ମା ସାଜିଲା ଭ-କ୍ଷକ, ନିଜର ୪ ବର୍ଷର ଝିଅକୁ ଚାରି ମହଲାରୁ ତଳକୁ ଫୋପାଡି ଦେଲେ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।

ଜଣେ ପିଲା ନିଜ ମାର କୋଳରେ ସବୁ ଠାରୁ ଅଧିକ ସୁର-କ୍ଷିତ ଅନୁଭବ କରେ। ମାଆର କୋଳ ଦୁନିଆର ସବୁଠାରୁ ସୁର-କ୍ଷିତ ସ୍ଥାନ ଭାବରେ ପରିଗଣିତ ହୁଏ। କୁହାଯାଏ ଯେ ଜଣେ ମା ନିଜ ପିଲା ଉପରେ କିଛି ବି-ପଦ ଆସିବାକୁ ଦେଇନଥାଏ। ତା ପିଲାର ଖୁସି ପାଇଁ ସମଗ୍ର ବିଶ୍ୱ ସହ ଲ-ଢିବାକୁ ପ୍ରସ୍ତୁତ ଥାଏ

ଟିକେ ଭାବନ୍ତୁ ଯଦି ତୁମକୁ ସୁର-କ୍ଷା ଦେଉଥିବା ମା ତୁମର ଶ-ତ୍ରୁ ହୋଇଯାଏ ତେବେ କଣ ହେବ? ସେ ଦିନରାତି ତୁମଠାରୁ କେମିତି ମୁକ୍ତି ପାଇବେ ସେ କଥା ଭାବନ୍ତି ଏବଂ ସୁଯୋଗ ପାଇ ହ-ତ୍ୟା କରି ଦିଅନ୍ତି। ଏଭଳି ଏକ ଆଶ୍ଚ-ର୍ଯ୍ୟଜ-ନକ ମାମ-ଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା ନିଜର ୪ ବର୍ଷର ଝିଅକୁ ଚାରି ମହଲା ଉପରୁ ତଳକୁ ପକାଇ ଦେଲେ। ପୁରା ଘଟ-ଣା ମଧ୍ୟ ସିସିଟିଭି କ୍ୟାମେରାରେ କ-ଏଦ ହୋଇଛି।

ଅଭି-ଯୋଗ ହେଇଥିବା ମହିଳାଙ୍କ ନାମ ସୁଷମା ଭରଦ୍ୱାଜ। ସେ ଜଣେ ଦନ୍ତ ଚିକିତ୍ସକ। ଏବଂ ତାଙ୍କ ସ୍ୱାମୀ ଜଣେ ସଫ୍ଟୱେୟାର ଏବଂ ଇଞ୍ଜିନିୟର। ସିଙ୍ଗାସି ଗାର୍ଡେନ୍, ଏସ.ଆର ନାଗର, ବେଙ୍ଗାଲୁରୁର ଆଡଭାଇଟା ଆଶ୍ରୟ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ସ୍ଵାମୀ ସ୍ତ୍ରୀ ଏବଂ ୪ ବର୍ଷର ଝିଅ ରୁହନ୍ତି। ସ୍ଵାମୀ ଘରେ ନଥିଲା ବେଳେ ସ୍ତ୍ରୀ ନିଜ ୪ ବର୍ଷର ଝିଅକୁ ଚାରି ମହଲା ତଳକୁ ପକେଇ ଦେଲେ।

ମା’ଙ୍କ ଏହି ନିଷ୍ଠୁ-ରତା ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କ-ଏଦ ହୋଇଥିଲା। ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଭାବରେ ଦେଖା ଯାଉଛି ଯେ ମା ପ୍ରଥମେ ପିଲାଟିକୁ ବାଲକୋନୀରେ ବୁଲେଇ ବିଲେଇ ଖୁଆଉଥିଲେ। ତା’ପରେ ହଠାତ୍ ତାଙ୍କୁ ବାଲକୋନିରୁ ତଳକୁ ଫୋପାଡି ଦେଲେ।

ଝିଅଟି ତଳେ ପଡ଼ିଯିବା ପରେ ତାକୁ ଡାକ୍ତରଖାନା ନିଆଗଲା, କିନ୍ତୁ ସେତେବେଳକୁ ସେ ମ-ରିଯାଇଥିଲା। ଏହା ମଧ୍ୟ କୁହାଯାଉଛି ଯେ ଝିଅଟିକୁ ଫୋପା-ଡିବା ପରେ ମା ମଧ୍ୟ ଆ-ତ୍ମହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପାଖ ଲୋକମାନେ ତାଙ୍କୁ ଉ-ଦ୍ଧାର କରିଥିଲେ।

ସୁଷମା ଝିଅ ଜଣେ ଭିନ୍ନ-କ୍ଷମ ଥିଲେ। ସେ କିଛି କହି ପାରନ୍ତିନି କି କିଛି ଶୁଣି ପାରନ୍ତିନି। ସେଥିପାଇଁ ସୁଷମା ସବୁବେଳେ ଦୁଃ-ଖିତ ରୁହନ୍ତି। ସେ ଡିପ୍ରେ-ସନକୁ ଚାଲିଯାଇଥିଲେ। ଏହି କାରଣରୁ ସେ ଝିଅକୁ ବାଲକୋନିରୁ ତଳକୁ ପକାଇ ଦେଲେ।

ଯେତେବେଳେ ମହିଳାଙ୍କ ସ୍ୱାମୀ କିରଣ ଏ ବିଷୟରେ ଜାଣିଲେ ସେତେବେଳେ ସେ ପୋଲି-ସକୁ ସୂଚନା ଦେଲେ। ତା’ପରେ ପୋ-ଲିସ ସୁଷମାଙ୍କୁ ଗି-ରଫ କଲା। ପୂର୍ବରୁ ସୁଷମା ମଧ୍ୟ ତାଙ୍କ ଝିଅକୁ ରେଳ ଷ୍ଟେସ-ନରେ ପକାଇଦେବାକୁ ଚେଷ୍ଟା କରିଥିଲେ।

Leave a Reply

Your email address will not be published. Required fields are marked *