ମୁଁହ ଖୋଲିଲେ ୟୁଟ୍ୟୁବର କାବୁ ମହାନ୍ତି , କହିଲେ ଝିଅ ସ-ମ୍ପର୍କ ରଖି ଛାଡି ଚାଲିଗଲେ ଠିକ୍ ଆଉ ପୁଅ ….

ଆଜିକାର ଦୁନିଆଁରେ ଅନେକ ଲୋକ ଭଲ ପାଉଛନ୍ତି । ତେବେ ଏମାନଙ୍କୁ ମଧ୍ୟରୁ କିଏ ପ୍ରେମରେ ସଫଳ ହେଉଛି ତ ଆଉ କିଏ ବିଫଳ ମଧ୍ୟ ହେଉଛି । କିଏ ପ୍ରେମରେ ବହୁତ ଆଗକୁ ବଢି ଯାଉଛି ତ ଆଉ କିଏ ଜୀବନ ହରାଇ ଦେଉଛି । ତେବେ ଏପରି ପରିସ୍ଥିତିରେ ବର୍ତ୍ତମାନ ସମୟରେ ଆଉ ଏକ ସାଧାରଣ କଥା ହୋଇ ଗଲାଣି ଲିଭ୍ ଇନ୍ ରିଲେସନସିପ । ଅର୍ଥାତ୍ ପୁଅ ଆଉ ଝିଅ ବିବାହ କରିବା ପୂର୍ବରୁ ଗୋଟିଏ ଘରେ ଏକାଠି ରହିବାରେ ଲାଗୁଛନ୍ତି । ଆଉ ତାପରେ ବିବାହ କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କେତେ ଜଣ ବିବାହ କରୁଥିବା ବେଳେ ଆଉ କିଛି ଲୋକ ଛାଡି ଦେଇ ଚାଲି ଯାଉଛନ୍ତି ।

ତେବେ ଏପରି ପରିସ୍ଥିତିରେ ଏ ବାବ-ଦରେ ମୁଁହ ଖୋଲି କହିଛନ୍ତି ଜଣେ ୟୁଟ୍ୟୁବର୍ । ସେ ଏପରି କିଛି ଘଟ-ଣାକୁ ଅନୁଧ୍ୟାନ କରି ବର୍ତ୍ତମାନ ତାହା ଉପରେ ଆଲୋକପାତ କରିଛନ୍ତି । ତାଙ୍କ କହିବା ଅନୁଯାୟୀ , ସେ ତାଙ୍କର ଜଣେ ଅତି ନିଜର ଭାଇଙ୍କୁ ଏହି ଲିଭ୍ ଇନ୍ ରିଲେସନସିପରେ ରହିଥିବାର ଦେଖିଥିଲେ କିନ୍ତୁ ସେ ବର୍ତ୍ତମାନ ଏଥିରେ ଧୋ-କା ପାଇବା ସହିତ ତାଙ୍କ ପ୍ରେମିକା ତାଙ୍କ ନାମରେ ଥା-ନାରେ ଅଭି-ଯୋଗ ଦେଇଛନ୍ତି ଆଉ କହିଛନ୍ତି କି , ସେ ତାଙ୍କ ଭାଇ । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି , ତାଙ୍କ ଭାଇଙ୍କ ପ୍ରେମିକାର ବର୍ତ୍ତମାନ ସମୟରେ ବିବାହ ଠିକ୍ ହୋଇ ଯାଇଛି । ତେଣୁ ଏଠାରେ ସେ କହିବା ପାଇଁ ଚାହୁଁଛନ୍ତି କି , ଆଜିକାଲି ଝିଅ ମାନେ ଏପରି କା-ଣ୍ଡ କରିଲେ ଠିକ୍ କିନ୍ତୁ ଯଦି ପୁଅ ମାନେ କରି ଦେଲେ ତେବେ ସେଇଟା ଭୁଲ ।

ଝିଅ ମାନେ ଆଜିକାଲି ଟିକିଏ ଭୁଲ ହେଲେ ଯାଇ ପୁଅ ଘର ଆଗରେ ଧାରଣା ଦେଇ ବସି ଯାଉଛନ୍ତି ଆଉ ଲୋକ ସହିତ ପୋ-ଲିସ ମଧ୍ୟ ସେହି ଝିଅ ମାନଙ୍କ ସପକ୍ଷରେ ହୋଇ ଯାଉଛି କିନ୍ତୁ ପୁଅ ସପକ୍ଷରେ କେହି ନାହିଁ । ଝିଅ ଯେତେ ଭୁଲ କରିଥାଉ ପଛକେ ତା ପାଇଁ ସମସ୍ତେ ଲ-ଢ଼ିବେ କିନ୍ତୁ ପୁଅ ପାଇଁ କିଛି କାମ କରିବ ନାହିଁ । ଆଜି ଯାଏଁ ଏପରି ଆଇନ ବାହାରି ନାହିଁ , ଯାହା ପୁଅ ମାନଙ୍କ ପାଇଁ କାମ କରିବ । ସବୁ ଆଇନ ଝିଅ ମାନଙ୍କ ପାଇଁ କାମ କରିଥାଏ ଆଉ ସେମାନଙ୍କ ସପକ୍ଷରେ ରହିଥାଏ । ତେଣୁ ଝିଅ ମାନଙ୍କୁ ଦୁରୁ ଜୁହାର ବୋଲି ସେ କହିଛନ୍ତି । ଆଉ ସେ ମଧ୍ୟ କହିଛନ୍ତି କି , ଆଜିକାଲି କାହା ସହିତ ଲିଭ୍ ଇନ୍ ରେ ରହିବା କଥା ନୁହେଁ । ସାଙ୍ଗରେ ରହି ସେମାନେ ପରେ ଧୋ-କା ଦେଇ ଚାଲି ଯାଇଥାନ୍ତି ।

ସେ ଏପରି ପରିସ୍ଥିତିକୁ ଅନୁଧ୍ୟାନ କରି କହିଛନ୍ତି କି , ଯେଉଁ ଝିଅ ତାଙ୍କ ଭାଇଙ୍କୁ ଧୋ-କା ଦେଇଛି , ସେ ଝିଅକୁ କେହି ବାହା ହେବା କଥା ନୁହେଁ । ଏପରିକି ଏମିତି ଯେଉଁ ଝିଅ ମାନେ ଅଛନ୍ତି , ତାଙ୍କୁ କେହି ବିବାହ କରିବା ଉଚିତ୍ ନୁହେଁ । ଏପରି ଝିଅ ସମାଜ ପାଇଁ କଳଙ୍କ। ତେଣୁ ଏମାନଙ୍କ ବିରୁ-ଦ୍ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଆଉ ଆଜିକାଲି ଖାଲି ଝିଅ ମାନେ ନୁହେଁ , ପୁଅ ମାନେ ମଧ୍ୟ ଧାରଣାରେ ଯାଇ ବସିବା ଉଚିତ୍ ଆଉ ନିଜ ଅଧିକାର ପାଇଁ ଲଢିବା ଉଚିତ୍ ବୋଲି ସେ ଗଣମାଧ୍ୟମ ଆଗରେ ମୁଁହ ଖୋଲି କହିଛନ୍ତି । ନିଜ ଅଧିକାର ସବୁବେଳେ ନିଜ ଅଧିକାର ଆଉ ସେଥିପାଇଁ ସମସ୍ତଙ୍କୁ ମୁଁହ ଖୋଲିବା ଉଚିତ୍ । ଏହା ବ୍ୟତୀତ ସେ କହିଛନ୍ତି କି , ଯେଉଁ ଝିଅ ତାଙ୍କ ଭାଇଙ୍କୁ ଛାଡି ଆଉ କାହାକୁ ବିବାହ କରିବାକୁ ଯାଇଛନ୍ତି , ସେଭଳି ଝିଅକୁ ବିବାହ କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *