଏଥିରେ କାହାର କୌଣସି କ୍ଷ-ତି ହୋଇ ନଥିବାର ସୂଚନା ମିଳିଅଛି ।

Leave a Reply

Your email address will not be published. Required fields are marked *