ଇନଷ୍ଟାଗ୍ରାମରେ ଭିଡ଼ିଓ ଭାଇରଲ କରି ଏମିତି କହିଲେ ଯୁବକ । ” ମୋତେ ମୋ ଘର ଲୋକ ମା-ରିବାକୁ ଚାହୁଁଛନ୍ତି । “

ନିଜ ଲୋକକୁ କେହି କଣ କେବେ ଜୀବନରୁ ମା-ରିପାରେ କି ? ବାସ୍ତବ କଥା ତ ଏହା ଯେ ଆଜିକା ଦୁନିଆରେ ମଣିଷ ଆଉ ମଣିଷର ହୋଇ ନାହିଁ । ପୁଣି ନିଜ ଲୋକ ହେଲେହେବ କଣ , ମଣିଷ ହିଁ ସ୍ୱାର୍ଥପର । ଯଦି ମନୁଷ୍ୟ ନିଜ ସ୍ୱାର୍ଥ ସାଧନ ପାଇଁ ନିଜ ବାପା ମା’ କୁ ମା-ରି ପାରୁଛି ତେବେ ପରିବାରର ଅନ୍ୟ ସଦସ୍ୟ ତା ପାଇଁ କେହି ନୁହଁନ୍ତି ।

ପରିବାରରେ ଯଦି କେହି କାହାର ହ-ତ୍ୟା କରି ଦିଏ ତେବେ ଆଉ ବାହାରେ ମନୁଷ୍ୟକୁ ଭ-ୟରେ ରହିବାର ଆବଶ୍ୟକତା କଣ ଅଛି । ଏମିତି ଅନେକ ଖବର ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି । ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମରେ ଏଭଳି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ଯୁବକ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ଭ-ୟଭୀ-ତ ହୋଇଯିବେ ।

ଇନଷ୍ଟାଗ୍ରାମରେ ଭାଇରଲ ହୋଇଥିବା ଏହି ଭିଡ଼ିଓରେ ଜଣେ ଯୁବକ ଅନ୍ଧାର ରାତିରେ ରାସ୍ତାରେ ଚାଲୁ ଚାଲୁ ଏକ ଭିଡ଼ିଓ କରିଛନ୍ତି । ତାଙ୍କ ମୁହଁରୁ ସେ ଖୁବ ଭ-ୟଭୀ-ତ ନଜର ଆସୁଛନ୍ତି । ଯେମିତି ତାଙ୍କ ଉପରେ କେହି ନଜର ରଖୁଛି । ଆଉ ତାଙ୍କ ମୁହଁରୁ ମଧ୍ୟ ଠିକ ଏହିଭଳି କଥା ଶୁଣିବାକୁ ମିଳୁଛି । ଯୁବକ ଜଣକ କହିଛନ୍ତି ଯେ ତାଙ୍କ କୁଆଡ଼େ ତାଙ୍କ ପରିବାର ଲୋକେ ମା-ରିବକୁ ଚାହୁଁଛନ୍ତି । ସେଥିପାଇଁ ସେ ଏହି ଭିଡ଼ିଓ ଭାଇରଲ କରିବାକୁ ଚାହୁଁଛନ୍ତି ଯାହାଦ୍ୱାରା ସମସ୍ତେ ଏ ବିଷୟରେ ଜାଣି ପାରିବେ ।

ନିଜ ଭିଡ଼ିଓରେ ସେ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ କହିଛନ୍ତି ଯେ ତାଙ୍କ ମାରିବାକୁ ଚାହୁଁଥିବା ଲୋକଙ୍କ ମଧ୍ୟରେ ସତ୍ୟନାରାୟଣ ବିଶ୍ୱାଳ , ସ୍ମୃତି ରଞ୍ଜନ ବିଶ୍ୱାଳ ମୁଖ୍ୟ ଅଟନ୍ତି ଏବଂ ଏହି ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ ଜଣେ କୁଆଡ଼େ ଜଣେ ବ୍ୟାଙ୍କ ଅଧିକାରୀ ସ୍ୱର୍ଣ୍ଣଲତା ସାହୁ ତାଙ୍କୁ ଜୀବନରୁ ମା-ରିବାକୁ ଚାହୁଁଛନ୍ତି ।

ତେବେ ସେ ଭିଡ଼ିଓରେ ଏହା ମଧ୍ୟ କହିଛନ୍ତି ଯେ ସବୁକିଛି ଲୋକେ ଜାଣିବା ଆଗରୁ ସେ କୁଆଡ଼େ ଆଉ ନଥିବେ । ତେଣୁ ସେ ଏହି ଭିଡ଼ିଓ ଭାଇରଲ କରିବାକୁ ଚାହୁଁଛନ୍ତି । ଏହାବ୍ୟତୀତ ତାଙ୍କ ମୃ-ତ୍ୟୁର କାରଣ ସରକାର ଜାଣିବା ଉଚିତ ଏବଂ ଦୋ-ଷୀଙ୍କୁ ଯଥାଶୀଘ୍ର ଦ-ଣ୍ଡ ମିଳିବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଆ-ଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏହି ଭିଡ଼ିଓ ଭାଇରଲ ହେବାର ଆଗାମୀ ଦିନ ହିଁ ଯୁବକଙ୍କ ମୃ-ତ୍ୟୁ ହୋଇ ଯାଇଛି ଏବଂ ଶ-ବ ସ-ତ୍କାର ମଧ୍ୟ ସରିଛି ।

ସୂଚନା ଅନୁଯାୟୀ ବାଲି ପାଟଣା ଥା-ନା ଭାଗଦଡ଼ ଗାଁ ବିଶ୍ୱାଳ ସାହିର ରଶ୍ମି ରଞ୍ଜନ ବିଶ୍ୱାଳଙ୍କ ମୃ-ତ୍ୟୁ ହୋଇ ଯାଇଛି । କବାଟ ବନ୍ଦ କରି ଜୀବନ ହାରି ଦେଇଥିବା ରଶ୍ମିଙ୍କ ପରିବାର ଲୋକେ କହିଛନ୍ତି । କିନ୍ତୁ ତାଙ୍କ ମୃ-ତ ଦେହକୁ ପରିବାର ଲୋକେ ତରବରିଆ ଭାବରେ ପୋଡ଼ି ଦେଇଥିଲେ ।

ଯାହାକୁ ନେଇ ବର୍ତ୍ତମାନ ସ-ନ୍ଦେହ ସୃଷ୍ଟି ହୋଇଛି । କାରଣ ଯଦି ରଶ୍ମି ରଞ୍ଜନ ଆ-ତ୍ମହ-ତ୍ୟା କରିଥିଲେ ତେବେ ପରିବାର ଲୋକେ ପୋଲି-ସରେ ଖବର ଦେବା କଥା । କିନ୍ତୁ ପରିବାର ଲୋକେ ଏଭଳି କରି ନାହାଁନ୍ତି । ପୋ-ଲିସ ମଧ୍ୟ ଏହା ଜାଣିବା ପରେ କଣ ପାଇଁ ଚୁପ ହୋଇ ବସି ରହିଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ରଶ୍ମି ରଞ୍ଜନ ତାଙ୍କ ମୃ-ତ୍ୟୁ ପୂର୍ବରୁ ଏଭଳି ଭିଡ଼ିଓ କାହିଁକି ଭାଇରଲ କରିଥିଲେ । କିନ୍ତୁ ତାକୁ ନେଇ ପୋ-ଲିସ କାହିଁକି କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁନାହିଁ ଏବଂ ସେ କହିଥିବା ବ୍ୟକ୍ତିଙ୍କୁ କାହିଁକି ପ-ଚରା ଉ-ଚୁରା କରୁନାହିଁ । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ରଶ୍ମି ରଞ୍ଜନଙ୍କୁ ହ-ତ୍ୟା କରାଯାଇଛି ନା ସେ ଆ-ତ୍ମହ-ତ୍ୟା କରିଛନ୍ତି ?

Leave a Reply

Your email address will not be published. Required fields are marked *