ଲ-ଙ୍ଗଳା ଦେହ ଦେଖି ଫ-ସିଗଲେ ଯୁବକ, ଗଣିଦେଲେ ହଜାର ହଜାର ଟଙ୍କା, ଏବେ କହୁଛନ୍ତି ବଡ଼ ଭୁଲ କରିଦେଲି।

ରାତିରେ ମୋବାଇଲକୁ ଆସିଲା ଭିଡିଓ କଲ। ଆଉ ଯେତେବେଳେ ଭିଡିଓ କଲ ଦେଖିଲେ ଯୁବକ ସେ ରିସିଭି କଲେ ବାସ ତା ପରେ ଯାହା ଦେଖିଲେ ତାହା ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିଲେ ନାହିଁ। ଭିଡିଓ କଲରେ ଜଣେ ଯୁବତୀ ଏକ ଦମ ଉ-ଲଗ୍ନ ହୋଇଥିଲା। ଆଉ ସେହି ସମୟରେ ଯୁବତୀ ଜଣଙ୍କ ଯୁବକଙ୍କ ସ୍କ୍ରିନ ସର୍ଟ ନେଇଯାଇଥିଲେ। କିଛି ବୁଝିବା ପୂର୍ବରୁ ଯୁବତୀ ଜଣଙ୍କ ସବୁକିଛି ଶେଷ କରିଥିଲେ। ଆଉ ଯୁବକଙ୍କୁ ଆରମ୍ଭ କରିଦେଇଥିଲେ ବ୍ଲା-କମେ-ଲ କରିବା।

ହଁ ବନ୍ଧୁଗଣ ଯୁବକ ଜଣଙ୍କ ଡ-ରିକି ଏବେ ସିଧା ଥା-ନାର ଦ୍ୱାରସ୍ଥ ହୋଇଛନ୍ତି। ହେଲେ କଣ ଘ-ଟିଥିଲା ଯୁବକଙ୍କ ସହିତ କିଏ ଯୁବକଙ୍କୁ ଉଲ-ଗ୍ନ ଅବସ୍ଥାରେ କଲ କରିଥିଲେ ଓ ଏହା ପଛରେ ଯୁବକଙ୍କ ପ୍ରକୃତ ଉ-ଦ୍ୟଶ କଣ ଥିଲା ତାହା ଆସନ୍ତୁ ଜାଣିବା।ରାତି ଅଧରେ ଆପଣଙ୍କ ନମ୍ବରକୁ ଭିଡିଓ କଲ ଆସୁଥିଲେ ହୋଇ ଯାଆନ୍ତୁ ସାଵଧାନ। ନଚେତ ଆପଣବି ନେଇ ପାରନ୍ତି ନାମ। ଯଦି ଭିଡିଓ କଲ ଆସୁଛି ତାହା ପୁଣି ଆପଣ ଜାଣି ନଥିବା ନମ୍ବରରୁ ତେବେ ତାହାକୁ ରିସିଭି କରନ୍ତୁ ନାହିଁ କାରଣ ଏହି ଭିଡିଓ କଲ ଆପଣଙ୍କୁ ଏକ ଦମ ଫ-ସାଇ ଦେଇ ପାରେ।

ଏବେ ଭିଡିଓ କଲରେ ମା-ତିଛନ୍ତି ଯୁବତୀ ମାନେ। ରାତି ଅଧିଆ ଯୁବକଙ୍କୁ କରୁଛନ୍ତି ଭିଡିଓ କଲ ଆଉ ଭିଡିଓ କଲ ରିସିଭି କଲା ପରେ ଯୁବତୀ ମାନେ ଉଲ-ଗ୍ନ ଶରୀର ଦେଖାଉଛନ୍ତି। ଆଉ ଯଦି ଆପଣ ଯୁବତୀଙ୍କ ଉଲ-ଗ୍ନ ଶରୀର ଦେଖି କଥା ହୋଇଯାଉଛନ୍ତି ତା ପରେ ଯୁବତୀ ମାନେ ଦେଖାଉଛନ୍ତି ସେମାନଙ୍କ ଅସଲ ରୂପ। ସେହି ସମୟରେ ଯୁବତୀ ମାନେ ସ୍କ୍ରିନ ସର୍ଟ ନେଇ କରୁଛନ୍ତି ବ୍ଲା-କମେ-ଲ। ମୋଟା ଅଙ୍କର ଟଙ୍କା ମାଗୁଛନ୍ତି ଆଉ ଆପଣ ଯଦି ସେମାନଙ୍କୁ ଟଙ୍କା ନଦେବେ ତେବେ ସେମାନେ ଆପଣଙ୍କ ସ୍କ୍ରିନ ସର୍ଟ କୁ ଭାଇରାଲ କରିବାର ଧ-ମକ ଦେଉଛନ୍ତି।

ତେବେ ଏପରି ଘ-ଟଣା ବର୍ତ୍ତମାନ ସମୟରେ ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଏହି ଘଟ-ଣାକୁ ନେଇ ଜଣେ ବ୍ୟକ୍ତି ବର୍ତ୍ତମାନ ସାଇବର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ସହ ମଧ୍ୟ ସମାନ ଘଟ-ଣା ଘ-ଟିଛି। ସେହି ବ୍ୟକ୍ତି ଜଣଙ୍କୁ ଭିଡିଓ କଲ ଆସିଥିଲା ଓ ଯେତେବେଳେ ସେହି ବ୍ୟକ୍ତି ଜଣଙ୍କ ଭିଡିଓ କଲରେ କଥା ହୋଇଥିଲେ ସେତେବେଳେ ଜଣେ ଉଲ-ଗ୍ନ ଶରୀରରେ ଥିବା ଯୁବତୀଙ୍କୁ ଦେଖିଥିଲେ ଏହା ପରେ ସେ ତୁରନ୍ତ କଲ ଟିକୁ କା-ଟି ଦେଇଥିଲେ।

ହେଲେ କିନ୍ତୁ ସେହି କିଛି ସମୟର ସ୍କ୍ରିନ ରେ-କର୍ଡ ଯୁବତୀ ଜଣଙ୍କ ନେଇ ଯୁବକଙ୍କୁ ମାଗିଥିଲେ ଦେଢ଼ ଲକ୍ଷ ଟଙ୍କା। ଆଉ କିଛି ସମୟ ପରେ ଯୁବକଙ୍କ ନମ୍ବରକୁ ଏକ ପୋ-ଲିସ ଅଫିସର କଲ କରିଥିଲେ ସେହି ପୋ-ଲିସ ଅଫିସର ଜଣଙ୍କ ଯୁବକଙ୍କୁ ମଧ୍ୟ ଟଙ୍କା ମାଗିଥିଲେ। ତେବେ ପୋଲି-ସର ଭୟରେ ଦେଢ଼ ଲକ୍ଷ ଟଙ୍କା ବଦଳରେ 71 ହଜାର ଟଙ୍କା ପଠାଇଥିଲେ। ମାତ୍ର ଯୁବକ ଜଣଙ୍କୁ ଜଣା ନଥିଲା କି ସେ ଫ-ସି ଯାଇଛନ୍ତି ସାଇ-ବର ଠ-କଙ୍କ ଜା-ଲରେ ବୋଲି।

ପୋ-ଲିସ ବୋଲି ନିଜକୁ ପରିଚୟ ଦେଇ କଲ କରିଥିବା ବ୍ୟକ୍ତି ଜଣଙ୍କ ଯୁବତୀଙ୍କ ଗ୍ରୁପର କେହି ବୋଲି ଲୋକେ କହୁଛନ୍ତି। ତେବେ ଯୁବକ ଜଣଙ୍କ ଦେଢ଼ ଲକ୍ଷରୁ 71 ହଜାର ଟଙ୍କା ଦେଇ ସାରିବା ପରେ ଏବେ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି। ସାମାନ୍ୟ ଭିଡିଓ କଲ ରିସିଭି କରି ତାଙ୍କୁ ଏତେ ବଡ଼ ତ-ଣ୍ଡ ଗଣିବାକୁ ପଡିଲା ବୋଲି ସେ ନିଜ ଭାଗ୍ୟକୁ ଦୋ-ଷ ଦେଉଛନ୍ତି। ଆଉ ଏବେ ସାଇବର ଥା-ନାର ଦ୍ୱାରସ୍ଥ ହୋଇ ଅଭି-ଯୋଗ କରିବା ପରେ ଟଙ୍କା ଫେରିବାକୁ ବାକୁ ବ୍ୟା-କୁଳ ହେଉଛନ୍ତି।

ଅନେକ ଥର ଅନେକ ସତ-ର୍କ ପରେ ବି ସାଇବର ଠ-କଙ୍କ ହାବୁଡ଼ରେ ପଡି ଲୋକେ ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସାଇବର ଠ-କ ଟଙ୍କା ଲୁ-ଟିବା ଉଦ୍ୟଶରେ ଅନେକ କଳ ବଳ କୌଶଳ ଆପଣେଇ ନେଉଛନ୍ତି। ଆଉ ଯେଉଁଥିରେ ସାଧାରଣ ନିରିହ ଲୋକଟେ ଫ-ସିଯାଇ ଟଙ୍କା ହରାଇ ଦୁଃ-ଖରେ ଭା-ଙ୍ଗି ପଡୁଛନ୍ତି।

ନିଜର କ-ଷ୍ଟ ଅର୍ଜିତ ଧନକୁ ଯାହା ସାଧାରଣ ବ୍ୟକ୍ତିଟିଏ ଅନେକ ଦିନରୁ ସଞ୍ଚୟ କରି ରଖିଥାନ୍ତି ତାହାକୁ ସେମାନେ ପୋ-ଲିସ ଭ-ୟରେ ଓ ସମାଜ ଭ-ୟରେ ବାଧ୍ୟ ହୋଇ ଠ-କଙ୍କ ବ୍ଲା-କମେ-ଲର ଶି-କାର ହୋଇ ଦେଇ ଦିଅନ୍ତି। ତେବେ ଏପରି ଖବର ପ୍ରତ୍ୟକ ଦିନ ସାମ୍ନାକୁ ଆସୁଥିବା ବେଳେ ଏହିଭଳି ଖବରକୁ ନେଇ ସଚେ-ତନ ହୁଅନ୍ତୁ ଓ ସୁର-କ୍ଷିତ ରୁହନ୍ତୁ ଯଦି ଆପଣଙ୍କୁ ରାତି ଅଧରେ ଭିଡିଓ କଲ ଆସୁଛି। ତେବେ ସତ-ର୍କତାର ସହ ଭିଡିଓ କଲା ରିସିଭି କରନ୍ତୁ ନାହିଁ। ଯଦି ଆପଣଙ୍କୁ କେହି ବ୍ଲା-କମେ-ଲ କରୁଛନ୍ତି ତେବେ ପୋଲି-ସର ସହାୟତା ନିଅନ୍ତୁ।

Leave a Reply

Your email address will not be published. Required fields are marked *