ବିଡ଼ିଓଙ୍କ ଅ-ଶ୍ଳୀଳ କଥାର ଅଡିଓ ରେ-କର୍ଡ଼ିଂ ହେଲା ଭାଇରଲ । ଜାଣନ୍ତୁ କଣ କହୁଛନ୍ତି ଯୁବତୀ ……

କ୍ୟାମେରା କିମ୍ବା ରେକର୍ଡ଼ିଂରୁ କୌଣସି କର୍ତ୍ତୁତି ଲୁ-ଚି ପାରିବ ନାହିଁ । କାରଣ ବର୍ତ୍ତମାନ ସମୟରେ ଲୋକଙ୍କର ପ୍ରାଇଭେସି ଫୋନରେ ରହୁଛି । ମାତ୍ର ସେହି ପ୍ରାଇଭେସି ସୋସିଆଲ ମିଡ଼ିଆରେ ଲିକ ହୋଇ ହିଁ ଯାଏ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଜଣେ ସରକାରୀ ଅଧିକାରୀଙ୍କ ଅ-ଶ୍ଳୀଳ ବାର୍ତ୍ତାଳାପର ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ତେବେ ସେ ବୋଧହୁଏ ନିଜ ଅଫିସରେ କାର୍ଯ୍ୟରତ ଥିବା ଅନ୍ୟ ଜଣେ ଷ୍ଟାଫଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ଯୁବତୀ ଜଣଙ୍କ କଥାରୁ ମଧ୍ୟ ଏହା ସ୍ପଷ୍ଟ ଭାବରେ ଜଣା ପଡ଼ୁଛି । ତେବେ ମାମ-ଲା ବିଷୟରେ ଅଧିକ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଏକ ଅଡିଓ ରେ-କର୍ଡ଼ିଂ ବେଶ ଭାଇରଲ ହେବାରେ ଲାଗିଛି । ତେବେ ଯୁବତୀ ପ୍ରଥମେ ବିଡ଼ିଓଙ୍କୁ ଏହା କହିଛନ୍ତି ଯେ , ଆଜିକାଲି ସରକାରୀ ବାବୁ ତାଙ୍କୁ କାହିଁକି କଲ କରୁ ନାହାଁନ୍ତି । ଉତ୍ତରରେ ବାବୁ ଜଣକ କହିଛନ୍ତି ଯେ ବ୍ୟସ୍ତତା କାରଣରୁ କୁଆଡ଼େ ଆଉ ବେଶୀ କଲ କରି ପାରୁ ନାହାଁନ୍ତି । ଯୁବତୀଙ୍କ ସହିତ ବେଶ ମସଗୁଲ ହୋଇ ପ୍ରେମଳାପ କରୁଥିବାର ଦେଖା ଯାଇଛି ଏହି ସରକାରୀ ଅଧିକାରୀଙ୍କୁ । ଉଭୟଙ୍କ କଥାରୁ ଏହା ଜଣା ପଡ଼ିଛି ଯେ ଯୁବତୀ ଜଣକ ବୋଧହୁଏ ସେହିଠାରେ କାମ କରନ୍ତି ।

ଯୁବତୀଙ୍କ କଥାରୁ ଉଭୟଙ୍କ ସମ୍ପ-ର୍କର ଘନିଷ୍ଠତା ବିଷୟରେ ଜଣା ପଡ଼ିଛି । ଯୁବତୀ ଜଣକ କେବଳ ସେତିକି ନୁହେଁ ବିଡ଼ିଓଙ୍କ ପୁଅ ନାମରେ ଅଭି-ଯୋଗ ମଧ୍ୟ କରିଛନ୍ତି । ବିଡ଼ିଓଙ୍କ ପୁଅ କୁଆଡ଼େ ଯୁବତୀଙ୍କୁ ଅ-ଶ୍ଳୀଳ ଭିଡ଼ିଓ ଏବଂ କ-ଣ୍ଡୋ-ମ ବିଷୟରେ ତାଙ୍କୁ ପଚାରି ଥିଲେ । ଯାହାକୁ ଶୁଣି ସରକାରୀ ବାବୁ ବିଶ୍ୱାସ କରି ନାହାଁନ୍ତି । ଏହାପରେ ଯୁବତୀ ଜଣକ କହିଛନ୍ତି ଯେ ଯଦି ସରକାରୀ ଅଧିକାରୀ ପୁଣିଥରେ ତାଙ୍କ ସହ ମିଳାମିଶା କରନ୍ତି ତେବେ ତାଙ୍କ ପୁଅ କହିଥିବା ସବୁ ଅ-ଶ୍ଳୀଳ କଥାକୁ ପ୍ରମାଣିତ କରିବେ ।

ତେବେ ସରକାରୀ ବାବୁଙ୍କ ଉଦ୍ଦେଶ୍ୟ ଯାହା ବୋଧହୁଏ ତାଙ୍କ ପୁଅ ବି ସେମିତି । ଏପଟେ ବାପ ଅନ୍ୟ ଯୁବତୀ ସହିତ ସ-ମ୍ପର୍କ ରଖୁଛି , ସେପଟେ ପୁଅ ବାପର ପୁରା ଗୁଣ ନେଇଛି । ଆଉ ସରକାରୀ ବାବୁ ଏସବୁ ଶୁଣିବା ପରେ ବୋଧହୁଏ ଯୁବତୀଙ୍କୁ ଅଣଦେଖା କରୁଛନ୍ତି । ନହେଲେ ଯୁବତୀ ଜଣକ କଲ କରି ଏପରି କାହିଁକି କହିବେ ??? ତେବେ ହଁ , ଏମିତି ଏକ କଲ ରେ-କର୍ଡ଼ିଂ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ରେକର୍ଡ଼ିଂରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *